ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ବର୍ତ୍ତମାନର ବଡ ଖବର
ବର୍ତ୍ତମାନର ବଡ ଖବର
author img

By

Published : Sep 21, 2022, 7:04 PM IST

1.Puri Heritage Corridor Project: ଧର୍ମର ଜୟ ହୋଇଛି କହିଲେ ଅପରାଜିତା

ଜାତୀୟ ଐତିହ୍ୟ ସଂସ୍ଥାନ (ଏନଏମଏ) ର ଏନଓସିକୁ ସତ୍ୟମେବ ଜୟତେ ବୋଲି କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ

2.କରଞ୍ଜିଆରେ ପୁଣି ହାତୀ ଉପଦ୍ରବ: କ୍ଷତିପୂରଣ ଦାବିରେ ୧୦ ବନ କର୍ମଚାରୀ ବନ୍ଧକ

ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡରେ ପୁଣି ହାତୀ ଉପଦ୍ରବ । ବାରାପାଣପଶି ଗାଁରେ ହାତୀ ଆକ୍ରମଣରେ ଜଣେ ଆହତ ହୋଇଥିବାବେଳେ ଏକର ଏକର ଚାଷଜମି ନଷ୍ଟ କରିଛନ୍ତି । କ୍ଷତି ପୂରଣ ଦାବିରେ ୧୦ ଜଣ ବନବିଭାଗ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ

3.Raju Srivastav Demise: ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, କାଲି ଶେଷକୃତ୍ୟ

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ବିୟୋଗରେ ରାଷ୍ଟ୍ରପତିଙ୍କ ଶୋକ । ପରିବାରକୁ ହସ୍ତାନ୍ତର ହେଲା ମୃତଦେହ । ଆସନ୍ତାକାଲି ଦିଲ୍ଲୀର ନିଗମବୋଧ ଘାଟରେ ଶେଷକୃତ୍ୟ ସମ୍ପନ୍ନ ନେଇ ସୂଚନା । ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ରାଜୁ

4.ବିଧାୟକ ପ୍ରାର୍ଥୀ ହେବା ଚର୍ଚ୍ଚାକୁ ଦେବାଶିଷ ପଟ୍ଟନାୟକଙ୍କ ଖଣ୍ଡନ

ଆଗାମୀ ନିର୍ବାଚନରେ ବିଜେଡ଼ିରୁ ବିଧାୟକ ପ୍ରାର୍ଥୀ ହେବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ। ରଣପୁର ବିଜେଡ଼ିରେ ଗୋଷ୍ଠୀ କନ୍ଦଳର ଶିକାର ହୋଇଛନ୍ତି ବିଧାୟକ ସତ୍ୟନାରାୟଣ ପ୍ରଧାନ l

5.କର୍କଟ ରୋଗରେ କଲବଲ ପଞ୍ଚାନନ, ସରକାରୀ ସହାୟତା ଅପେକ୍ଷାରେ ଅସହାୟ ଦମ୍ପତି

କେନ୍ଦ୍ରାପଡା ଜିଲ୍ଲା ଡିହମୁଗୁବାଡି ଗ୍ରାମର ପଞ୍ଚାନନ ମଲ୍ଲିକ । ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଅଛନ୍ତି ପଞ୍ଚାନନ । ଅର୍ଥ ଅଭାବରୁ ଚିକିତ୍ସା ପରେ ବି ଶଯ୍ୟାଶାୟୀ ହୋଇ ରହିଛନ୍ତି । ରାଜ୍ୟ ସରକାର ଦେଇଥିବା ସ୍ଵାସ୍ଥ୍ୟବୀମା କାର୍ଡ ଥାଇ ମଧ୍ୟ କାମରେ ଆସୁନି ।

6.PM CARES Fund ର ଟ୍ରଷ୍ଟି ହେଲେ ରତନ ଟାଟା

ପ୍ରଧାନମନ୍ତ୍ରୀ କେୟାର ଫଣ୍ଡର ଟ୍ରଷ୍ଟି ଭାବେ ସ୍ଥାନ ପାଇଲେ ରତନ ଟାଟା (Ratan Tata in PM CARES Fund)। ଟାଟାଙ୍କ ସହ ଅନ୍ୟ ଦୁଇ ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ପାଇଲେ ସ୍ଥାନ

7.ଆସାମ ଓ ଉତ୍ତରପୂର୍ବରେ ସଂଗଠନ ମଜବୁତ କରୁଛନ୍ତି ମାଓବାଦୀ

ଆସାମ ଓ ଉତ୍ତରପୂର୍ବ ରାଜ୍ୟରେ ସଂଗଠନ ମଜବୁତ କରୁଛନ୍ତି ମାଓବାଦୀ । ଛତିଶଗଡ, ବିହାର, ଝାଡଖଣ୍ଡ ଓ ଆନ୍ଧ୍ରପ୍ରଦେଶ ଜଙ୍ଗଲ ଛାଡି ସେମାନେ ଏବେ ଉତ୍ତରପୂର୍ବ ମୁହାଁ ହୋଇଥିବା NIA ରିପୋର୍ଟରୁ ଜଣାପଡିଛି

8.ତିରୁପତି ମନ୍ଦିରକୁ କୋଟିଏ ଟଙ୍କା ଦାନ କରି ଚର୍ଚ୍ଚାରେ ମୁସଲିମ ଦମ୍ପତି

ମଙ୍ଗଳବାର ତିରୁପତି ମନ୍ଦିରକୁ ୧ କୋଟି ଟଙ୍କା ଦାନ କରି ଚର୍ଚ୍ଚାରେ ତାମିଲନାଡୁର ମୁସଲମାନ ଦମ୍ପତି

9.ମହିଳା ଏସିଆ କପ୍, ଭାରତୀୟ ଟିମ୍ ଘୋଷଣା

ଅକ୍ଟୋବର 1ରୁ 15 ତାରିଖ ଯାଏ ଆରମ୍ଭ ହେବାକୁ ଯାଉଛି ମହିଳା ଏସିଆ କପ୍ ଟି-ଟ୍ବେଣ୍ଟି । ଏନେଇ ଭାରତୀୟ ଦଳ ଘୋଷଣା ହୋଇଛି

10.Bharti Jaffery dies: ଅଭିନେତା ଅଶୋକ କୁମାରଙ୍କ ଝିଅ ଭାରତୀ ଜାଫରିଙ୍କ ଦେହାନ୍ତ

ବଲିଉଡ ଜଗତରୁ ପୁଣି ଆସିଲା ଦୁଃଖଦ ଖବର । ଦିବଂଗତ ଅଭିନେତା ଅଶୋକ କୁମାରଙ୍କ ଝିଅ ଭାରତୀ ଜାଫରିଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.