ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ମୁଖ୍ୟ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 6, 2022, 9:05 PM IST

୧.ଜମି କେଳେଙ୍କାରୀ ଘଟଣା :ତହସିଲଦାର,ଅତିରିକ୍ତ ତହସିଲଦାର ନିଲମ୍ବିତ

ବଲାଙ୍ଗୀର ଜମି କେଳେଙ୍କାରୀ ଘଟଣା । ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ।

୨.ତେଲେଙ୍ଗାନାରୁ କଳାହାଣ୍ଡିର ଦାଦନ ଶ୍ରମିକ ଉଦ୍ଧାର

ତେଲେଙ୍ଗାନାର ଇଟାଭାଟିରେ ଫସି ରହିଥିବା କଳାହାଣ୍ଡିର ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ମୁକୁଳିବା ପାଇଁ ନିବେଦନ କରୁଥିବା ଭିଡିଓ ପ୍ରସାରଣ ହେବାପରେ ତୁରନ୍ତ ପଦକ୍ଷେପ ନେଲା ପ୍ରଶାସନ ।

୩.Odisha Assembly: ମୌସୁମୀ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ, ଆସନ୍ତା 13ରୁ ଦ୍ୱିତୀୟ ଫେଜ୍

2 ତାରିଖରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନର ପ୍ରଥମ ଦିନରେ 2022-23 ମସିହା ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

୪.ଭୁବନେଶ୍ୱରରେ ଭିଭୋ ଅଫିସରେ ଇଡିର ରେଡ୍

ଭୁବନେଶ୍ୱରରେ ଭିଭୋ ଅଫିସରେ ଇଡିର ରେଡ୍ । ମନି ଲାଣ୍ତରିଂ ଅଭିଯୋଗରେ ୪୪ଟି ସ୍ଥାନରେ ଚଢାଉ ।

୫.8 ଦଫା ଦାବୀରେ ଓଡିଶା ରିଟେଲର ମହାସଙ୍ଘର ବିକ୍ଷୋଭ ପ୍ରଦର୍ଶନ

ସର୍ବଭାରତୀୟ ଡିଲରସ୍ ଫେଡେରେସନ ନିଷ୍ପତ୍ତି କ୍ରମେ 8 ଦଫା ଦାବି ନେଇ ଓଡିଶା ରିଟେଲର ମହାସଂଘର ଶୋଭାଯାତ୍ରା ।

୬.ପିଡିଏସ ଚାଉଳ ବଣ୍ଟନରେ ଅନିୟମିତତା, ନକଲି ଦସ୍ତଖତରେ ୮ଶହ କ୍ଵିଣ୍ଟାଲ ଚାଉଳ ହଡପ

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅମଳାଭଟ୍ଟା ପଞ୍ଚାୟତରେ ପିଇଓଙ୍କ ଜାଲ ଦସ୍ତଖତରେ ୮୦୦ କ୍ଵିଣ୍ଟାଲ ଚାଉଳ ହଡପ ହୋଇଥିବା ଅଭିଯୋଗ ହୋଇଛି ।

୭.କେନ୍ଦ୍ରମନ୍ତ୍ରୀ RCP ସିଂଙ୍କ ଇସ୍ତଫା, କାଲି ଶେଷ ହେଉଛି ରାଜ୍ୟସଭା କାର୍ଯ୍ୟକାଳ

ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ(RCP Singh Resigns) ।

୮.ଚାଇନା କମ୍ପାନୀ ସାଓମି ପରେ ଭିଭୋରେ ଇଡିର ଚଢାଉ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ପକ୍ଷରୁ ଭିଭୋ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିହାର, ଉତ୍ତରପ୍ରଦେଶ, ଝାରଖଣ୍ଡ, ପଞ୍ଜାବ, ହରିୟାଣା ସମେତ ଦେଶର 40ରୁ ଅଧିକ ସ୍ଥାନରେ ଇଡି ପକ୍ଷରୁ ରେଡ ହୋଇଛି ।

୯.IndiGo ବିମାନ କ୍ୟାବିନରୁ ବାହାରିଲା ଧୂଆଁ, ଲ୍ୟାଣ୍ଡିଂ ପରେ ଫେଲ ହୋଇଗଲା Vistara ଇଞ୍ଜିନ

ଇଣ୍ଡିଗୋ ବିମାନ କ୍ୟାବିନରୁ ବାହାରିଲା ଧୂଆଁ । ରାୟପୁରରୁ ଇନ୍ଦୋରରେ ବିମାନ ଅବତରଣ କରିବା ପରେ ଧୂଆଁ ଦେଖିବାକୁ ମିଳିଥିବା ସୂଚନା ।

୧୦.ଆସୁଛି ଆଉ 2ଟି ଲଘୁଚାପ, ପ୍ରବଳ ବର୍ଷିବ

ଆସନ୍ତା 11 ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଯାହା ଏକ ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.