ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଇଟିଭିର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 25, 2022, 8:59 PM IST

୧. Maharashtra Political Crisis: ଫଡନାଭିସ ସିନ୍ଧେ ସାକ୍ଷାତ ଆଲୋଚନା !

ଆଜି ପଞ୍ଚମ ଦିନରେ ମଧ୍ୟ ମହାରାଷ୍ଟ୍ର ମହାଭାରତ (Maharashtra Political Crisis)ରେ ଜାରି ରହିଛି କ୍ଷମତା ପାଇଁ ଲଢେଇ ।

୨. 16 ଦିନର ନବଜାତକୁ ଜଳିବାର ମୁଁ ଦେଖିଛି: ଅମିତ ଶାହ

ଗୁଜୁରାଟ ଦଙ୍ଗା(Gujarat Riots)କୁ ନେଇ ସର୍ବୋଚ୍ଚ ଅଦାଲତ(Suprem Court)ଙ୍କ ରାୟ ଆସିବା ପରେ ପରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା(Union Home Minister Amit Shah) ବଡ ସାକ୍ଷାତକାର ଦେଇଛନ୍ତି ।

୩. ସାମାଜିକ କର୍ମୀ ତିସ୍ତା ସେତଲବାଦଙ୍କୁ ମୁମ୍ବାଇରୁ ଗିରଫ କଲା ଗୁଜୁରାଟ ATS

ସାମାଜିକ କର୍ମୀ ତିସ୍ତା ସେତଲବାଦ ଗିରଫ । ମୁମ୍ବାଇସ୍ଥିତ ବାସଭବନରେ ଚଢାଉ କରିଥିଲା ଗୁଜୁରାଟ ଏଟିଏସ । କିଛି ସମୟ ଜେରା ପରେ ।

୪. ସୋପିଆନରେ ଏନକାଉଣ୍ଟର ଆରମ୍ଭ

ସୋପିଆନରେ ଏନକାଉଣ୍ଟର ଆରମ୍ଭ । ମୃତାହତ ନେଇ ମିଳିନି ସୂଚନା । ଜାରି ରହିଛି ଗୁଳି ବନିମୟ ।

୫. Secunderabad Railway Station Riots: 14 ଦିନିଆ ରିମାଣ୍ଡରେ ମୁଖ୍ୟ ଅଭିଯୁକ୍ତ

ତେଲେଙ୍ଗାନା ସିକନ୍ଦରାବାଦ ରେଳ ଷ୍ଟେସନ ହିଂସା ମାମଲାରେ ଗିରଫ ମୁଖ୍ୟ ଅଭିଯୁକ୍ତକୁ 14 ଦିନିଆ ରିମାଣ୍ଡରେ ନେଲା ପୋଲିସ ।

୬. ଜରୁରୀକାଳୀନ ପରିସ୍ଥିତି ଗଣତନ୍ତ୍ର ପାଇଁ କଳା ଅଧ୍ୟାୟ: ବିଜେପି

ଭୁବନେଶ୍ବରରେ ଜରୁରୀକାଳୀନ ପରିସ୍ଥିତିକୁ ଅଗଣତାନ୍ତ୍ରିକ ଦର୍ଶାଇ କଳା ଦିବସ ପାଳନ କଲା ବିଜେପି ।

୭. ଅଗ୍ନିବୀର ଯୋଜନାକୁ ବିରୋଧ: କଳାହାଣ୍ଡିରେ ସିପିଆଇର ବିକ୍ଷୋଭ

ଅଗ୍ନିବୀର ଯୋଜନାକୁ ବିରୋଧ କରି କଳାହାଣ୍ଡିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବିକ୍ଷୋଭ ।

୮. ରଥଯାତ୍ରାବେଳେ ପ୍ଲାଷ୍ଟିକ ବ୍ୟବହାର କମ ହେଉ: ଧର୍ମେନ୍ଦ୍ର ପ୍ରଧାନ

ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ର ପୁରୀରେ ପ୍ଲାଷ୍ଟିକ ଏକ ବଡ ସମସ୍ୟା ଭାବେ ସୃଷ୍ଟି ହୁଏ ।

୯. ଆଫଗାନିସ୍ତାନକୁ 3 ହଜାର ମେଟ୍ରିକ ଟନ ଗହମ ପଠାଇଲା ଭାରତ

ଆଫଗାନିସ୍ତାନକୁ ଗଲା 3 ହଜାର ମେଟ୍ରିକ ଟନ ଗହମ । ବର୍ତ୍ତମାନ ସୁଦ୍ଧା ଭାରତ ପଠାଇସାରିଲାଣି 33 ହଜାର 5 ଶହ ମେଟ୍ରିକ ଟନର ଗହମ ।

୧୦. ଚାକିରି ନାଁରେ ୨୯ ଲକ୍ଷ ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ

ଚାକିରି ଦେବେ କହି ୨୯ ଲକ୍ଷ ଟଙ୍କା ଲୁଟିଥିବା ଅଭିଯୁକ୍ତ ସ୍ମୃତି ଶେଖର ଜେନାଙ୍କୁ ଜଗତସିଂହପୁରରୁ ଗିରଫ କରିଛି ମାଥିଲି ପୋଲିସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.