ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ମୁଖ୍ଯ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ବର୍ତ୍ତମାନର ବଡ଼ ଖବର
ବର୍ତ୍ତମାନର ବଡ଼ ଖବର
author img

By

Published : Sep 15, 2021, 9:04 AM IST

1-ପ୍ରକାଶ ପାଇଲା JEE MAIN RESULT: 100 ପ୍ରତିଶତ ସ୍କୋର କରିଛନ୍ତି 44 ଜଣ

ପ୍ରକାଶ ପାଇଲା ୨୦୨୧ JEE ମେନ ପରୀକ୍ଷା ଫଳ । ବହୁ ବିଳମ୍ବ ପରେ ଚତୁର୍ଥ ତଥା ଶେଷ ଅଧିବେଶନ ପାଇଁ ମିଳିତ ପ୍ରବେଶିକା ପରୀକ୍ଷା ଫଳାଫଳ ମଙ୍ଗଳବାର ବିଳମ୍ବିତ ରାତିରେ ଘୋଷଣା ହୋଇଛି । ରେକର୍ଡ ସଂଖ୍ୟାକ 44 ଜଣ ଛାତ୍ର 100 ପ୍ରତିଶତ ସ୍କୋର ହାସଲ କରିଛନ୍ତି ।

2-Sansad TV ସଂଧ୍ୟାରେ ଶୁଭାରମ୍ଭ, ନୂଆ ରୂପରେ ନୂଆ କାର୍ଯ୍ୟକ୍ରମ ସହ ହେବ ପରିଚାଳନା

ଆଜି ଶୁଭାରମ୍ଭ ହେବ ‘ସଂସଦ ଟିଭି । ସଂଧ୍ୟାରେ ଶୁଭାରମ୍ଭ କରିବେ ଉପରାଷ୍ଟ୍ରପତି ଏମ. ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଚସ୍ପତି ଓମ ବିର୍ଲା ।

3-ASSAM BOAT ACCIDENT: ଡଙ୍ଗାବୁଡି ଘଟଣାରେ 3 ମୃତ, 89 ଉଦ୍ଧାର

ବ୍ରହ୍ମପୁତ୍ର ନଦୀରେ ଡଙ୍ଗା ଦୁର୍ଘଟଣାରେ ମୋଟ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 89 ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏନେଇ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ପକ୍ଷରୁ ସୂଚନା ମିଳିଛି।

4-AIIMSକୁ ମିଳିଲା ପଲ୍ୟୁସନ କଣ୍ଟ୍ରୋଲ ଏକ୍ସିଲେନ୍ସି ଆୱାର୍ଡ

ହେଲଥ୍ କେୟାର ୟୁନିଟରେ ଏମ୍ସକୁ ମିଳିଛି ପଲ୍ୟୁସନ ଏକ୍ସିଲେନ୍ସି ଆୱାର୍ଡ ୨୦୨୧ । ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର 38 ତମ ଫାଉଣ୍ଡେସନ ଦିବସ ଅବସରରେ ଏହି ଆୱାର୍ଡ ଭୁବନେଶ୍ବର ଏମ୍ସକୁ ପ୍ରଦାନ କରାଯାଇଛି ।

5-ବର୍ଷା ବିତ୍ପାତ, ବଢୁଛି ବୁଢାବଳଙ୍ଗର ଜଳସ୍ତର

ଲଘୁଚାପଜନିତ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ। ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ।

6-କଂଗ୍ରେସର ନିର୍ବାଚନ ରଣନୀତି ପ୍ରସ୍ତୁତ, ଲୋକଙ୍କୁ ଜଣାଇବ ସରକାରଙ୍କ ବିଫଳତା କାହାଣୀ

ପିପିଲି ଉପନିର୍ବାଚନ, ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କଲା କଂଗ୍ରେସ । ବିଭିନ୍ନ ମୁଦ୍ଦା ନେଇ ଲୋକଙ୍କ ପାଖକୁ ଯିବ ଦଳ ।

7-ଶିଳ୍ପାନୁଷ୍ଠାନ ବାହାରେ ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଘଟଣା ପ୍ରତିରୋଧ ସଂପର୍କିତ ଜରୁରୀ ବୈଠକ

ଶିଳ୍ପାନୁଷ୍ଠାନ ବାହାରେ ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଘଟଣା ପ୍ରତିରୋଧ ସଂପର୍କିତ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆକସ୍ମିକ ବିପର୍ଯ୍ୟୟ ଓ ରାସାୟନିକ ଦୁର୍ଘଟଣାରୁ ହେଉଥିବା ଜୀବନହାନୀକୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି ।

8-ନନ୍ଦନକାନନରେ ମନପସନ୍ଦର ପଶୁପକ୍ଷୀ ଏବେ ପର୍ଯ୍ୟଟକଙ୍କ ପୋଷ୍ୟ, ଏଯାଏଁ 439 ସାମିଲ

ନନନ୍ଦକାନନକୁ ଆସୁଥିବା ପର୍ଯ୍ୟଟକ ଯାହାର ଜୀବଜନ୍ତୁଙ୍କୁ ପାଳିବା ସଉକ ଥାଏ ସେମାନେ ନିଜ ମନ ପସନ୍ଦର ଜୀବଜନ୍ତୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରୁଛନ୍ତି । ଗତକାଲି(ମଙ୍ଗଳବାର) ଗୋଟିଏ ଦିନରେ ୭ଜଣ ଜୀବଜନ୍ତୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି ।

9-Engineers' Day 2021: ମନେ ପଡନ୍ତି ଇଂ ମୋକ୍ଷଗୁଣ୍ଡମ ବିଶେଶ୍ବରାୟ

ସେପ୍ଟେମ୍ବର 15 ତାରିଖ । ସାରା ଦେଶ ପାଳନ କରିଥାଏ ଇଞ୍ଜିନିୟର ଦିବସ । ଇଞ୍ଜିନିୟର ମୋକ୍ଷଗୁଣ୍ଡମ ବିଶେଶ୍ବରାୟଙ୍କର ଜନ୍ମ ଦିବସକୁ ଇଞ୍ଜିନିୟର ଦିବସ ଭାବେ ପାଳନ କରାଯାଏ ।

10-ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର

ଆଣ୍ଡାମାନ ନିକୋବରରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.0 ରେକର୍ଡ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.