ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ବର୍ତ୍ତମାନର ବଡ ଖବର
ବର୍ତ୍ତମାନର ବଡ ଖବର
author img

By

Published : Sep 11, 2022, 7:06 PM IST

1.ବଢିପାରେ ଆପ୍‌ ସରକାରର ଅଡୁଆ, ବସ୍‌ କିଣା ଅନିୟମିତତାର ତଦନ୍ତ କରିବ CBI

ପୁଣି ବଢିବାକୁ ଯାଉଛି କେଜ୍ରିଓ୍ବାଲ ସରକାରଙ୍କ ଅଡୁଆ । ଦିଲ୍ଲୀ ପରିବହନ ନିଗମର ହଜାରେ ଲୋ-ଫ୍ଲୋର ବସ୍‌ କିଣା ଅନିୟମିତତାର ତଦନ୍ତ କରିବ CBI

2.ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ୫ ଆଉଟଫିଟ୍‌, ସମାଜ ପାଇଁ ଥିଲା ନିଆରା ବାର୍ତ୍ତା

ବ୍ରିଟେନର ରାଣୀ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ୯୬ ବର୍ଷ ବୟସରେ ନିଧନ ଘଟିଛି । ତେବେ ତାଙ୍କ ମୃତ୍ୟୁ ପରେ ରାଣୀଙ୍କ ସମ୍ପର୍କରେ କିଛି ରୋଚକ ତଥ୍ୟ ସାମନାକୁ ଆସୁଛି

3.ନାବାଳିକାକୁ ଗଣଦୁଷ୍କର୍ମ, 5 ଅଭିଯୁକ୍ତ ଗିରଫ

ଉତ୍ତରପ୍ରଦେଶର ଲଖିମପୁର ଖେରୀ ଜିଲ୍ଲାରେ ଦଳିତ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା।ଘଟଣା ସ୍ଥଳରେ ନାବାଳିକା ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି

4.୧୦ ଜିଲ୍ଲାରେ ପ୍ରବଳ ବର୍ଷିବ, ପାଣିପାଗ ବିଭାଗର ସୂଚନା ୧୬ରୁ ପୁଣି ଏକ ଲଘୁଚାପ ଦାନା ବାନ୍ଧିବ

ଆସନ୍ତା ୨୪ ଘଣ୍ଟାରେ ୧୦ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ । ଉପାନ୍ତରୁ ଉପକୂଳ ସବୁଠି ବର୍ଷା ଜାରି ରହିଥିବା ବେଳେ ପାଣିପାଗ ସୂଚନା ଅନୁଯାୟୀ ଆହୁରି ୨୪ ଘଣ୍ଟା ଏହାର ପ୍ରଭାବ ରହିବ

5.ବିଳମ୍ବିତ ରାତିରେ ଚାଲିଥିଲା ପାର୍ଟି, ବାରରେ ରେଡ କଲା ପୋଲିସ

ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଇନଫୋସିଟି ଥାନା ଟପନଚ ବାର ଖୋଲାଥିବା ବେଳେ ଚଢାଉ କଲା କମିଶନରେଟ ପୋଲିସ । ମୁହଁ ଲୁଚାଇ ଦୌଡିଲେ ଗ୍ରାହକ

6.ପ୍ରକାଶ ପାଇଲା JEE ଆଡଭାନ୍ସ ୨୦୨୨ର ରେଜଲ୍ଟ

JEE ଆଡଭାନ୍ସ ୨୦୨୨ର ଫଳ ପ୍ରକାଶ ପାଇଛି । ଆଇଆଇଟି ମୁମ୍ବାଇ ପକ୍ଷରୁ ପ୍ରକାଶ କରିଛି ଫଳାଫଳ

7.ଆଜିଠୁ ପିତୃପକ୍ଷ ଆରମ୍ଭ, ଶ୍ରୀକ୍ଷେତ୍ରରେ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ

ରବିବାର ଆରମ୍ଭ ହୋଇଛି ପିତୃପକ୍ଷ । ଶ୍ରୀକ୍ଷେତ୍ରରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ । ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ ସମେତ ମହୋଦଧିରେ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ

8.ସ୍କୁଲ ବହିରେ ତ୍ରୁଟି, ଜାତୀୟ ସଙ୍ଗୀତରୁ ଉଭାନ ହୋଇଗଲା ଉତ୍କଳ-ବଙ୍ଗ

ଜାତୀୟ ସଙ୍ଗୀତ 'ଜନଗଣ ମନ ଅଧିନାୟକ'ରୁ ଉଭାନ ହୋଇଗଲା ଉତ୍କଳ-ବଙ୍ଗ । କଂଗ୍ରେସ କହିଲା ପଶ୍ଚିମବଙ୍ଗରେ ନିର୍ବାଚନ ହାରିବା ଦୁଃଖ ଭୁଲି ପାରିନି ବିଜେପି

9.Asia Cup 2022: ଆଜି ଶ୍ରୀଲଙ୍କା-ପାକିସ୍ତାନ ଫାଇନାଲ ଫାଇଟ

ଅନ୍ତିମ ପର୍ଯ୍ୟାୟରେ ଚଳିତ ଏସିଆ କପ୍ 2022 ଟୁର୍ଣ୍ଣାମେଣ୍ଟ । ଆଜି ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ

10.ଚାଲିଗଲେ କ୍ରୀଷ୍ଣା ରାଜୁ, ଶେଷ ଇଚ୍ଛା ପୂରଣ କରିପାରିଲେନି ପ୍ରଭାସ

ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭେଟେରାନ ଆକ୍ଟର କ୍ରୀଷ୍ଣାରାଜୁ । ସେ ବାହୁବଳୀ ଆକ୍ଟର ପ୍ରଭାସଙ୍କ ଦାଦା ହୋଇଥିବାବେଳେ ପ୍ରଭାସ ତାଙ୍କ ଶେଷ ଇଚ୍ଛା ପୂରଣ କରିବାରେ ଅସମର୍ଥ ରହିଛନ୍ତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.