ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Jun 24, 2022, 8:59 PM IST

1.ମୃତ୍ୟୁ ପରେ ବି ଅମର, ଦୁନିଆ ଦେଖିବ ରାଇମୋହନଙ୍କ ଆଖି

ମୃତ୍ୟୁ ପରେ ବି ଅମର ଓଲିଉଡ଼ର ବର୍ଷିୟାନ ଅଭିନେତା ରାଇମୋହନ । ମୃତ୍ୟୁ ପରେ ତାଙ୍କ ଚକ୍ଷୁଦାନ କରିଛନ୍ତି ପରିବାର ।

2.ତାଙ୍କ କାମ ପାଇଁ ମତେ ଆସି ଛିଡା ହେବାକୁ ପଡିବ ଭାବିନଥିଲି: ଶ୍ରୀତମ ଦାସ

ଭୁବନେଶ୍ବର: ଲୋକପ୍ରିୟ ଓଡିଆ ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା । ଖଳନାୟକ ଭୂମିକାରେ ପ୍ରତିଟି ଓଡିଆର ହୃଦୟ ଜିତିଥିଲେ ରାଇମୋହନ ପରିଡା । ନିଜର ଦମଦାର ଅଭିନୟ ପାଇଁ ସେ ଘରେ ଘରେ ପରିଚିତ ଥିଲେ ।

3.Weather Update: ପ୍ରବଳ ବର୍ଷିବ, 14 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଓଡିଶାରେ ମୌସୁମୀ ସକ୍ରିୟ ରହିଛି, ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆସନ୍ତା 24 ଘଣ୍ଟା ମଧ୍ୟରେ ଶନିବାର ସକାଳ 8.30 ସୁଦ୍ଧା 14 ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

4.ରାଇମୋହନଙ୍କ ଦେହାନ୍ତ, ଶୋକବ୍ୟକ୍ତ କଲେ କଳାକାର

ଭୁବନେଶ୍ବର: ଆଉ ନାହାନ୍ତି ଓଲିଉଡ଼ର ଖତରନାକ ଖଳନାୟକ ରାଇମୋହନ ପରିଡା । ପ୍ରାଚୀ ବିହାର ସ୍ଥିତ ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି । ଏହି ଖବରକୁ କେହି ମଧ୍ୟ ସହଜରେ ଗ୍ରହଣ କରିପାରୁନାହାନ୍ତି । ଯେଉଁ ମଣିଷ ଦିନେ ଆତ୍ମହତ୍ୟାକୁ ଘୃଣା କରୁଥିଲା, ଜୀବନକୁ ଏକ ସଂଘର୍ଷ ବୋଲି କହୁଥିଲା ଆଜି ସେ ନିଜେ ଆତ୍ମହତ୍ୟା କରିଛି ।

5.ଅଶାନ୍ତ ବାଣୀବିହାର, କ୍ୟାମ୍ପସରେ ବୁଲିଲା ଖଣ୍ଡା

ଅଶାନ୍ତ ହେଲା ବାଣୀବିହାର କ୍ୟାମ୍ପସ । ପ୍ରେମ ନିବେଦନକୁ ନେଇ ଯୁବକଙ୍କ ଉପରେ ଆକ୍ରମଣ ।

6.ୱାୟନାଡରେ ରାହୁଲ ଗାନ୍ଧୀଙ୍କ ଅଫିସ ଭଙ୍ଗାରୁଜା କଲା ଛାତ୍ର ସଙ୍ଗଠନ

ୱାୟନାଡ଼ରେ ରାହୁଲ ଗାନ୍ଧୀଙ୍କ ଅଫିସ୍‌ ଭାଙ୍ଗିଛନ୍ତି ଭାରତୀୟ ଛାତ୍ର ସଂଘର କର୍ମକର୍ତ୍ତା SFI (Students Federation of India) । ଛାତ୍ର ସଂଘର କର୍ମକର୍ତ୍ତା ରାହୁଲ ଗାନ୍ଧୀଙ୍କ ଅଫିସ ମଧ୍ୟରେ ପ୍ରବେଶ କରିବା ସହ ସେଠାରେ ଥିବା ଅନେକ ଜିନିଷ ଭଙ୍ଗାରୁଜା କରିଛନ୍ତି ।

7.ଉଦ୍ଧବଙ୍କୁ ମଧ୍ୟ ଆସାମକୁ ସ୍ବାଗତ କହିଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା

"ସମସ୍ତ ପର୍ଯ୍ୟଟକଙ୍କୁ ଆସାମକୁ ସ୍ବାଗତ । ଏହାଦ୍ବାରା ଆସାମର ଅର୍ଥନୀତି ସୁଦୃଢ଼ ହେବ ।" ଏହା କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।

8.WATCH Video: ବାଲୁକା କଳାରେ ଦ୍ରୌପଦୀଙ୍କୁ ଶୁଭକାମନା

ପୁରୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀନି ଦ୍ରୌପଦୀ ମୁର୍ମୁ ନାମାଙ୍କନ ଦାଖଲ କରିଛନ୍ତି । ତେବେ ଦ୍ରୌପଦୀଙ୍କ ରାଷ୍ଟ୍ରପତି ହେବା ଏକ ପ୍ରକାର ନିଶ୍ଚିତ ହୋଇଛି ।

9.ନବକୃଷ୍ଣ ଚୌଧୁରୀଙ୍କ ଭଳି ବ୍ୟକ୍ତିତ୍ୱ ରାଜନୀତିରେ ବିରଳ: ବାଚସ୍ପତି

ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଭଳି ବ୍ୟକ୍ତିତ୍ୱ ରାଜନୀତି କ୍ଷେତ୍ରରେ ବିରଳ । ଓଡିଶା ପ୍ରତି ତାଙ୍କର ଅବଦାନ, କୃଷକ, ଗରିବ ଓ ଖଟିଖିଆଙ୍କ ପ୍ରତି ଯେଉଁ ସମର୍ପିତ ଭାବ ଥିଲା ଆଗାମୀ ପିଢି ସେଥିରୁ ଶିକ୍ଷା ଗ୍ରହଣ କରିବାର ଆବଶ୍ୟକତା ରହିଛି । ଆମେ ସମସ୍ତେ ତାଙ୍କ ନୀତି-ଆଦର୍ଶରେ ଅନୁପ୍ରାଣୀତ ହୋଇ କାର୍ଯ୍ୟ କରିବା ଉଚିତ ବୋଲି ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଛନ୍ତି ।

10.ଭୁବନେଶ୍ବର AIIMSର କାର୍ଯ୍ୟକାରୀ ନିର୍ଦ୍ଦେଶକ ହେଲେ ଡଃ ଆଶୁତୋଷ ବିଶ୍ବାସ

AIIMS ଭୁବନେଶ୍ବରର କାର୍ଯ୍ୟକାରୀ ନିର୍ଦ୍ଦେଶକ ହେଲେ ଡଃ ଆଶୁତୋଷ ବିଶ୍ବାସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.