ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - news of the day

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 29, 2021, 9:00 AM IST

1-ମହାବାତ୍ୟା; ବିତିଛି ଦିନ, ରହିଛି ପ୍ରଳୟର ପାଦ ଚିହ୍ନ

1999 ମସିହା ଅକ୍ଟୋବର ମାସ 29 ତାରିଖରେ ଓଡିଶାରେ ତାଣ୍ଡବ ରଚିଥିଲା ବିନାଶକାରୀ ମହାବାତ୍ୟା । ଉପକୂଳ ଓଡିଶା ଜଗତସିଂହପୁରର ଏରସାମା ଓ ବାଲିକୁଦାରେ ହିଟ କରିଥିଲା ସ୍ଥଳଭାଗ । ଆଉ ଛାଡି ଯାଇଥିଲା ପ୍ରଳୟର ପାଦଚିହ୍ନ ।

2-ମମିତା ମର୍ଡର ମାମଲା, ଆଜି ଆସିବେ ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଦେଶର ଆତ୍ମାକୁ ଶକ୍ତ ଆଘାତ ଦେଇଛି । ଏହାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଭିନ୍ନ ରାଜନୈତିକ ଦଳ । ଘଟଣାର ସ୍ଥିତି ଅନୁଧ୍ୟାନ ପାଇଁ ଆଜି(ଶୁକ୍ରବାର) ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳ ଓଡିଶା ଆସିବେ ।

3-ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ଆଜି (ଶୁକ୍ରବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ ଓଡିଶା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଆଜି ସଂନ୍ଧ୍ୟାରେ ନବୀନ ନିବାସରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହେବା ନେଇ ସୂଚନା ରହିଛି ।

4-କିଶୋର ନ୍ୟାୟ ଆଦର୍ଶ ଚିଠା ଉପରେ ଆଇନ; ମତାମତ ଓ ପରାମର୍ଶ ପାଇଁ ଆହ୍ବାନ

କିଶୋର ନ୍ୟାୟ ଆଇନ ୨୦୧୬ରେ ସଂଶୋଧନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏନେଇ ପ୍ରସ୍ତୁତ ଚିଠା ଆଇନ ଉପରେ ମତାମତ ଓ ପରାମର୍ଶ ଦେବାକୁ ଆହ୍ବାନ କଲା ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ।

5-ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ, 16ତମ G-20 ସମ୍ମିଳନୀରେ ଦେବେ ଯୋଗ

ଆଜି(ଶୁକ୍ରବାର) ଠାରୁ ନଭେମ୍ବର 2 ପର୍ଯ୍ୟନ୍ତ ରୋମ, ଇଟାଲୀ ଏବଂ ଗ୍ଲାସଗୋ(Glasgow) ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

6-RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ବୃଦ୍ଧି

RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ବୃଦ୍ଧି । ଆଉ ତିନି ବର୍ଷ ବଢିଲା ଶକ୍ତିକାନ୍ତଙ୍କ କାର୍ଯ୍ୟକାଳ ।

7-ଆଗକୁ ୟୁପି ବିଧାନସଭା ନିର୍ବାଚନ; ଆଜି ଲକ୍ଷ୍ନୌ ଗସ୍ତ କରୁଛନ୍ତି ଶାହ

ଆଗକୁ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଏନେଇ ଆଜି ଲକ୍ଷ୍ନୌକୁ ଗସ୍ତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

8-ଆଜି ପୁଣି ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

ଆଜି ବି ବଢିଲା ପେଟ୍ରୋଲ ଏବଂ ଡିଜେଲ ଦର । ବିଭିନ୍ନ ସହରର ସେଞ୍ଚୁରୀ ପାର୍ କଲା ଡିଜେଲ ।

9-ବଦଳିଲା ଫେସବୁକ ନାଁ, କମ୍ପାନୀର ନୂଆ ପରିଚୟ 'ମେଟା'

ନୂଆ ପରିଚୟ ପାଇଲା ବିଶ୍ବର ଅଗ୍ରଣୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ(Facebook) । ନିଜ ନାଁ 'ମେଟା'କୁ ପରିବର୍ତ୍ତନ କଲା ଫେସବୁକ ।

10-T-20 WC, ଆଜି ପାକିସ୍ତାନ-ଆଫଗାନିସ୍ତାନ ଲଢେଇ

ଚଳିତ ଟି-20 ବିଶ୍ବକପରେ ଆଜି(ଶୁକ୍ରବାର) ସୁପର-୧୨ରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ହେବ ମୁକାବିଲା । ପାକିସ୍ତାନ ଭାରତ ଓ ନ୍ୟୁଜଲାଣ୍ଡ ବିପକ୍ଷରେ ତାର ଦୁଇଟି ଯାକ ମ୍ୟାଚରେ ବିଜୟ ହାସଲ କରି ଦୃଢ ସ୍ଥିତିରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.