ETV Bharat / bharat

TOP NEWS AT 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 20, 2022, 9:01 AM IST

1-ମହାନଦୀରେ କମୁଛି ବନ୍ୟାଜଳ

ମହାନଦୀ ଓ କାଠଯୋଡ଼ିରେ କମୁଛି ବନ୍ୟାଜଳ । ମୁଣ୍ଡଳି ଦେଇ 8 ଲକ୍ଷ 88 ହଜାର 149 କ୍ୟୁସେକ୍ ଜଳ ପ୍ରବାହିତ ।

2-ନବୀନଙ୍କ ପରେ କିଏ ହେବେ ରାଜ୍ୟ ମୁଖ୍ୟମନ୍ତ୍ରୀ ? ମୁହଁ ଖୋଲିଲେ ଦାମ

ବିଜୁ ପଟ୍ଟନାୟକଙ୍କୁ ମନେ ପକାଇ ଦାମ କହିଛନ୍ତି ନବୀନ ପଟ୍ଟନାୟକଙ୍କୁ କିଏ ଜାଣିଥିଲା ? ବିଜୁ ବାବୁଙ୍କ ଅନ୍ତେ ଆମ ମାନଙ୍କ ଅନୁରୋଧକ୍ରମେ ନବୀନ ଓଡିଶା ଆସିଲେ । ପରବର୍ତ୍ତୀ ସମୟରେ ଜଣେ ବିଚକ୍ଷଣ ରାଜନେତା ଭାବେ ନିଜକୁ ପ୍ରମାଣିତ କରିଛନ୍ତି । ତେଣୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବା ନବୀନଙ୍କ ଉତ୍ତରାଧିକାରୀ କିଏ (who is next successor to cm Naveen Patnaik ) ହେବେ ତାହାର ଭବିଷ୍ୟତବାଣି କରିବା ସମୟ ନୁହେଁ ।

3-ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ସ୍ଥଳଭାଗ ଅତିକ୍ରମ କରିଛି କହିଲେ SRC

ରାଜ୍ୟରେ ବନ୍ୟାସ୍ଥିତି ନେଇ SRCଙ୍କ ପ୍ରେସମିଟ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମବଙ୍ଗର ଦୀଘା ନିକଟରେ ସ୍ଥଳଭାଗ ଅତିକ୍ରମ କରିଥିବା ସୂଚନା (Deep depression over Bay of Bengal crosses coast) । ବର୍ତ୍ତମାନ ବାଲେଶ୍ବରରେ ପ୍ରବଳ ବର୍ଷା ଜାରି ରହିଥିବା ସେ ପ୍ରକାଶ କରିଛନ୍ତି

4-ମୁନାୱାର ଫାରୁକିଙ୍କ showକୁ ହାଇଦ୍ରାବାଦରେ ବିରୋଧ, ଧମକ ଦେଲେ BJP ନେତା

ହାଇଦ୍ରାବାଦରେ ଲକ୍‌ ଅପ୍ ବିଜେତା ମୁନାୱାର ଫାରୁକିଙ୍କ showକୁ ନେଇ ବିବାଦ । showକୁ ବନ୍ଦ କରିବା ପାଇଁ ଧମକ ଦେଲେ ବିଜେପି ନେତା ।

5-Earthquake, ଲକ୍ଷ୍ନୌରେ ୫.୨ ତୀବ୍ରତାର ଭୂମିକମ୍ପ

ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଭୂମିକମ୍ପ । ରିକ୍ଟର ସ୍କେଲରେ ୫.୨ ତୀବ୍ରତା ରେକର୍ଡ ।

6-ଚର୍ଚ୍ଚାରେ ନିମନ୍ତ୍ରଣ ପତ୍ର, ଭାଇରାଲ ହେଉଛି ବିବାହ କାର୍ଡରେ ଟାବଲେଟ

ଟାବଲେଟ ଆକୃତିର ବିବାହ କାର୍ଡ ପ୍ରସ୍ତୁତ କରି ଚର୍ଚ୍ଚାରେ ଦମ୍ପତି । ଇଣ୍ଟରନେଟରେ ଭାଇରାଲ ହେଉଛି ନିମନ୍ତ୍ରଣ କାର୍ଡ ।

7-ମଥୁରାରେ ଜନ୍ମାଷ୍ଟମୀ, କୃଷ୍ଣ ପ୍ରେମରେ ଝୁମିଲେ ଭକ୍ତ

ମଥୁରାରେ ଧୁମଧାମରେ ମଧ୍ୟରାତ୍ରରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳନ କରାଯାଇଛି । କୃଷ୍ଣଙ୍କ ପ୍ରେମରେ ହଜି ଯାଇଛନ୍ତି ଭକ୍ତ । ହଜାର ହଜାର ଭକ୍ତ ଭାବବିହ୍ବଳ ହୋଇ ନୃତ୍ୟ ମଧ୍ୟ କରୁଛନ୍ତି । ଯାହା ଅତ୍ୟନ୍ତ ମନମୁଗ୍ଧକର ଅଟେ । ଯେମିତି କୃଷ୍ଣ ପ୍ରେମରେ ଲୀନ ହୋଇଯାଇଛନ୍ତି ସମସ୍ତେ ।

8-37000 ଫୁଟ ଉପରେ ଉଡୁଥିଲା ବିମାନ, ଶୋଇ ପଡିଲେ ପାଇଲଟ

ବିମାନ ଉଡ଼ାଇବା ବେଳେ ଶୋଇ ପଡ଼ିଲେ ଦୁଇ ପାଇଲଟ(Pilots Fall Asleep at thirty seven thousand feet ) । ଅଟୋ ପାଇଲଟ ଡିସ୍‌କନେକ୍ଟ ହୋଇ ଆଲାରାମ ବାଜିବା ପରେ ଉଠିଲେ ଦୁଇ ପାଇଲଟ ।

9-Fabulous Lives of Bollywood Wives ସିଜନ୍‌ 2ର ଟ୍ରେଲର ରିଲିଜ୍‌, ନଜର ଆସିଲେ ଗୌରୀ ଖାନ୍‌

ନେଟଫ୍ଲିକ୍ସ ସିରିଜ୍ ଦ ଫାବୁଲୁସ୍ ଲାଇଭ୍ ଅଫ୍ ବଲିଉଡ୍ ୱିଭସ୍ ସିଜନ୍ 2ର ଟ୍ରେଲର ମୁକ୍ତିଲାଭ କରିଛି(Fabulous Lives Of Bollywood Wives Trailer Release) । ଏହି ଧାରାବାହିକ ବଲିଉଡ ସେଲିବ୍ରିଟିମାନଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ ।

10-Baba Ka Bulldozer: ଆମେରିକା ସଡକରେ ଗଡିଲା ବାବା କା ବୁଲଡୋଜର

ଉତ୍ତର ପ୍ରଦେଶ ପରେ ଏବେ ଆମେରିକାରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୁଲଡୋଜର କ୍ରେଜ । ସ୍ବାଧୀନତା ଦିବସ ଅବସରରେ ଆମେରିକା ସଡକରେ ଗଡିଛି ବାବା ତଥା ଯୋଗୀଙ୍କ ବୁଲଡୋଜର । ଯାହାର ଭିଡିଓ ଏବେ ଭାଇରାଲ ହେଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.