ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ବର୍ତ୍ତମାନର ବଡ ଖବର
ବର୍ତ୍ତମାନର ବଡ ଖବର
author img

By

Published : Sep 6, 2022, 7:08 PM IST

1.ଲାଞ୍ଚ କାରବାର ମାମଲା: ଚର୍ଚ୍ଚିତ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ

ପାରାଦୀପ ପୋର୍ଟ କନଭେୟର ବେଲ୍ଟ ଲାଞ୍ଚ ମାମଲା । ଚର୍ଚ୍ଚିତ ମିଶ୍ରଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ।

2.ନବୀନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା, କଟାକ୍ଷ କଲେ ସୁର

ମୁଖ୍ୟମନ୍ତ୍ରୀ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଦଳ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ବିରୋଧୀ

3.ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ, ବିମାନବନ୍ଦରରେ ଭବ୍ୟ ସ୍ବାଗତ

ଜୀବନବ୍ୟାପୀ ସାଧନା ସମ୍ମାନ ନେଇ ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧ୍ବନା

4.18 ପରିବର୍ତ୍ତେ 25ରେ ହେବ ବୁଢା ଗଣେଶ ବିସର୍ଜନ

ବୁଢା ଗଣେଶ ବିସର୍ଜନକୁ ନେଇ ହାଇକୋର୍ଟଙ୍କ ରାୟ । ଆସନ୍ତା ୧୮ ତାରିଖ ପରିବର୍ତ୍ତେ ୨୫ ତାରିଖରେ ବିସର୍ଜନ ହେବ

5.Encounter in Anantnag: 2 ଆତଙ୍କୀ ସଫା, ଅପରେସନ ଜାରି

ଅନନ୍ତନାଗ ଏନକାଉଣ୍ଟରରେ ସୁରକ୍ଷାବଳକୁ ସଫଳତା (Encounter in Anantnag) । ଟଳିଲେ ଦୁଇ ହାର୍ଡକୋର ଆତଙ୍କୀ । ଏବେ ମଧ୍ୟ ଅପରେସନ ଜାରି ରହିଥିବା ନେଇ କାଶ୍ମୀର ଜୋନ ପୋଲିସର ସୂଚନା

6.ପଞ୍ଜାବରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, 5 ମୃତ

ଭାରସାମ୍ୟ ହରାଇ ଇଲେକ୍ଟ୍ରି ପୋଲରେ ପିଟି ହେଲା କାର । ତିନି ଶିଶୁ ସମେତ 5 ଜଣଙ୍କ ମୃତ୍ୟୁ ।

7.CM Welcome Rally: ପାରମ୍ପାରିକ ବାଦ୍ୟ ନୃତ୍ୟରେ କମ୍ପିଲା ବିମାନ ବନ୍ଦର

ଦିଲ୍ଲୀରେ ଜୀବନବ୍ୟାପି ସାଧନା ପୁରସ୍କାର ସମ୍ମାନରେ ସମ୍ମାନିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

8.ଆସିଲା ଦେଶର ପ୍ରଥମ ଇଣ୍ଟ୍ରାନାଜାଲ ଟିକା, DCGI ଅନୁମୋଦନ ପାଇଲା ଭାରତ ବାୟୋଟେକ

ଆସିଲା ପ୍ରଥମ ଇଣ୍ଟ୍ରାନାଜାଲ କୋଭିଡ ଟିକା । ଭାରତୀୟ ଫାର୍ମା କମ୍ପାନୀ ଭାରତ ବାୟୋଟେକ ଦ୍ବାରା ବିକଶିତ ଇଣ୍ଟ୍ରାନାଜାଲ ଟିକାକୁ ଅନୁମୋଦନ ଦେଲା DCGI

9.T-୨୦ ବିଶ୍ୱକପ ପାଇଁ ଦକ୍ଷିଣ ଆଫ୍ରିକା ଟିମ୍ ଘୋଷଣା

ଦକ୍ଷିଣ ଆଫ୍ରିକା (cricket South Africa ) ଟି୨୦ ବିଶ୍ବକପ ( T20 World Cup Squad ) ପାଇଁ ସ୍କ୍ବାଡ ଘୋଷଣା କରିଛି । ସେପଟେ ସେପ୍ଟେମ୍ବର ୨୮ ତାରିଖରୁ ଭାରତ ସହିତ ତିନୋଟି ଟି-୨୦ ମ୍ୟାଚ ଏବଂ ତିନୋଟି ଦିନିକିଆ ବିଶିଷ୍ଟ ସିରିଜ ଖେଳିବ ଦକ୍ଷିଣ ଆଫ୍ରିକା

10.ମିରର୍‌ ସେଲ୍ଫି ଛାଡିଲେ ମଲାଇକା, କର୍ଭି ଫିଗର ଦେଖି ଉଡିଲା ଫ୍ୟାନ୍ସଙ୍କ ହୋସ୍‌

ମଲାଇକା ଆରୋରା ଧଳା ପୋଷାକରେ ଏକ ମିରର୍‌ ସେଲଫି ସେୟାର କରିଛନ୍ତି । ବର୍ତ୍ତମାନ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.