ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 31, 2021, 9:01 AM IST

1-ଶୌଚ ପାଇଁ ଯିବା ସମୟରେ ଦୁର୍ଘଟଣା, ୨ ମହିଳା ମୃତ

ଶୌଚ ପାଇଁ ଯାଇଥିବା ସମୟରେ ଅଜଣା ଗାଡି ଧକ୍କାରେ ୨ ମହିଳା ମୃତ । ଖୋର୍ଦ୍ଧା-ବଲାଙ୍ଗୀର ୫୭ ଜାତୀୟ ରାଜପଥ ଅବରୋଧ ।

2-ମରିଗଲା ମାନବିକତା, ମୃତ ଝିଅକୁ ଟ୍ରଲିରେ ସ୍ବର୍ଗଦ୍ବାର ନେଲେ ବାପା

ଶୁଣିଲେନି ସାହିଭାଇ । ଝିଅର ମର ଶରୀରକୁ ଟ୍ରଲିରେ ସ୍ବର୍ଗଦ୍ବାର ନେବେ ବୁଢା ବାପା ।

3-ମମିତାଙ୍କ ମୃତ୍ୟୁକୁ ବିତିଛି ୨୦ ଦିନ, ଝୁରୁଛି ଗାଁ କାନ୍ଦୁଛି ମାଆ

ମମିତାଙ୍କ ମୃତ୍ୟୁକୁ ୨୦ ଦିନ ବିତିଛି । ଆଜି ବି ଘରଠୁ ନେଇ ଗାଁ ତାଙ୍କୁ ଝୁରୁଛି । ଦୋଷୀକୁ କଠୋର ଦଣ୍ଡ ଦେବାକୁ ଦାବି ହୋଇଛି ।

4-ଆଜି G-20 ସମ୍ମିଳନୀରେ ଯୋଗ ଦେବେ ମୋଦି: ପାଗ-ପରିବେଶ ଉପରେ ଆଲୋଚନା

ଆଜି(ରବିବାର)ଜି-୨୦ ଶିଖର ସମ୍ମିଳନୀର ଦ୍ବିତୀୟ ଅଧିବେଶନ । ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶକୁ ଗୁରୁତ୍ବ ଦେଇ ଜାତିସଂଘର COP26 ଜଳବାୟୁ ଶିଖର ସମ୍ମିଳନୀରେ ପ୍ରାୟ 200 ଦେଶ ଅଂଶଗ୍ରହଣ କରିବ ।

5-ଶକ୍ତି ରୂପାନ୍ତରଣ କ୍ଷେତ୍ରରେ ଇଟାଲୀ-ଭାରତ ମିଳିତ ବିବୃତ୍ତି

ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରୋମ ଠାରେ ଇଟାଲୀ ଦ୍ବାରା ଆୟୋଜିତ ଜି -୨୦ ନେତାଙ୍କ ସମ୍ମିଳନୀ ପୂର୍ବରୁ ଦ୍ବିପାକ୍ଷିକ ବୈଠକ କରିଥିଲେ ।

6-ଜୁନା ପୀଠାଧିଶ୍ବର ଆଚାର୍ଯ୍ୟ ମହାମଣ୍ଡଳଶ୍ୱରଙ୍କୁ ଭେଟିଲେ ଶାହ

ଉତ୍ତରାଖଣ୍ତ ହରିଦ୍ବାରରେ ହରିହର ଆଶ୍ରମରେ ଜୁନା ପୀଠାଧିଶ୍ବର ଆଚାର୍ଯ୍ୟ ମହାମଣ୍ଡଳଶ୍ୱରଙ୍କୁ ଭେଟିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ହିନ୍ଦୁ ଧର୍ମକୁ ନେଇ ସ୍ବାମୀ ଶ୍ରୀ ପରମ ଆତ୍ମାଜୀଙ୍କ ସହ ଦୀର୍ଘ ଏକ ଘଣ୍ଟାଧରି ଆଲୋଚନା କରିଥିଲେ ଶାହ ।

7-କଂଗ୍ରେସକୁ ଫେରିବାର ସମୟ ଚାଲିଯାଇଛି: ଅମରିନ୍ଦର

କ୍ୟାପ୍ଟେନ ଅମରିନ୍ଦର ସିଂ କଂଗ୍ରେସ ଫେରିବା ଖବରକୁ ଖଣ୍ଡନ କଲେ । ଆଉ ଦଳକୁ ଫେରିବାର ସମୟ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

8-ଦେଶରେ ୧୦୬ କୋଟି ପାର କଲା ଟୀକାକରଣ; ଟିକା ନେବାରେ ଆଗରେ ୟୁପି

କୋଭିଡକୁ ମାତ୍ ଦେବାରେ ମୁଖ୍ୟ ଅସ୍ତ୍ର ସାଜିଛି ଟୀକାକରଣ । ଏଯାବତ୍ ମୋଟ 106 କୋଟି ଟୀକାକରଣ କରାଯାଇଛି । ଏନେଇ ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି ।

9-ଆଜି ପଞ୍ଚଭୂତରେ ବିଲୀନ ହେବେ ପାୱାର ଷ୍ଟାର

ଆଜି ପାୱାର ଷ୍ଟାର ପୁନିତ ରାଜକୁମାରଙ୍କ ହେବ ଶେଷକୃତ୍ୟ । ବେଙ୍ଗାଲୁରୁ ସ୍ଥିତ କାନ୍ତିରବା ଷ୍ଟାଡିୟମ ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବା ନେଇ ସୂଚନା ।

10-ଦେଶବ୍ୟାପୀ ସଂପ୍ରସାରିତ ପିସିଭି ଟିକା ଉଦଘାଟିତ

ଆଜାଦୀ କା ଅମୃତ ମହୋତ୍ସବ ଅଂଶ ଭାବେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ଦେଶବ୍ୟାପୀ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ନ୍ୟୁମୋକୋକାଲ କଞ୍ଜୁମେଟ ଭ୍ୟାକସିନକୁ (ପିସିଭି)ଦେଶବ୍ୟାପୀ ଶୁଭାରମ୍ଭ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.