ETV Bharat / bharat

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 24, 2022, 7:03 PM IST

୧. Babushan Marital Discord: ପ୍ରକୃତି ଓ ବାବୁଶାନଙ୍କୁ କମିଶନରେଟ ପୋଲିସର ନୋଟିସ

ରାସ୍ତା ଉପରେ ଷ୍ଟାର ଦମ୍ପତ୍ତି ଘଟଣା । ଫୋନ୍‌ ଯୋଗେଁ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଅଭିନେତା ବାବୁଶାନଙ୍କୁ ନୋଟିସ କଲା କମିଶନରେଟ ପୋଲିସ ।

୨. ଦିଲ୍ଲୀରେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ନବୀନ

ଦିଲ୍ଲୀରେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁୁର୍ମୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ଶପଥ ଗ୍ରହଣ ସମାରୋହରେ ହେବେ ସାମିଲ ।

୩. SSC scam: ଦିନିକିଆ ED ରିମାଣ୍ଡକୁ ଗଲେ ଅର୍ପିତା ମୁଖାର୍ଜୀ

ଗିରଫ ପଶ୍ଚିମବଙ୍ଗ କ୍ୟାବିନେଟ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀଙ୍କ ଘନିଷ୍ଟ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଦିନିକିଆ ରିମାଣ୍ଡରେ ନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ।

୪. ଝାଡଖଣ୍ଡରେ ଓଲଟିଲା CRPF ଗାଡି, 11 ଯବାନ ଆହତ

ଝାଡଖଣ୍ଡ ଗିରିଡିହରେ ଭାରସାମ୍ୟ ହରାଇ ଓଲଟିଲା CRPF ଗାଡି । 11 ଯବାନ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି । ଅପରାହ୍ନରେ ଘଟିଛି ଅଘଟଣ ।

୫. ଅଧା ରହିଗଲା ଜଗା ଦର୍ଶନ: ପଶ୍ଚିମବଙ୍ଗରୁ ପୁରୀ ଯିବାବାଟରେ ଦୁର୍ଘଟଣା, ଚାଲିଗଲା ୨ ଜୀବନ

ଜଗା ଦର୍ଶନ ପାଇଁ ପୁରୀ ଯାଉଥିବା ବେଳେ ଘଟିଲା ସଡ଼କ ଦୁର୍ଘଟଣା । ଚାଲିଗଲା ଦୁଇ ଜଣ ଜୀବନ ।

୬. ରାସ୍ତା ଉପରେ ଷ୍ଟାର କଳି ଘଟଣା: ମୁହଁ ଖୋଲିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର

ରାସ୍ତା ଉପରେ ଷ୍ଟାର ଦମ୍ପତ୍ତି ଘଟଣା (Babushan Marital Discord)। ବାବୁଶାନଙ୍କ ପତ୍ନୀ ତୃପ୍ତି ଶତପଥି, ପ୍ରକୃତିଙ୍କ ଉପରେ ଅଭିଯୋଗ ଆଣିବା ପରେ ମୁହଁ ଖୋଲିଛନ୍ତି ପ୍ରକୃତି ।

୭. ପ୍ରକୃତ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ସ୍ଥାନରେ ଲଢୁଆ ବିମାନ ଉଡାଉଛି ଚୀନ: ଭାରତ ସତର୍କ

ଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟବର୍ତ୍ତୀ ସ୍ଥାନରେ ଲଢୁଆ ବିମାନ ଉଡାଇ ଭାରତୀୟ ସେନାକୁ ଉତ୍ତେଜିତ କରିବା ପାଇଁ ଚୀନର କ୍ରମାଗତ ପ୍ରାୟସ ।

୮. ଖରିଫ ଚାଷ ଆରମ୍ଭରୁ ୟୁରିଆ ସାର କଳାବଜାରୀ ଆଶଙ୍କାରେ ଚାଷୀ

ସାରା ରାଜ୍ୟରେ ଜାରି ରହିଛି ବର୍ଷା । ବର୍ଷାକୁ ଦୃଷ୍ଟିରେ ରଖି ଏଥର ଖରିଫ ଚାଷ ଭଲ ହେବ । ଏନେଇ ଚାଷୀ ଆଶା ରଖିଛି ।

୯. ବିସ୍ଫୋରଣରେ ଭୁଶୁଡିଲା ଘର, 6 ମୃତ

ବିହାର ଛାପରାରେ ବିସ୍ଫୋରଣରେ ଘର ଭୁଶୁଡି 6 ମୃତ । କାରଣ ଅସ୍ପଷ୍ଟ । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ଫେରେନସିକ ଟିମ ସହ ପହଞ୍ଚିଲା ବମ ଡିସ୍ପୋଜାଲ ଟିମ ।

୧୦. ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ଷ୍ଟାଲିନଙ୍କ ଚିଠି

ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରନ୍ତୁ ଭାରତ ସରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.