ETV Bharat / bharat

TOP NEWS AT 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 27, 2022, 9:05 AM IST

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS AT 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1-ଷ୍ଟାର୍ଟଅପ ଓଡ଼ିଶା ଯାତ୍ରା 2.0 ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା 2.0ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 60 ଦିନରେ 30 ଜିଲ୍ଲାର 100 ଶିକ୍ଷାନୁଷ୍ଠାନକୁ ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା କରିବ ।

2-ଭିଡିଓ କଲରେ ପୁଅ ସହ ଖେଳିଲେ ବାବୁସାନ, ନଜର ଆସିଲେ ତୃପ୍ତି

ପାରିବାରିକ ବିବାଦ (babusan family dispute )ରେ ପୂର୍ଣ୍ଣଚ୍ଛେଦ ପରେ ସାମ୍ନାକୁ ଆସିଲା ଅଭିନେତା ବାବୁସାନଙ୍କ ନୂଆ ଭିଡିଓ(Babusan Mohanty New Video) ।

3-କୋଟିଆ ସମେତ 13ଟି ନୂଆ ସ୍ଥାନରେ ଇକୋ ଟୁରିଜିମ ବ୍ୟବସ୍ଥା

ରାଜ୍ୟରେ ବିକଶିତ ହେବ ୧୩ ନୂଆ ଇକୋ ଟୁରିଜିମସ୍ଥଳୀ । ତାଲିକାରେ ରହିଛି କୋରାପୁଟର ବିବାଦୀୟ କୋଟିଆ ଗ୍ରାମପୁଞ୍ଜ ।

4-ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ବସିଲା ଉପଦେଷ୍ଟା କମିଟି ବୈଠକ

ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ନେଇ ଗଠିତ ବିଧାନସଭା ଉପଦେଷ୍ଟା କମିଟିର ଆଜି ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ବୈଠକ ବସିଛି ।

5-ଆସାମରୁ ଅଲକାଏଦା ସହ ଜଡିତ ଆଉ ଜଣେ ଗିରଫ

ଅଲକାଏଦା (Al Qaeda) ସହ ଲିଙ୍କ୍ ମାମଲାରେ ଆସାମରୁ ଆଉ ଜଣେ ଗିରଫ ।

6-ସୋପୋରରୁ ତିନି LeT ଆତଙ୍କୀ ଗିରଫ

ଉତ୍ତର କାଶ୍ମୀରର ସୋପୋରରୁ ଲସ୍କର ଏ ତୋଏବା(LeT)ର ୩ ଆତଙ୍କୀଙ୍କୁ ଗିରଫ କଲା ପୋଲିସ ।

7-ମିରଟର ବାଣ କାରଖାନାରେ ବିସ୍ଫୋରଣ, ଜଣେ ଶ୍ରମିକ ମୃତ ଏକାଧିକ ଆହତ

ମିରଟର ବାଣ କାରଖାନାରେ ବିସ୍ଫୋରଣ । ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି ।

8-ବିବାଦର ନାମ ରାଜା ସିଂହ, ୧୮ ବର୍ଷରେ ୧୦୧ ମାମଲା

ବିବାଦୀୟ ବୟାନ ଦେଇ ବର୍ତ୍ତମାନ୍‌ ଜେଲ୍‌ରେ ଅଛନ୍ତି ନିଲମ୍ବିତ ବିଜେପି ନେତା ଟି. ରାଜା ସିଂହ (BJP MLA Raja Singh is an address for disputes ) । ବୟାନବାଜି ଯୋଗୁଁ ଟି. ରାଜା ସିଂହଙ୍କ ବିରୋଧରେ ମୋଟ ୧୦୧ଟି ମାମଲା ରୁଜୁ ହୋଇଛି ।

9-AIFF ଉପରୁ ବାସନ୍ଦାଦେଶ ଉଠାଇଲା FIFA, ବିଶ୍ୱକପ ଆୟୋଜନ କରିବ ଓଡିଶା

ଓଡ଼ିଶାରେ ହେବ ୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ ବିଶ୍ବକପ । କାରଣ AIFF ଉପରୁ ବାସନ୍ଦାଦେଶ ଉଠାଇଛି FIFA ।

10-Asia cup, ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଶ୍ରୀଲଙ୍କା ଓ ଆଫଗାନିସ୍ଥାନ

ଏସିଆ କପ ପାଇଁ ଆରମ୍ଭ ହୋଇ ଗଲାଣି କାଉଣ୍ଟଡାଉନ । ଏଥର ମୋଟ ୬ଟି ଦଳ ଭାଗ ନେବେ । ଉଦଘାଟନୀ ମ୍ୟାଚ୍‌ ୟୁଏଇରେ ଶ୍ରୀଲଙ୍କା ଓ ଆଫଗାନିସ୍ଥାନ ମଧ୍ୟରେ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.