ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର Bharat
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବରtv Bharat
author img

By

Published : Aug 5, 2022, 7:07 PM IST

1.ଡାଇରିଆ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡାଇରିଆ ସ୍ଥିତି ଦେଖାଦେଇଛି । ମୁଖ୍ୟ ଶାସନ ସଚିବ ଏହାର ସମୀକ୍ଷା କରିଛନ୍ତି ।

2.ଓଡିଆଙ୍କ ମନ ଜିଣିଲେ କୋଲକାତା ଦାଦା, କହିଲେ ରସଗୋଲା ଓଡିଶାର

ପୂର୍ବତନ ଭାରତୀୟ କ୍ରିକେଟର ତଥା BCCI ସଭାପତି ସୌରଭ ଗାଙ୍ଗୁଲିଙ୍କ ମିଠା କଥା ଓଡିଆଙ୍କ ହୃଦୟ କିଣିନେଇଛି । ରସଗୋଲା ପାଇଁ ଓଡିଶା ପକ୍ଷରୁ ବ୍ୟାଟିଂ କଲେ ଦାଦା ।

3.କଂଗ୍ରେସ୍‌ର ଜେଲ୍‌ ଭରୋ ଆନ୍ଦୋଳନ, ରାହୁଲ ଓ ପ୍ରିୟଙ୍କାଙ୍କୁ ଉଠାଇ ନେଲା ପୋଲିସ

ଦେଶରେ ମୁଦ୍ରାସ୍ପୀତି ବୃଦ୍ଧି ପାଉଛି, ଦରଦାମ ଉପରେ ଅଙ୍କୁଶ ଲାଗୁନଥିବା ଅଭିଯୋଗ କରିଛି କଂଗ୍ରେସ ।

4.କୋଭିଡ ଚତୁର୍ଥ ଲହର ଅତିକ୍ରମ କରିବା ଷ୍ଟେଜ୍‌ରେ ଓଡିଶା: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ କୋରୋନା ଚତୁର୍ଥ ଲହର ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା ।

5.ବେଆଇନ ୨୫ ଲକ୍ଷ ଲାଞ୍ଚ କାରବାର ମାମଲା, ୪ ଜଣଙ୍କୁ ଗିରଫ କଲା CBI

କୋଲପ୍ଲଟ ୨୫ ଲକ୍ଷ ଲାଞ୍ଚ କାରବାର ମାମଲା । ଆଜି ଭୁବନେଶ୍ବର ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ଶିଳ୍ପପତି ମହିମାଙ୍କୁ ପଚରାଉଚୁରା ଜାରି ଥିବା ବେଳେ ୪ ଜଣଙ୍କୁ ଗିରଫ କଲା CBI ।

6.ଭାରତୀୟ ବାୟୁସୀମାରେ ପଶିଲା ଡ୍ରାଗନ ଫାଇଟର, ବେଜିଂକୁ ଚେତାବନୀ ଦେଲା ଦିଲ୍ଲୀ

LAC ନିକଟରେ ଭାରତୀୟ ସେନାକୁ ଉତ୍ତେଜିତ କରିବା ଭଳି କାର୍ଯ୍ୟକଳାପ କରୁଛି ଚୀନ । ବିରତ ରହିବାକୁ ଭାରତୀୟ ସେନାର ତାଗିଦ ।

7.Vice Presidential poll: ମାର୍ଗାରେଟ ଆଲଭାଙ୍କୁ TRSର ସମର୍ଥନ

ଉପରାଷ୍ଟ୍ରତି ନିର୍ବାଚନ ଗୋଟିଏ ଦିନ ପୂର୍ବରୁ ତେଲେଙ୍ଗନାର TRS ଦଳ ମିଳିତ ବିରୋଧୀ ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ସମର୍ଥନ କରିଛି ।

8.ସତ୍ୟକୁ ଡରୁଥିବା ଲୋକ ସ୍ବର ଉଠାଉଥିବା ସମସ୍ତଙ୍କୁ ଧମକାଏ: ରାହୁଲ ଗାନ୍ଧୀ

ଦରବୃଦ୍ଧି ଓ ବେକାରୀ ସମସ୍ୟା ପ୍ରତିବାଦରେ ଦେଶବ୍ୟାପୀ ବିକ୍ଷୋଭ କରୁଛି କଂଗ୍ରେସ । ନରେନ୍ଦ୍ର ମୋଦିଙ୍କ ନେତୃତାଧୀନ କେନ୍ଦ୍ରରେ ସରକାରରେ ଥିବା ବିଜେପି ସରକାର ବିରୋଧରେ ନାରାବାଜି କରିଛନ୍ତି କଂଗ୍ରେସ କର୍ମୀ ।

9.CWG 2022: ସୁରକ୍ଷାରେ ଅବ୍ୟବସ୍ଥା, କୁସ୍ତି ଇଭେଣ୍ଟ ସ୍ଥଗିତ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ କିଛି ସମୟ ପାଇଁ ସ୍ଥଗିତ ହେଲା କୁସ୍ତି ଇଭେଣ୍ଟ୍‌ । ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ ଇଭେଣ୍ଟ ସ୍ଥଗିତ ରଖାଯାଇଛି ।

10.ଖୁବଶୀଘ୍ର ମୁକ୍ତିଲାଭ କରିବ ଓଡିଆ ସିନେମା ବୋଉର ହାତବାକ୍ସ

ଓଡିଆ ସିନେମା ବୋଉର ହାତବାକ୍ସ ଚଳଚ୍ଚିତ୍ରର ଅଡିଓ ରିଲିଜ୍ ଅନୁଷ୍ଠିତ ହୋଇଛି । ଏହି ଫିଲ୍ମ ଚାଇରୋସନା ପ୍ରଡକ୍ସନ ବ୍ୟାନରରେ ଖୁ୍ବ୍‌ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.