ETV Bharat / bharat

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 28, 2022, 7:13 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. Lok Sabha: କଂଗ୍ରେସ ଉପରେ ଭାରି ପଡିଲେ ବିଜେପି ମହିଳା ସାଂସଦ

ରାଷ୍ଟ୍ରପତିଙ୍କୁ 'ରାଷ୍ଟ୍ରପତ୍ନୀ' କହି ବିବାଦରେ କଂଗ୍ରେ ଲୋକସଭା ନେତା ଅଧୀର ରଞ୍ଜନ ଚୌଧୁରୀ ।

୨. ଗୋଟିଏ ସିରିଞ୍ଜରେ 39 ସ୍କୁଲ ପିଲାଙ୍କୁ କୋଭିଡ ଟିକା, ଥାନାରେ ଏତଲା

ସ୍କୁଲରେ କୋଭିଡ ଟୀକାକରଣରେ ଚରମ ଅବହେଳା । ଗୋଟିଏ ସିରିଞ୍ଜରେ 39 ସ୍କୁଲ ପିଲାଙ୍କୁ କୋଭିଡ ଟିକା ଦେବା ନେଇ ଥାନାରେ ଏତଲା ।

୩. CSLରୁ ଭାରତୀୟ ନୌସେନାକୁ ହସ୍ତାନ୍ତର ହେଲା ସ୍ୱଦେଶୀ ଯୁଦ୍ଧପୋତ INS ବିକ୍ରାନ୍ତ

INS ବିକ୍ରାନ୍ତକୁ ନୌସେନାକୁ ହସ୍ତାନ୍ତର କଲା ନିର୍ମାଣକାରୀ ସଂସ୍ଥା କୋଚିନ ସିପୟାର୍ଡ ଲିମିଟେଡ । ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ହୋଇଛି ନିର୍ମତ ।

୪. ସଂସଦରେ ଇରାନୀଙ୍କୁ ସୋନିଆଙ୍କ ତାଗିଦ, ସୀତାରମଣ କହିଲେ କଂଗ୍ରେସ ଅଧ୍ୟକ୍ଷାଙ୍କ ବ୍ୟବହାରରେ ସଦସ୍ୟ ଭୟଭୀତ

ରାଷ୍ଟ୍ରପତିଙ୍କୁ ବିବାଦୀୟ ବୟାନ ପରେ ସଂସଦରେ ତୀବ୍ର ଉତ୍ତେଜନା । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଉପରେ କ୍ରୋଧିତ ହେଲେ ସୋନିଆ ।

୫. ରାଷ୍ଟ୍ରପତିଙ୍କୁ ବ୍ୟକ୍ତିଗତ ଭେଟି କ୍ଷମା ମାଗିବି, କିନ୍ତୁ BJPକୁ ନୁହେଁ: ଅଧୀର ରଞ୍ଜନ

ବିବାଦ ପରେ ଅଧିରଙ୍କ ପ୍ରତିକ୍ରିୟା । ଭୁଲବଶତଃ ତାଙ୍କ ମୁହଁରୁ ବାହାରି ଯାଇଛି ଏପରି ଟିପ୍ପଣୀ ।

୬. ଛାତ୍ରୀଙ୍କୁ ଅସଦାଚରଣ, ସହକାରୀ ଶିକ୍ଷକ ନିଲମ୍ବିତ

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକଙ୍କୁ ନିଲମ୍ବିତ କଲେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ ।

୭. SSC Recruitment Scam: ଦିଦିଙ୍କ ମନ୍ତ୍ରୀ ମଣ୍ଡଳରୁ ପ୍ରାର୍ଥ ଚାଟାର୍ଜୀ ବିଦା

ମନ୍ତ୍ରୀ ମଣ୍ଡଳରୁ ବିଦା ହେଲେ ମମତାଙ୍କ ବରିଷ୍ଠ ତଥା ଗିରଫ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀ । ଗିରଫ ପରେ ପ୍ରାର୍ଥ ଓ ତାଙ୍କ ସହଯୋଗୀଙ୍କ ଘରୁ ମିଳିଲାଣି 50 କୋଟି ନଗଦ ଟଙ୍କା ।

୮. ନାବାଳିକା ଦୁଷ୍କର୍ମ ମାମଲାରେ ପୋଲିସ ASIଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ନାବାଳିକା ଦୁଷ୍କର୍ମ ମାମଲାରେ ଜଣେ ପୋଲିସ ASIଙ୍କୁ 20 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ ନୟାଗଡ଼ ଫାର୍ଷ୍ଟ ଟ୍ରାକ କୋର୍ଟ ।

୯. CWG 2022: ଟାର୍ଗେଟ କମନୱେଲ୍ଥ ଗୋଲ୍ଡ, 2002 ପ୍ରଦର୍ଶନ ଦୋହରାଇବା ଲକ୍ଷ୍ୟରେ ଭାରତ

2002 ରାଜ୍ୟଗୋଷ୍ଠୀ କ୍ରୀଡା ଫାଇନାଲରେ(2002 Commonwealth Games Final)ଘରୋଇ ଇଂଲଣ୍ଡକୁ ହରାଇ ରାଜ୍ୟଗୋଷ୍ଠୀ ପ୍ରତିଯୋଗୀତାରେ ଏଯାବତ ଏକମାତ୍ର ସ୍ବର୍ଣ୍ଣ ପଦକ ବିଜେତା ହୋଇଥିଲା ।

୧୦. ତୃତୀୟ ଥର ପାଇଁ ମାଆ ହେଲେ ଟେଲି ଅଭିନେତ୍ରୀ ଡିମ୍ପି ଗାଙ୍ଗୁଲି

ତୃତୀୟ ଥର ପାଇଁ ମାଆ ହେଲେ ଡିମ୍ପି ଗାଙ୍ଗୁଲି । ଡିମ୍ପି ଏଥର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.