ETV Bharat / bharat

TOP NEWS AT 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 26, 2022, 9:01 AM IST

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS AT 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

୧-ଆଜିଠୁ OJEE ୱେବ କାଉନସେଲିଂ ଆରମ୍ଭ

ଓଜେଇଇ ୱେବ କାଉନସେଲିଂ ଆଜି ଠାରୁ ଆରମ୍ଭ ହେବ ପ୍ରକିୟା। LE-Tech (ଡିପ୍ଲୋମା), LE-Tech (ବି ଏସ ସି), LE-Pharm ଏବଂ Integrated MBA ପ୍ରୋଗ୍ରାମ୍ ପାଇଁ OJEE ୱେବ୍ ଆଧାରିତ କାଉନସେଲିଂ ପ୍ରକ୍ରିୟ ଆଜି ଅର୍ଥାତ 26 ଅଗଷ୍ଟରୁ ପଞ୍ଜୀକରଣ ଏବଂ ପସନ୍ଦ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇ 10 ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ ।

୨-୨୦୨୩ ଫେବୃଆରୀ ଶେଷ ସୁଦ୍ଧା ସରିବ ଋଷିକୁଲ୍ୟାରେ ନିର୍ମାଣଧୀନ ବିଜୁ ସେତୁ

ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଗଞ୍ଜାମ ଗସ୍ତ । ଜିଲ୍ଲାରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟର କଲେ ତଦାରଖ । ଜିଲ୍ଲାର ସମସ୍ତ ଯନ୍ତ୍ରୀଙ୍କୁ ଦେଲେ ଗୁରୁମନ୍ତ୍ର ।

୩-ଶ୍ରୀଲିଙ୍ଗରାଜଙ୍କ ରୋଷଘରେ ପଶିଲେ ଅଣ ସେବାୟତ

ଶ୍ରୀଲିଙ୍ଗରାଜଙ୍କ ରୋଷଘରେ ପଶିଲେ ଅଣ ସେବାୟତ । ଲିଙ୍ଗରାଜଙ୍କ ସନ୍ଧ୍ୟାଧୂପ ଓ ବଡ଼ ସିଂହାର ବେଶରେ ନୀତି ବିଳମ୍ବ ।

୪-୨୦୨୪ ନିର୍ବାଚନ କଂଗ୍ରେସ ପାଇଁ ଶେଷ ସୁଯୋଗ, କହିଲେ ଜୟଦେବ ଜେନା

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ବୟାନକୁ ନେଇ କଂଗ୍ରେସରେ ଛନକା ।

୫-ମୁରାଦାବାଦର ପାଞ୍ଚ ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, 5 ଜୀବନ୍ତ ଦଗ୍ଧ

ଉତ୍ତରପ୍ରଦେଶ ମୁରାଦାବାଦର ଏକ ବିଲ୍ଡିଂରେ ନିଆଁ ଲାଗି ୫ ମୃତ । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ ।

୬-ଖାଦ୍ୟ ସୁରକ୍ଷା ଆଇନର ସଫଳ ରୂପାୟନ ପାଇଁ ମୁଖ୍ୟମନ୍ତ୍ରୀ ସମ୍ମାନିତ

ଓଡିଶାରେ ଖାଦ୍ୟ ସୁରକ୍ଷା ଆଇନର ସଫଳ ରୂପାୟନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ।

୭-ପୁଣିଥରେ କତାର ଓ କୋହ୍ଲାପୁରରେ ଭୂମିକମ୍ପ ଝଟ୍‌କା

ପୁଣିଥରେ ମହାରାଷ୍ଟ୍ରର କୋହ୍ଲାପୁରରେ ଭୂମିକମ୍ପ(earthquake hits Kolhapur) ଝଟ୍‌କା ଲାଗିଛି । ଗୁରୁବାର ମଧ୍ୟରାତ୍ରିରେ କୋହ୍ଲାପୁରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରାତି ପ୍ରାୟ ୨ଟା ୨୧ ମିନିଟ୍ ସମୟରେ ଏହି ଭୂମିକମ୍ପ ଆସିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୯ ରେକର୍ଡ କରାଯାଇଛି ।

୮-ଯୁବ ପ୍ରଶାସକଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ, ଲୋକଙ୍କ ପ୍ରତି ହୁଅ ସମ୍ବେଦନଶୀଳ

ରାଷ୍ଟ୍ରପତି ଭବନରେ ୨୦୨୦ ବ୍ୟାଚର ପ୍ରଶାସନିକ ଅଧିକାରୀ । ଦେଶସେବାର ମନ୍ତ୍ର ଦେଲେ ରାଷ୍ଟ୍ରପତି ମୁର୍ମୁ, କହିଲେ ଲୋକଙ୍କ ପ୍ରତି ସମ୍ବେଦନଶୀଳ ହୁଅ । ନିଜ ଅଞ୍ଚଳର ସବୁଠୁ ଶେଷ ଲୋକ ପାଖରେ ପହଞ୍ଚ ।

୯-ଚଳଚ୍ଚିତ୍ର ନିର୍ଦ୍ଦେଶକ ସାୱନ କୁମାରଙ୍କ ପରଲୋକ

ଭେଟେରାନ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ତଥା ଲେଖକ ସାୱନ କୁମାର ଟାକଙ୍କର ୮୬ ବର୍ଷ ବୟସରେ ଦେହାନ୍ତ ହୋଇଛି ।

୧୦-Hydrogen Powered Train, ବିଶ୍ବର ପ୍ରଥମ ହାଇଡ୍ରୋଜେନ ଚାଳିତ ପାସେଞ୍ଜର ଟ୍ରେନ ସେବା ଆରମ୍ଭ

ବିଶ୍ୱରେ ପ୍ରଥମ ଯାତ୍ରୀବାହୀ ହାଇଡ୍ରୋଜେନ୍ ଟ୍ରେନ୍ ନେଟୱାର୍କ ଆରମ୍ଭ World First hydrogen passenger Train Network । ପ୍ରଥମ କରି ଜର୍ମାନରେ ଆରମ୍ଭ ହେଲା ଏହି ସେବା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.