ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 30, 2022, 7:02 PM IST

1.Odisha Cabinet Meeting: 8 ପ୍ରସ୍ତାବକୁ କ୍ୟାବିନେଟ ମାରିଲା ମୋହର

ଶେଷ ହେଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ (Odisha Cabinet meeting ) । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ମୋଟ 8 ପ୍ରସ୍ତାବକୁ ମୋହର ମାରିଛି କ୍ୟାବିନେଟ

2.ବରଗଡରୁ ଆହତ ଅଜଗର ଉଦ୍ଧାର, OUATରେ ଚାଲିଛି ଚିକିତ୍ସା

ବରଗଡ ବରଗାଁ ବ୍ଲକର ଏକ ବିଲରୁ ଆହତ ଅବସ୍ଥାରେ ଏକ 9 ଫୁଟର ଅଜଗରକୁ ଉଦ୍ଧାର କରାଯାଇଛି । ଶୁକ୍ରବାର ଚିକିତ୍ସା ପାଇଁ ଭୁବନେଶ୍ୱର ଓୟୁଏଟିକୁ ଅଣାଯାଇ ଅଜଗରର ଏକ୍ସରେ କରାଯାଇ ଚିକିତ୍ସା କରାଯାଉଛି ।

3.ORHDC Scam: ଆଉ ବିଧାୟକ ନାହାନ୍ତି ମହମ୍ମଦ ମୋକିମ !

ORHDC ଦୁର୍ନୀତି ମାମଲା ଭୁବନେଶ୍ବର ସ୍ଥିତ ଭିଜିଲାନ୍ସ କୋର୍ଟ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ବିଧାୟକଙ୍କ ବିରୋଧରେ ଜେଲ ଦଣ୍ଡ ଆସିବା ପରେ ଆଇନ ଅନୁଯାୟୀ ତାଙ୍କ ବିଧାୟକ ପଦ ରଦ୍ଦ ହୋଇଛି ବୋଲି ଆଇନଜୀବୀ କହିଛନ୍ତି

4.ପଦ ସମ୍ଭାଳିଲେ ନୂଆ CDS ଅନୀଲ ଚୌହାନ, କହିଲେ ସବୁ ଚ୍ୟାଲେଞ୍ଜକୁ ସାମ୍ନା କରିବି

ନୂଆ ସିଡିଏସ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନ । ଭାରତର ଦ୍ୱିତୀୟ ସିଡିଏସ୍‌ ଭାବେ ନେଇଛନ୍ତି ଦାୟିତ୍ବ

5.ବିଷ୍ଣୁ ସେଠୀଙ୍କ ଏକାଦଶାହ, ଯୋଗଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା

ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଏକାଦଶାହ । ଏହି କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି

6.Congress President Poll: ନାମାଙ୍କନ ଭରିଲେ ଥରୁର, ଖଡଗେ ଓ କ୍ରୀଷ୍ଣାନନ୍ଦ ତ୍ରିପାଠୀ

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ଭରିଛନ୍ତି କଂଗ୍ରେସର ତିନି ଛାମୁଆ ନେତା । ଶଶି ଥରୁର, ମଲ୍ଲିକାର୍ଜୁନ ଖଡ୍‌ଗେ ଓ କ୍ରୀଷ୍ଣାନନ୍ଦ ତ୍ରିପାଠୀ ନିଜ ନିଜ ପ୍ରସ୍ତାବକଙ୍କ ସହ ଆସି ନାମାଙ୍କନ ଭରିଛନ୍ତି ।

7.ଆଜିଠାରୁ MBBS ଓ BDS ନାମଲେଖା ପାଇଁ ପଞ୍ଜୀକରଣ ଆରମ୍ଭ

ଓଡ଼ିଶାରେ ଥିବା ମେଡିକାଲ କଲେଜରେ ଏମବିବିଏସ ଓ ବିଡିଏସ ନାମଲେଖା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆଜି(ଶୁକ୍ରବାର)ଠାରୁ ଆରମ୍ଭ ହେଉଛି । ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି

8.ପୁଣି ଅନୁଗୋଳରୁ ହାତୀ କଙ୍କାଳ ଉଦ୍ଧାର, ତଦନ୍ତ ଆରମ୍ଭ

ଅନୁଗୋଳ ଜିଲ୍ଲାରେ ପୁଣି ହାତୀର କଙ୍କାଳ ଉଦ୍ଧାର । ପୋକୁଣ୍ଡା ସେକ୍ସନ କୃଷ୍ଣଚକ୍ର ଗଡ଼ ଜଙ୍ଗଲରୁ ଏକ ହାତୀର କଙ୍କାଳ ଉଦ୍ଧାର ହୋଇଛି । ପ୍ରାୟ ଏକ ବର୍ଷ ପୂର୍ବେ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି

9.T20 World Cup 2022: ପୁରସ୍କାର ରାଶି ଘୋଷଣା କଲା ଆଇସିସି, ଜାଣନ୍ତୁ କାହାକୁ ମିଳିବ କେତେ

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ଶୁକ୍ରବାର ଟି୨୦ ବିଶ୍ବକପ ୨୦୨୨ ଟୁର୍ଣ୍ଣାମେଣ୍ଟର ପୁରସ୍କାର ରାଶି ଘୋଷଣା କରିଛି । ବିଜେତା ଟିମକୁ ମିଳିବ ୧.୬ ମିଲିଅନ(16 ଲକ୍ଷ) ଆମେରିକୀୟ ଡଲାର । ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୧୩ କୋଟି ଟଙ୍କା ହେବ

10.ବଲିଉଡ୍‌ର ମସ୍ତାନି ଦୀପିକା ପାଦୁକୋନ ଏହି ମାରାତ୍ମକ ରୋଗର ଶିକାର

ନିକଟରେ ହାର୍ଟ ଜନିତ ସମସ୍ୟାର ଶିକାର ହୋଇଛନ୍ତି "ବାଜିରାଓ ମସ୍ତାନି" ଫେମ୍ ଦୀପିକା ପାଦୁକୋନ୍ । ଦୀପିକା ଶିକାର ହୋଇଥିବା ହାର୍ଟ ଏରିଥ୍‌ମିଆ(Heart Arrhythmia)କୁ ନେଇ ଏବେ ସବୁଠି ଚର୍ଚ୍ଚା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.