ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ ନ୍ୟୁଜ

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 4, 2021, 8:58 AM IST

1. Tokyo Olympics: ଜାଭଲିନ ଥ୍ରୋ ଫାଇନାଲରେ ନିରଜ ଚୋପ୍ରା

ଭାରତୀୟ ପୁରୁଷ ଜାଭଲିନ ଥ୍ରୋ ଇଭେଣ୍ଟ ଯୋଗ୍ୟତା ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତର ନିରଜ ଚୋପ୍ରା ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ଯୋଗ୍ୟତା ହାସଲ କରିଛନ୍ତି ।

2. Tokyo Olympics; ଆଜି ଭାରତ-ଆର୍ଜେଣ୍ଟିନା ମହିଳା ହକି ସେମିଫାଇନାଲ

ଟୋକିଓ ଅଲିମ୍ପିକ୍ସରେ ଆଜି(ବୁଧବାର) ମହିଳା ହକି ସେମିଫାଇନାଲ ଖେଳାଯିବ । ଅପରାହ୍ନ ୩ଟା ୩୦ରେ ଆରମ୍ଭ ହେବ ମ୍ୟାଚ ।

3. STATE CORONA: ଦିନକରେ ୧୩୧୫ ପଜିଟିଭ ଚିହ୍ନଟ

ପୁଣି ରାଜ୍ୟରେ ବଢିଲା ଦୈନିକ କୋରୋନା ସଂକ୍ରମଣ । ୨୪ ଘଣ୍ଟା ମଧ୍ୟରେ 1315 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

4. ‘ଚର୍ତୁଦ୍ଦଶ ଓ ପଞ୍ଚଦଶ ଅର୍ଥ କମିଶନ ଚିଲିକା ଉନ୍ନୟନ ପାଇଁ ସହାୟତା ଯୋଗାନ୍ତୁ’

ଚିଲିକାର ସୁରକ୍ଷା ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା ।

5. MP flood: ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ

ମହାମାରୀ କାଳରେ ପ୍ରକୃତିର ତାଣ୍ତବ । ବନ୍ୟା ସ୍ଥିତି ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

6. ଚକାପଦାରେ ଗୋଷ୍ଠୀ ସଂଘର୍ଷ; ଜଣେ ମୃତ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି ।

7. ସମଲ ବ୍ୟାରେଜ୍ ବାସଚ୍ୟୁତଙ୍କ ସମସ୍ୟାର ହେବ ସମାଧାନ

ଅନୁଗୋଳ ଜିଲ୍ଲା ସମଲ ବ୍ୟାରେଜ୍ ନଦୀବନ୍ଧ ଯୋଜନାରେ ପ୍ରଭାବିତ ପରିବାରଙ୍କ ବିଭିନ୍ନ ସମସ୍ୟାର ସମାଧାନ ହେବ । ଏନେଇ ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା ।

8. ୨୫ ଗଛ କାଟିଲା ବିଦ୍ୟୁତ୍‌ ବିଭାଗ, ଯେତିକି କାଟିଛ ସେତିକି ଲଗାଅ କହିଲା ବନ ବିଭାଗ

ବାଘମାରି କଣ୍ଟିଲୋ ରାଜ୍ୟ ରାଜପଥର ସୀମର ନିକଟ ଜଙ୍ଗଲ ବିଭାଗ ସମୁଖରୁ 25ଟି ଗଜା ଗଛକୁ ଅଧାରୁ କାଟି ଦେଇଛି । ଯାହାକୁ ନେଇ ପରିବେଶବିତ କ୍ଷୋଭ ପ୍ରକାଶ କରିଛନ୍ତି ।

9. ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା !

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା । ସେହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

10. Eng vs Ind; ଆଜିଠୁ ପ୍ରଥମ ଟେଷ୍ଟ

ଆଜିଠୁ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଟେଷ୍ଟ ସିରିଜ । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ମୁକାବିଲା କରିବେ ଦୁଇ ଦଳ । ଅପରାହ୍ନ ୩ଟା ୩୦ରେ ଆରମ୍ଭ ହେବ ମ୍ୟାଚ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.