ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ବର୍ତ୍ତମାନର ବଡ ଖବର
ବର୍ତ୍ତମାନର ବଡ ଖବର
author img

By

Published : Sep 13, 2022, 7:03 PM IST

1.୨୦୨୪ ପାଇଁ ପାଗଭିଡା: ପୁରୀରେ ବିଜେପିର ତିନି ଦିନିଆ ପ୍ରଶିକ୍ଷଣ ଶିବିର

ପୁରୀରେ ରାଜ୍ୟ ବିଜେପିର ତିନି ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ୨୦୨୪ ସଧାରଣ ନିର୍ବାଚନକୁ ନେଇ ନେତା ଓ କର୍ମୀଙ୍କୁ ଦିଆଯିବ ଗୁରୁମନ୍ତ୍ର

2.ରାଜଧାନୀରେ ଯୁକ୍ତ ୨ ଛାତ୍ରଙ୍କ ଆତ୍ମହତ୍ୟା, କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର

ରାଜଧାନୀର ଇନଫୋଭ୍ୟାଲି ଥାନା ଅଞ୍ଚଳରେ ଏକ ଘରୋଇ ହଷ୍ଟେଲରେ ଯୁକ୍ତ ୨ ଛାତ୍ର ଆତ୍ମହତ୍ୟା କରିଛନ୍ତି । କଲେଜ କର୍ତ୍ତୃପକ୍ଷ ଧ୍ୟାନ ଦେଇନଥିବାରୁ ଏପରି ଅଘଟଣ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି

3.CMC ବୈଠକରେ ବିଜେପିର ହୋହାଲ୍ଲା, କଳା ପତାକା ଦେଖାଇ ପ୍ରତିବାଦ

ସିଏମସି ବୈଠକରେ ହୋହାଲ୍ଲା । ମୌଳିକ ସମସ୍ୟା ନେଇ ଶାସକକୁ ଘେରିଲେ ବିରୋଧୀ ବିଜେପି କର୍ପୋରେଟର

4.ସିକନ୍ଦରାବାଦ ଲଜ୍‌ରେ ଅଗ୍ନିକାଣ୍ଡ, ଶ୍ୱାସରୁଦ୍ଧ ହୋଇ ଓଡ଼ିଆ ଦମ୍ପତିଙ୍କ ମୃତ୍ୟୁ

ହାଇଦ୍ରାବାଦର ଏକ ଲଜ୍‌ରେ ଭୀଷଣ ଅଗ୍ନିକାଣ୍ଡ ଘଟି ଓଡ଼ିଆ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ସିକନ୍ଦରାବାଦ ଅଞ୍ଚଳରେ ଥିବା 'ରୁବି ଲଗ୍‌ଜରୀ ପ୍ରାଇଡ' ନାମକ ଲଜ୍‌ରେ ଏହି ନିଆଁ ଲାଗିଥିଲା

5.ମାଥିଲିରେ ଅଜଣା ରୋଗରେ ୮ ଜଣଙ୍କ ମୃତ୍ୟୁ, ସ୍ୱାସ୍ଥ୍ୟ ଅଧିକାରୀଙ୍କ ମଦ ଜନିତ ମୃତ୍ୟୁ ମନ୍ତବ୍ୟକୁ ଖଣ୍ଡନ କଲେ ଅବକାରୀ ଅଧିକାରୀ

ମାଥିଲି ବ୍ଲକର ହଳଦୀକୁଣ୍ଡ ଗ୍ରାମରେ ୧୫ ଦିନ ମଧ୍ୟରେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ୮ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ପ୍ରାଥମିକ ତଦନ୍ତରୁ ଏହା ମଦ ଜନିତ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ଅଧିକାରୀ କହୁଥିବା ବେଳେ ଏହାକୁ ଖଣ୍ଡନ କଲେ ଅବକାରୀ ଅଧିକାରୀ

6.ଏୟାରପୋର୍ଟରେ ଧସେଇ ପସିଲା କାର୍‌, ଦୁଇ ଦିନରେ ଦୁଇଟି ବଡ ସଡକ ଦୁର୍ଘଟଣା

ଦୁଇ ଦିନରେ ରାଜଧାନୀରେ ଘଟିଲାଣି ଦୁଇ ଦୁଇଟି ବଡ ବଡ ସଡକ ଦୁର୍ଘଟଣା, କେହି ମୃତାହତ ହୋଇନଥିବା ସୂଚନା

7.ଜଗଦଲପୁର ସିଆରପିଏଫ କ୍ୟାମ୍ପରେ ଯବାନଙ୍କ ଦେହାନ୍ତ

ଜଗଦଲପୁର ସିଆରପିଏଫ କ୍ୟାମ୍ପରେ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅସୁସ୍ଥ ଅନୁଭବ କରିବା ପରେ ସିଆରପିଏଫ ଯବାନ ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା

8.ରଣକ୍ଷେତ୍ର ପାଲଟିଲା ଅଡ଼ବା ପୋଲିସ ଷ୍ଟେସନ, ଥାନାରେ ପଶି ପୋଲିସକୁ ପିଟିଲେ ଗ୍ରାମବାସୀ

ଗଞ୍ଜେଇ କାରବାର ନେଇ ବିଳମ୍ବିତ ରାତିରେ ଝରଣପୁର ଗାଁରେ ଚଢ଼ାଉ କରିଥିଲା ପୋଲିସ । ଏହାକୁ ବିରୋଧ କରି ଥାନାରେ ପଶି ପୋଲିସକୁ ଆକ୍ରମଣ କରିଛନ୍ତି ଉତ୍ୟକ୍ତ ଲୋକ।

9.ଏସିଆ କପରେ ୫ ସର୍ବାଧିକ ରନ ସଂଗ୍ରହକାରୀ

ଏସିଆ କପର ଭାଗ ନେଇଥିବା ୬ ଦଳ ପାଇଁ ପ୍ରତିଟି ମ୍ୟାଚ ସଂଘର୍ଷପୂର୍ଣ୍ଣ ରହିଥିଲା । ତେବେ ଏସିଆ କପ ୨୦୨୨ କ୍ରିକେଟରମାନଙ୍କ ପାଇଁ ସଂଘର୍ଷପୂର୍ଣ୍ଣ ରହିଥିବା ବେଳେ ସେମାନେ ନିଜର ଦମଦାର ପ୍ରଦର୍ଶନ ଦେଖାଇବାକୁ ସୁଯୋଗ ହାତଛଡା କରିନଥିଲେ

10.ଅକ୍ଟୋବରରେ ପଡିବ ଅଲି ଫଜଲ-ରିଚା ଚଢାଙ୍କ ହାତଗଣ୍ଠି

ଅଲି ଫଜଲ ଏବଂ ରିଚା ଚଢାଙ୍କ ବିବାହ ତାରିଖ ସ୍ଥିର ହୋଇଥିବା ଚର୍ଚ୍ଚା । ମୁମ୍ବାଇର ସେଲିବ୍ରିଟିଙ୍କ ପାଇଁ ଏକ ଗ୍ରାଣ୍ଡ ରିସେପ୍ସନ୍ ମଧ୍ୟ ରଖାଯାଇଥିବା ନେଇ ରହିଛି ସୂଚନା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.