ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ ନ୍ୟୁଜ

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jul 14, 2021, 9:14 AM IST

1. ଆଜି କେନ୍ଦ୍ର କ୍ୟାବିନେଟ ସହ ବସିବ ମନ୍ତ୍ରୀ ପରିଷଦ ବୈଠକ

ଆଜି କେନ୍ଦ୍ର କ୍ୟାବିନେଟ ବୈଠକ ସହ ବସିବ ମନ୍ତ୍ରୀ ପରିଷଦ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।

2. ପୁଲୱାମାରେ ଏନକାଉଣ୍ଟର: 3 ଆତଙ୍କୀ ସଫା, ପାକିସ୍ତାନର ଜଣେ

ଜମ୍ମୁ-କାଶ୍ମୀରର ପୁଲୱାମାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି । ସର୍ଚ୍ଚ ଅପରେସନ ଜାରି ।

3. STATE CORONA: ଦିନକରେ 2074 ପଜିଟିଭ ଚିହ୍ନଟ

ରାଜ୍ୟରେ ଖସୁଛି ସଂକ୍ରମଣ । ଦିନକରେ 2074 ପଜିଟିଭ ଚିହ୍ନଟ ।

4. ହିମାଚଳ ପ୍ରଦେଶରେ ବନ୍ୟା ବିତ୍ପାତ: ଭାସିଗଲେ 9, 8 ନିଖୋଜ

ହିମାଚଳ ପ୍ରଦେଶରେ ବନ୍ୟା ଯୋଗୁଁ 9 ଜଣଙ୍କ ମୃତ୍ୟୁ । 8 ଏବେବି ନିଖୋଜ ।

5. ଡିଜିଟାଲ ଶିକ୍ଷା ପ୍ରୟାସ ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ଡିଜିଟାଲ ଶିକ୍ଷା ପ୍ରୟାସ ସମ୍ପର୍କରେ ସମୀକ୍ଷା କରିଛନ୍ତି ।

6. ‘ମୋହଲା ଶିକ୍ଷା ପାଇଁ ବିଚାର ବିମର୍ଷ ଆବଶ୍ୟକ'

ଅନଲାଇନ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ମୋହଲା ଶିକ୍ଷାର ଆବଶ୍ୟକତାକୁ ନେଇ ଚାଲିଛି ବିଚାର ବିମର୍ଷ ।

7. ମୋବାଇଲ ସଜାଡିବାକୁ ଦେଉଥିଲେ ହୁସିଆର, ବ୍ରାଣ୍ଡ ସର୍ଭିସ ସେଣ୍ଟରରେ ଚାଲିଛି କଳା କାରବାର

ସାମ୍ନାକୁ ଆସିଲା ନାମିଦାମୀ ମୋବାଇଲ କମ୍ପାନୀ ସର୍ଭିସ ସେଣ୍ଟରର କଳା କାରବାର। ସର୍ଭିସ ସେଣ୍ଟରର ଗୁମର ଖୋଲିଲେ ସିପି ମ୍ୟାନେଜର। ସେଠାରେ କିପରି ମୋବାଇଲ ସଜାଡିବା ଆଳରେ କଳା କାରବାର ଚାଲିଥିଲା ତାହାର ଖୁଲାସା କରିଛନ୍ତି ସର୍ଭିସ ସେଣ୍ଟରରେ କାମ କରୁଥିବା ମହିଳା ।

8. ଜାମୁକୋଳି କାଳ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବଳି ପଡିଗଲା 12 ବର୍ଷୀୟ ବାଳକ

ଜାମୁକୋଳି ଖାଇବାକୁ ଗଛରେ ଚଢିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ନାବାଳକର ମୃତ୍ୟୁ ହୋଇଛି ।

9. ଆଜି 11 ଜିଲ୍ଲାରେ ଟୀକାକରଣ ବନ୍ଦ

ଆଜି ରାଜ୍ୟରେ 11ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିବ । ଟିକାର ଅଭାବ ପାଇଁ ଟୀକାକରଣ ବାଧାପ୍ରାପ୍ତ ହେଉଛି ।

10. ଟୋକିଓ ଅଲମ୍ପିକ: ଭାରତୀୟ ଖେଳାଳିଙ୍କୁ ପିଏମ ମୋଦିଙ୍କ ଶୁଭେଚ୍ଛା

ଅଲମ୍ପିକ ଯୋଗ୍ୟ ଖେଳାଳିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.