ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - news of the day

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 30, 2021, 9:01 AM IST

1-ମମିତା ମର୍ଡର ମିଷ୍ଟ୍ରି, ଆଜି ୧୨ ଘଣ୍ଟିଆ କେନ୍ଦ୍ରାପଡା ବନ୍ଦ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ସରଗରମ ରାଜ୍ୟ ରାଜନୀତି । ହତ୍ୟାକାଣ୍ଡ ଘଟଣାରେ ସିବିଆଇ ତଦନ୍ତ ଦାବି କରି ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ କେନ୍ଦ୍ରାପଡା ବନ୍ଦ ଡାକରା ।

2-ମା’ ମାଣିକେଶ୍ୱରଙ୍କ ନାଁ ନେଇ ଖସିପାରିବେ ନାହିଁ ଦିବ୍ୟଶଙ୍କର: ଲେଖାଶ୍ରୀ

ମମିତା ମେହେର ହତ୍ୟାଘଟଣାକୁ ନେଇ ଚାଲିଥିବା ବହୁ ପ୍ରତିବାଦ ପରେ ପକ୍ଷ ରଖିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ମନ୍ତ୍ରୀଙ୍କ 10 ପଏଣ୍ଟ ଜବାବର ପ୍ରତି ଜବାବ ମାଗିଲା ବିଜେପି ।

3-ଭିଜିଲାନ୍ସ ହାତରେ ପ୍ରସନ୍ନଙ୍କ ଡାଏରୀ, ସ୍କାନରରେ ଅଫିସରଙ୍କ ହାଇପ୍ରୋଫାଇଲ ଲିଙ୍କ୍

ଗୁମର ଖୋଲୁଛି ଗିରଫ ପ୍ରସନ୍ନ ବେହେରାଙ୍କ ଡାଏରୀ । ଭିଜିଲାନ୍ସ ହାତରେ ବହିଷ୍କୃତ କନେଷ୍ଟବଳ ପ୍ରସନ୍ନଙ୍କ ଡାଏରୀ ପଡିବା ପରେ ମିଳିଛି ହାଇପ୍ରୋଫାଇଲ ଲିଙ୍କ ।

4-ବଲାଙ୍ଗୀର ଏସପିଙ୍କୁ ଭେଟିଲା ବିଜେପିର କେନ୍ଦ୍ରୀୟ ମହିଳା ଟିମ୍

ତୀବ୍ର ହେଉଛି ମମିତା ମେହେର ହତ୍ୟା ମାମଲା । ବିଜେପିର ୩ ଜଣିଆ କେନ୍ଦ୍ରୀୟ ଟିମ୍ ମମିତାଙ୍କ ପରିବାର ଏବଂ ସ୍କୁଲ୍ ପରିଦର୍ଶନ କରିବା ପରେ ଏସପିଙ୍କ ନିକଟରେ ନ୍ୟାୟ ଦାବି କରିଛନ୍ତି ।

5-ଆଜି ୩ ଲୋକସଭା ଏବଂ ୩୦ ବିଧାନସଭା ଆସନରେ ଉପନିର୍ବାଚନ

ଆଜି ଦେଶର ଖାଲିଥିବା ୩ ଲୋକସଭା ଏବଂ ୩୦ ବିଧାନସଭା ଆସନରେ ଉପନିର୍ବାଚନ ।

6-ରୋମରେ ମୋଦି: ଆଜି ବିଶ୍ବ ନେତୃବୃନ୍ଦଙ୍କ ସହ ବିଶେଷ ଆଲୋଚନା

ଆଜି ରୋମରେ ବିଶ୍ବ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୫ ଦିନିଆ ଇଟାଲୀ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ।

7-ଆଜି ଶାହଙ୍କ ଉତ୍ତରାଖଣ୍ତ ଗସ୍ତ; ଘସିୟାରୀ କଲ୍ୟାଣ ଯୋଜନାର କରିବେ ଶୁଭାରମ୍ଭ

ଆଗକୁ ଆସୁଛି ଉତ୍ତରାଖଣ୍ତ ବିଧାନସଭା ନିର୍ବାଚନ । ଏନେଇ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉତ୍ତରାଖଣ୍ତ ଗସ୍ତ କରିବେ । ଡେରାଡୁନରେ ମୁଖ୍ୟମନ୍ତ୍ରୀ ଘସିୟାରୀ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିବେ ।

8-ଆଉ ନାହାଁନ୍ତି କଂଗ୍ରେସର ବରିଷ୍ଠ ନେତା ଜିଏସ ବାଲି

କଂଗ୍ରେସର ବରିଷ୍ଠ ନେତା ଜିଏସ ବାଲିଙ୍କ ଦେହାନ୍ତ । ଶନିବାର ଦିଲ୍ଲୀ ଏମସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 67 ବୟସ ହୋଇଥିଲା ।

9-Vaccination; ଦେଶରେ 105 କୋଟି ଟପିଲା ଟୀକାକରଣ

କୋଭିଡକୁ ମାତ୍ ଦେବାକୁ ଲଢେଇ ଜାରି ରଖିଛି ଭାରତ । ଦେଶରେ ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ଅତିକ୍ରମ କରୁଛି ଟୀକାକରଣ । ଏଯାବତ୍ ମୋଟ 105 କୋଟି ଟୀକାକରଣ କରାଯାଇଛି ।

10-T20 WC: ଆଫଗାନିସ୍ତାନକୁ ୫ ୱିକେଟରେ ହରାଇ ପାକିସ୍ତାନର ହ୍ୟାଟ୍ରିକ ବିଜୟ

ଆଫଗାନିସ୍ତାନକୁ ୫ ୱିକେଟରେ ପରାଜୟ କରି ହ୍ୟାଟ୍ରିକ ବିଜୟ ହାସଲ କଲା ପାକିସ୍ତାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.