ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Aug 6, 2022, 7:02 PM IST

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. NDA ଉପରାଷ୍ଟ୍ରପତି ପାର୍ଥୀ ଜଗଦୀପ ଧନଖଡଙ୍କୁ ଭୋଟ ଦେଲେ ବିଜେଡି ସାଂସଦ

ଏନଡିଏ ଉପରାଷ୍ଟ୍ରପତି ପାର୍ଥୀ ଜଗଦୀପ ଧନଖଡଙ୍କୁ ଭୋଟ ଦେଲେ ବିଜେଡି ସାଂସଦ ।

୨. Vice Presidential poll: ସରିଲା ଭୋଟିଂ, କିଛି ସମୟ ପରେ ଗଣତି ଓ ଫଳାଫଳ

ସରିଲା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ।

୩. 75th Independence Day: ଜାଣନ୍ତୁ ଭାରତୀୟ ସ୍ବାଧୀନତା ଆନ୍ଦୋଳନର ୧୦ ଗୁରୁତ୍ବପୂର୍ଣ୍ଣ ଘଟଣା

ଚଳିତ ବର୍ଷ ଦେଶ ପାଳିବାକୁ ଯାଉଛି ୭୫ତମ ସ୍ବାଧୀନତା ଦିବସ ।

୪. Watch: କୋଲ୍ଲିଦମ ଡ୍ୟାମରୁ ନିଷ୍କାସିତ ହେଉଛି ବନ୍ୟା ଜଳ

ତାମିଲନାଡୁ କୋଲ୍ଲିଦମ ଡ୍ୟାମରୁ ନିଷ୍କାସିତ ହେଉଛି ଲକ୍ଷ ଲକ୍ଷ କ୍ୟୁସେକ ବନ୍ୟା ଜଳ ।

୫. ପୂଜା ସିଜିନରେ ଗଡିବ ସ୍ୱଦେଶ ଦର୍ଶନ ଟ୍ରେନ୍, ସେପ୍ଟେମ୍ବରରୁ ଟିକେଟ ବୁକିଂ

IRTC ର ସ୍ୱଦେଶ ଦର୍ଶନ ଟ୍ରେନ୍ ସେବା ଆରମ୍ଭ । ଆସନ୍ତା ପୂଜା ସିଜିନରେ ଦେଶର ପ୍ରତ୍ୟେକ ପର୍ଯ୍ୟଟନସ୍ଥଳୀକୁ କରିବ ଯାତ୍ରା ।

୬. ମୟୂରଭଞ୍ଜରେ ଖଟିଆରେ ବୁହା ହେଲେ ପ୍ରସୂତି, ରାସ୍ତାରେ ଜନ୍ମ ହେଲା ଶିଶୁ

ମୟୂରଭଞ୍ଜରେ ପୁଣି ଜନନୀ ଯନ୍ତ୍ରଣା । ଦୁର୍ଗମ ରାସ୍ତା ଯୋଗୁଁ ରାସ୍ତାରେ ଜନ୍ମ ହେଲା ଶିଶୁ ।

୭. ନୟାଗଡ଼ରେ ଭୁତ ଖାଉଛନ୍ତି ଚାଉଳ ଓ ଗହମ

ନୟାଗଡ଼ରେ ସାମନାକୁ ଆସିଲା ବଡ଼ ଦୁର୍ନୀତି । ୩୦୮୬ ଭୂତ ରାସନ କାର୍ଡ ନାଁରେ କୋଟି କୋଟି ଟଙ୍କାର ଚାଉଳ ଗହମ ଲୁଟୁଥିବା ଅଭିଯୋଗ ।

୮. ରାସ୍ତା ଉପରେ ବିଜେପି କର୍ମୀଙ୍କୁ ପିଟିଲେ TMC ବିଧାୟକ

ରାସ୍ତା ଉପରେ BJP କର୍ମୀଙ୍କୁ ଲାଠିରେ ପିଟିଲେ TMC ବିଧାୟକ । ଭାଇରାଲ ହେଉଛି ଭିଡିଓ ।

୯. CWG 2022: ଇଂଲଣ୍ଡକୁ ହରାଇ ଫାଇନାଲରେ ଭାରତୀୟ ମହିଳା କ୍ରିକେଟ ଟିମ୍

୧୦. CWG 2022: ଦୂତୀ-ଶ୍ରାବଣୀଙ୍କ କମାଲ, 400 ମିଟର ରିଲେ ଫାଇନାଲରେ ଭାରତ

ରାଜ୍ୟଗୋଷ୍ଠୀ କ୍ରୀଡା(Commonwealth Games 2022) ମହିଳା 4 x 100m ରିଲେ ଫାଇନାଲରେ ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.