ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ନ୍ୟୁଜ at 9pm

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 30, 2022, 9:00 PM IST

୧. Odisha assembly: ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ବାଚସ୍ପତିଙ୍କ ସମେତ 25 ବିଧାୟକ

ଆସନ୍ତା ଅଗଷ୍ଟ 2 ତାରିଖରେ ଦିଲ୍ଲୀ ଗସ୍ତ କରିବେ ଓଡିଶାର 25 ଜଣିଆ ବିଧାୟକ ଦଳ ।

୨. Babushan BirthDay: ଶୁଭେଚ୍ଛା ଜଣାଇଲା ଦମନ ଟିମ୍‌

ଆଜି ବିବାଦରେ ଫସିଥିବା ଅଭିନେତା ବାବୁଶାନ୍‌ଙ୍କ ଜନ୍ମଦିନ । ଏହି ଅବସରରେ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଦମନ' ଟିମ ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ।

୩. ପ୍ରଧାନମନ୍ତ୍ରୀଙ୍କୁ ଅପଶବ୍ଦ ପ୍ରୟୋଗ ବିରୋଧରେ ସୁରଙ୍କ ନାଁରେ ଏତଲା

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଜଟଣୀ ବିଧାୟକ ସୁର ଅପଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ କରି ବିଜେପି ଥାନାରେ ଏତଲା ଦେଇଛି ।

୪. CWG 2022: ଚା’ ଦୋକାନୀଙ୍କ ପୁଅ ସଙ୍କେତ ଜିତିଲେ ରୌପ୍ୟ, ପ୍ରତିକ୍ରିୟା ରଖିଲେ କୋଚ

ରାଜ୍ୟଗୋଷ୍ଠୀ କ୍ରୀଡା ପ୍ରତିଯୋଗିତା ବା କମନୱେଲ୍‌ଥ ଗେମ୍ସରେ ଭାରତ ପକ୍ଷରୁ ପ୍ରଥମ ପଦକ ବିଜୟୀ ହୋଇଥିବା ସଙ୍କେତ ସରଗରଙ୍କ ସମ୍ପର୍କୀୟ ରଖିଲେ ପ୍ରତିକ୍ରିୟା ।

୫. ରାଜସ୍ଥାନରେ ମହିଳାଙ୍କୁ ଗଛରେ ବାନ୍ଧି ମାଡ ଘଟଣା: ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ NCW ନିର୍ଦ୍ଦେଶ

ମହିଳାଙ୍କୁ ଗଛରେ ବାନ୍ଧି ମାଡ ଘଟଣାରେ ଜାତୀୟ ମହିଳା କମିଶନଙ୍କ ଉଦବେଗ । ତ୍ବରିତ କାର୍ଯ୍ୟାନୁଷ୍ଠାନ ସହ ଗୁରୁତର ମହିଳାଙ୍କୁ ମଧ୍ୟ ଚିକିତ୍ସା ଯୋଗାଇବା ପାଇଁ ଜାତୀୟ ମହିଳା କମିଶନଙ୍କ ନିର୍ଦ୍ଦେଶ ।

୬. Leader of Opposition: ବିରୋଧୀ ଦଳ ନେତା ହେଲେ ଜୟ ନାରାୟଣ ମିଶ୍ର

ବିରୋଧୀ ଦଳ ନେତା ହେଲେ ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ।

୭. କେନ୍ଦୁଝରରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବିଭିନ୍ନ ସରକାରୀ କାର୍ଯ୍ୟର କଲେ ସମୀକ୍ଷା

କେନ୍ଦୁଝର ଜିଲ୍ଲାପାଳଙ୍କ ମିନି କନ୍ଫରେନ୍ସ ହଲ୍‌ରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗ ଦେଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ।

୮. Monkeypox: ସୁସ୍ଥ ହେଲେ ପ୍ରଥମ ଆକ୍ରାନ୍ତ

ସୁସ୍ଥ ହେଲେ ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ । ଜୁଲାଇ ୧୪ରେ ସଂକ୍ରମିତ ଚିହ୍ନଟ ପରେ ହସ୍ପିଟାଲରେ ହୋଇଥିଲେ ଭର୍ତ୍ତି ।

୯. CWG 2022 Day 2: ଭାରୋତ୍ତୋଳନରେ ଭାରତକୁ ବ୍ରୋଞ୍ଜ, ୨ରେ ପହଞ୍ଚିଲା ପଦକ ସଂଖ୍ୟା

କମନୱେଲ୍‌ଥ ଗେମ୍ସ 2022(Commonwealth Games 2022 ) ଭାରୋତ୍ତୋଳନ ପ୍ରତିଯୋଗିତାରେ ଭାରତକୁ କାଂସ୍ୟ ।

୧୦. ରାଜକୁମାର ରାଓ କିଣିଲେ ଜାହ୍ନବୀଙ୍କ ଘର, ଏତିକି କୋଟିରେ ହୋଇଥିଲା ଡିଲ୍‌

ରାଜକୁମାର ରାଓ ମୁମ୍ବାଇରେ ଏକ ଘର କିଣିଛନ୍ତି । ଅଭିନେତା ଏହି ଘର ଅନ୍ୟ କାହାଠାରୁ ନୁହେଁ ବରଂ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁରଙ୍କଠାରୁ କିଣିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.