ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ବଡ଼ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 20, 2022, 8:59 PM IST

1. Barsha Anubhav Marital Discord: ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ବର୍ଷା

ଅନୁଭବଙ୍କ ବିରୁଦ୍ଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ବର୍ତ୍ତମାନ ଅଦାଲତଙ୍କ ନିର୍ଦ୍ଦେଶ ଅବମାନନା ମାମଲା ରୁଜୁ କରିଛନ୍ତି ।

2. CM Foreign Visit: ମୁଖ୍ୟମନ୍ତ୍ରୀଙ୍କୁ ସବୁ ଜଣା, ମନ୍ତ୍ରୀଙ୍କ ଆବଶ୍ୟକ ନାହିଁ କହିଲେ ପ୍ରମିଳା

ବିଦେଶ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କୌଣସି ମନ୍ତ୍ରୀଙ୍କୁ ସାଙ୍ଗରେ ନେଇନାହାନ୍ତି ।ଏହାକୁ ନେଇ ବିରୋଧୀ ଅଭିଯୋଗ କରୁଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

3. Agnipath Scheme: ବିକ୍ଷୋଭ ମଙ୍ଗ ବିରୋଧୀ ହାତରେ କହିଲେ ଲେଖାଶ୍ରୀ

ଅଗ୍ନିପଥ ଯୋଜନା ଘୋଷଣା ହେବା ପରେ ସାରା ଦେଶରେ ବିକ୍ଷୋଭର ବହ୍ନି ଜଳୁଛି । ସବୁ ଆନ୍ଦୋଳନର ମଙ୍ଗ ବିରୋଧୀଙ୍କ ହାତରେ ରହିଥିବା ନେଇ ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।

4. ସୂଚନା ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ଵ ନେଲେ ସଂଜୟ କୁମାର ସିଂ

ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଆଜି ବରିଷ୍ଠ ପ୍ରଶାସନିକ ଅଧିକାରୀ ସଂଜୟ କୁମାର ସିଂ ଦାୟିତ୍ଵ ଗ୍ରହଣ କରିଛନ୍ତି ।

5. ହାଇକୋର୍ଟଙ୍କ ନିର୍ଦ୍ଦେଶ, ସୂଚନା ଅଧିକାର ଆଇନ ପରିସରକୁ ଆସିଲା ଭିଜିଲାନ୍ସ

ସୂଚନା ଅଧିକାର ଆଇନ(Right to Information) ପରିସରକୁ ଆସିଲା ଭିଜିଲାନ୍ସ । ଗୋପନୀୟ ଓ ସମ୍ବେଦନଶୀଳ ମାମଲାକୁ ଛାଡ଼ି ଅନ୍ୟ ସମସ୍ତରେ RTI ଆବେଦନ ହୋଇ ପାରିବ ।

6. President Polls: ବିରୋଧୀଙ୍କୁ ଶକ୍ତ ଧକ୍କା, ପ୍ରାର୍ଥୀ ହେବାକୁ ମନା କଲେ ଗୋପାଳକୃଷ୍ଣ

ରାଷ୍ଟ୍ରପତି ନିର୍ବାଚନ (President Elections) ନେଇ ପାଖେଇ ଆସୁଛି ସମୟ । ପ୍ରାର୍ଥୀତ୍ବକୁ ନେଇ ଜାରି ରହିଛି ସସପେନ୍ସ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banarjee) ଙ୍କ ଅଧ୍ୟକ୍ଷତାରେ ବିରୋଧୀଙ୍କ ଏକ ସମନ୍ବିତ ବୈଠକ ଶେଷ ହୋଇଛି ।

7. ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ତିନି ସେନାମୁଖ୍ୟ

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ 3 ସେନାମୁଖ୍ୟ । ଅଗ୍ନିପଥ ଯୋଜନା ନେଇ ହୋଇପାରେ ଆଲୋଚନା । ଆଜି ସ୍ଥଳସେନା ଜାରି କରିସାରିଛି ନିଯୁକ୍ତି ବିଜ୍ଞପ୍ତି ।

8. ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନିଆ

ହସ୍ପିଟାଲରୁ ଡିସଚାର୍ଜ ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।

9. ନୁଡୁଲସ୍ ଖାଇ ଚାଲିଗଲା ୨ ବର୍ଷ ଶିଶୁର ଜୀବନ !

ଫ୍ରିଜରେ ରଖାଯାଇଥିବା ଖାଦ୍ୟ ଖାଇ ଚାଲିଗଲା ଦୁଇ ବର୍ଷ ଶିଶୁର ଜୀବନ ।

10. ଦେଶମୁଖ ଓ ନଓ୍ବାବଙ୍କ ଅସ୍ଥାୟୀ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ସର୍ବୋଚ୍ଚ କୋର୍ଟରୁ ନିରାଶ ହେଲେ ଅନିଲ ଦେଶମୁଖ ଓ ନଓ୍ବାବ ମଲ୍ଲିକ । ବିଧାନ ପରିଷଦ ନିର୍ବାଚନରେ ମତଦାନ ପାଇଁ ଅସ୍ଥାୟୀ ଜାମିନ ପାଇଁ କରିଥିଲେ ଆବେଦନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.