ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ବର୍ତ୍ତମାନର ବଡ ଖବର
ବର୍ତ୍ତମାନର ବଡ ଖବର
author img

By

Published : Sep 8, 2022, 7:05 PM IST

1.ଦିଦିଙ୍କ ବଡ ଘୋଷଣା: 2024ରେ ବଙ୍ଗରୁ ଆରମ୍ଭ ହେବ ଖେଲା, ବିଜେପିକୁ ହରାଇବେ ବିରୋଧୀ

କୋଲକାତାରେ ବିରୋଧି ଏକତା କଥା କହି ବିଜେପି ବିରୋଧୀ ରଣହୁଙ୍କାର ଦେଲେ ଦିଦି (CM Mamata Banerjee) । କହିଲେ ବଙ୍ଗରୁ ଆରମ୍ଭ ହେବ ଖେଲା

2.ଉତ୍ତରାଖଣ୍ଡରେ ସେନା ବସ୍‌ ଦୁର୍ଘଟଣାଗସ୍ତ, ୧୨ ITBP ଯବାନ ଆହତ

ଉତ୍ତରାଖଣ୍ଡରେ ପୁଣି ଖାଇକୁ ଖସିଲା ITBP ଯବାନଙ୍କୁ ନେଇ ଯାଉଥିବା ବସ । ୧୨ ଯବାନ ସାମାନ୍ୟ ଆହତ (12 ITBP jawans injured in road accident)।

3.Odisha Weather: ଲଘୁଚାପରେ ପରିଣତ ଘୂର୍ଣ୍ଣିବଳୟ, ଉପକୂଳ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

ସକ୍ରିୟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବା ପରେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା । ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି

4.କଟକରେ ପୁଣି ନକଲି ଔଷଧ, ଡ୍ରଗ୍ସ କଣ୍ଟ୍ରୋଲର ଛାନଭିନ୍‌

କଟକରେ ନକଲି ଔଷଧ କାରବାର ଅଭିଯୋଗ ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଡ୍ରଗ କଣ୍ଟ୍ରୋଲ ବିଭାଗ (Drug Control Team)

5.ନିଟ୍ ପରୀକ୍ଷାରେ ମିଳିଲାନି ଆଶାନୁରୂପ ଫଳ, ଜୀବନ ହାରିଲେ ଛାତ୍ରୀ

ଜୀବନ ହାରିଲେ ଛାତ୍ରୀ । NEET-UG ପରୀକ୍ଷାରେ ବିଫଳ ହେବାପରେ ଛାତ୍ରୀଙ୍କ ଆତ୍ମହତ୍ୟା । ତାମିଲନାଡୁ ତିରୁଭାଲୁର ଜିଲ୍ଲାରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି

6.ସଫଳତାର ସହ ଭାରତର QRSAM ପରୀକ୍ଷଣ ଶେଷ: DRDO

ସଫଳତାର ସହ କ୍ବିକ୍ ରିଆକ୍ସନ ସର୍ଫେସଟୁ ଏୟାର ମିସାଇଲ(Quick Reaction Surface to Air Missile, QRSAM) ବିମାନ ପରୀକ୍ଷା ସମାପ୍ତ କଲା ଭାରତ

7.ଲିଜ୍ ଟ୍ରସଙ୍କ କ୍ୟାବିନେଟରେ ଆଗ୍ରାର ଆଲୋକ ଶର୍ମା

ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଲେ ଭାରତୀୟ ବଂଶୋଦ୍ଭବ ଆଲୋକ ଶର୍ମା

8.BMC ହସ୍ପିଟାଲରେ କ୍ୟାନସର ସମ୍ବନ୍ଧୀୟ ଡାକ୍ତରୀ ପରାମର୍ଶ ସେବା ଆରମ୍ଭ

BMC ହସ୍ପିଟାଲରେ ଆରମ୍ଭ ହେଲା କର୍କଟ ରୋଗ ସମ୍ପର୍କିତ ଡାକ୍ତରୀ ପରାମର୍ଶ ସେବା । ପ୍ରତ୍ୟେକ ସପ୍ତାହର ମଙ୍ଗଳବାର ଗୋଟିଏ ଦିନ ମିଳିବ ଏହି ସେବା

9.Hockey World Cup 2023: ପୁଲ୍‌ Dରେ ଭାରତ, ଘୋଷଣା କଲେ ନବୀନ

ପୁରୁଷ ହକି ବିଶ୍ବକପ ଓଡିଶା ୨୦୨୩ର ପୁଲ୍‌ ସୂଚୀ ଜାରି ହୋଇଛି । ଇଂଲଣ୍ଡ, ସ୍ପେନ୍‌ ଓ ୱେଲ୍ସ ସହିତ ପୁଲ୍‌ Dରେ ଭାରତ

10.Brahmastra Promotions: ଶମଶେରାର ଫ୍ଲପ୍‌ ହେବାର କାରଣ କହିଲେ ରଣବୀର

ଫିଲ୍ମ ବ୍ରହ୍ମାସ୍ତ୍ର 9 ସେପ୍ଟେମ୍ବରରେ ସାରା ବିଶ୍ୱରେ ମୁକ୍ତିଲାଭ କରିବାକୁ ଯାଉଛି । ବ୍ରହ୍ମାସ୍ତ୍ରର ପ୍ରମୋସନ ସମୟରେ ରଣବୀର କପୁର ଶମଶେରାର ଫ୍ଲପ୍‌ ହେବାର କାରଣ କହିଛନ୍ତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.