ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 27, 2022, 7:08 PM IST

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ବର୍ତ୍ତମାନର ବଡ ଖବର
ବର୍ତ୍ତମାନର ବଡ ଖବର

1.ନଡ୍ଡାଙ୍କ ଗସ୍ତକୁ କାଉଣ୍ଟର କରିବାକୁ ପ୍ରସ୍ତୁତ BJD: ଦୁଇ ଦିନିଆ ପ୍ରତିନିଧି ସମ୍ମିଳନୀରେ ଶକ୍ତି ପ୍ରଦର୍ଶନ କରିବ ଦଳ

ଭୁବନେଶ୍ବର ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ନଡ୍ଡାଙ୍କ ଗସ୍ତକୁ କାଉଣ୍ଟର କରିବା ପାଇଁ ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ବିଜେଡି । ଦୁଇ ଦିନିଆ ପ୍ରତିନିଧି ସମ୍ମିଳନୀରେ ଶକ୍ତି ପ୍ରଦର୍ଶନ କରିବ ଦଳ । ଗାନ୍ଧୀ ଜୟନ୍ତୀରୁ ରାଜ୍ୟବ୍ୟାପୀ ପଦଯାତ୍ରା

2.SCB ମେଡ଼ିକାଲ ପରିସରରେ ଏକ୍ସପାଏରୀ ମେଡିସିନ ବିକ୍ରି !

SCB ମେଡ଼ିକାଲ ପରିସରରେ ଏକ୍ସପାଏରୀ ମେଡିସିନ ବିକ୍ରି ! କଟକ ବଡ଼ ମେଡ଼ିକାଲ ଏସସିବି ପରିସରରେ ଏକ୍ସପାଏରୀ ମେଡ଼ିସିନ ବିକ୍ରି ଅଭିଯୋଗ ଆସିଛି । ଏହାର ତଦନ୍ତ ସମ୍ପର୍କରେ ଡ୍ରଗ୍ସ ବିଭାଗକୁ କୁହାଯିବ ବୋଲି କହିଛନ୍ତି ଏସସିବି ପ୍ରଶାସନିକ ଅଧିକାରୀ

3.ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ, ଆଲୋଚନା ହେଲାନି ରତ୍ନଭଣ୍ଡାର ପ୍ରସଙ୍ଗ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ । ନୀତି ସବ କମିଟି ଓ ଛତିଶା ନିଯୋଗରେ ହୋଇଥିବା କାର୍ତ୍ତିକ ମାସ ନୀତି ନିର୍ଘଣ୍ଟକୁ ମୋହର ମାରିଲା ପରିଚାଳନା କମିଟି ।

4.Mission 2024: ଆସନ୍ତା 29ରେ ପାଓ୍ୱାର ସୋ, ରାଜନୈତିକ ଦଳଙ୍କ ରଣହୁଙ୍କାରରେ କମ୍ପିବ ରାଜଧାନୀ

ମିଶନ 2024 ପାଇଁ ରାଜ୍ୟର 3 ପ୍ରମୁଖ ରାଜନୈତିକ ଦଳର ସମରସଜ୍ଜା । 29 ରେ ବିଜେପି, ବିଜେଡି ଓ କଂଗ୍ରେସର ବଡ଼ କାର୍ଯ୍ୟକ୍ରମ । ଜନତା ମୈଦାନରେ ନଡ୍ଡାଙ୍କ ରଣହୁଙ୍କାର । ବରମୁଣ୍ଡାରୁ ନବୀନ, ଖୋର୍ଦ୍ଧାରୁ ଶରତଙ୍କ କ୍ଷେତ୍ର ପ୍ରସ୍ତୁତି

5.Weather Update: ଭିଜିବ ଦଶହରା, ୨୯ ଓ ୩୦ରେ ଘଡଘଡି ସହ ବର୍ଷା ସମ୍ଭାବନା

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଆସନ୍ତା ୨୯ ଓ ୩୦ ତାରିଖରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ଦଶହରାରେ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ

6.ଅଢ଼େଇ ମାସ ପରେ ଆବେଙ୍କ ଶେଷକୃତ୍ୟ, ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି (Pm Modi attend Shinzo Abe funeral) । ଅଢ଼େଇ ମାସ ପରେ ସିଞ୍ଜୋ ଆବେଙ୍କ ଶେଷକୃତ୍ୟ ହୋଇଛି

7.Rajasthan Political Crisis: ସୋନିଆଙ୍କ କଠୋର ଆଭିମୁଖ୍ୟ, ଦୁର୍ବଳ ହେଉଛି ଗେହଲଟ ଗୋଷ୍ଠୀ !

ଗେହଲଟ ଗୋଷ୍ଠୀ ବିଧାୟକଙ୍କ ବିଦ୍ରୋହକୁ ନେଇ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ କୋଠୋର ଆଭିମୁଖ୍ୟ (Gehlot camp cracking up in Rajasthan) । ଗେହଲଟ ପକ୍ଷ ଦୁର୍ବଳ ହୋଇପାରେ ବୋଲି ଆଲୋଚନା

8.Dada Saheb Phalke Award: ଆଶା ପାରେଖଙ୍କୁ ମିଳିବ ଦାଦାସାହେବ ଫାଲକେ ପୁରସ୍କାର

ଚଳିତ ବର୍ଷ ଭେଟେରାନ ଅଭିନେତ୍ରୀ ଆଶା ପାରେଖଙ୍କୁ ଦାଦାସାହେବ ଫାଲକେ (Dadasaheb Phalke Award 2022) ପୁରସ୍କାର ପ୍ରଦାନ କରାଯିବ ।

9.Legends League Cricket: ମଣିପାଲର ପ୍ରଥମ ବିଜୟ, 3 ରନରେ ହାରିଲା ଭିଲୱାରା

ବାରବାଟୀରେ ମଣିପାଲ ଟାଇଗର୍ସ ଓ ଭିଲୱାରା କିଙ୍ଗସ ମଧ୍ୟରେ ଖେଳାଯାଇଥିବା ଲିଜେଣ୍ଡ୍ସ ଲିଗ କ୍ରିକେଟ ମ୍ୟାଚ୍‌ରେ ବାଜି ମାରି ନେଇଛି ମଣିପାଲ । 3 ରନରେ କିଙ୍ଗସକୁ ହରାଇଛି ଟାଇଗର୍ସ ।

10.Song Controversy: କମୁନି ରାଗ, ପୁଣି ନେହାଙ୍କ ଉପରେ ବର୍ଷିଲେ ଫାଲଗୁନି ପାଠକ୍

ପୁଣି ନେହାଙ୍କ ଉପରେ ବର୍ଷିଲେ ଫାଲଗୁନି ପାଠକ୍ । ଦୁଇ ଗାୟିକାଙ୍କ ମଧ୍ୟରେ ଏବେ ବି ଜାରି ରହିଛି ଶୀତଳ ଯୁଦ୍ଧ । ଫାଲଗୁନି ପାଠକ୍ ନେହା କକ୍କରଙ୍କୁ ପୁଣି ଥରେ ଅପମାନିତ କରିଛନ୍ତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.