ETV Bharat / bharat

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ବଡ଼ ଖବର

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 22, 2022, 7:03 PM IST

1. ୬୮th National Film Award: ଓଡ଼ିଆ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ସମ୍ମାନିତ

ଘୋଷଣା ହୋଇଛି ୬୮ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା ହୋଇଛି । ଓଡ଼ିଆ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ହୋଇଛନ୍ତି ବିଜେତା ।

2. ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବହୁତ ଖୁସି, ଦଳ ଯାହା ପଚାରିବ ଉତ୍ତର ଦିଆଯିବ: ମୋକିମ

ବିଧାୟକ ମହମ୍ମଦ ମୋକିମ ଦଳର ନିଷ୍ପତ୍ତି ବିରୁଦ୍ଧରେ ଯାଇ ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ବଦଳରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବାରୁ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ମହମ୍ମଦ ମୋକିମ ।

3. Naveen Visit Delhi: ୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆସନ୍ତାକାଲିଠାରୁ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୫ ତାରିଖରେ ରାଷ୍ଟ୍ରପତିଙ୍କ ଶପଥ ପାଠ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଏହାପରେ ସେ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ୨୬ରେ ଓଡିଶା ଫେରିବେ ।

4. ଏକାଠି ହେଲେ ବିରୋଧୀ, ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀ ଛାଡ଼ିବାକୁ ଉଠାଇଲେ ସ୍ବର

ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ବିରୋଧୀଙ୍କ ହଟଗୋଳ । ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀ ଛାଡ଼ିବାକୁ ବିଜେପି ଓ କଂଗ୍ରେସର ଦାବୀ ।

5. ବିଧାନସଭାରେ ଶିଳ୍ପମନ୍ତ୍ରୀଙ୍କ ସୂଚନା, ଶିଳ୍ପାନୁଷ୍ଠାନରେ ଦେଢଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟ

ଶିଳ୍ପାନୁଷ୍ଠାନରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏଥିପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବିଧାନସଭା ମୌସୁମୀ ଅଧିବେଶନରେ କହିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାବ ଦେବ ।

6. CBSE Results: ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ପ୍ରକାଶ ପାଇଛି CBSE ମ୍ୟାଟ୍ରିକ ପରୀକ୍ଷା ଫଳ(CBSE 10th Results) । ଏହାକୁ ନେଇ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ।

7. ମାଙ୍କଡ କାନ୍ଧରୁ ଫିଲେଟ ବାହାର କଲେ ଡାକ୍ତର !

ଦଳେ କୁକୁର ଆକ୍ରମଣରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲା ମାଙ୍କଡ । କାନ୍ଧରୁ ବାହାରିଲା ଫିଲେଟ ।

8. ବଢ଼ିଲା ଟେନ୍‌ସନ୍‌, କେରଳରେ ତୃତୀୟ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ

କେରଳରେ ତୃତୀୟ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିନ୍ତା ନକରିବା ସହ ସଚେତନ ରହିବାକୁ ପରାମର୍ଶ ଦିଆଗଲା ।

9. ଦମ୍ପତିଙ୍କ ଦବଙ୍ଗଗିରି, ଉପ ଜିଲ୍ଲାପାଳଙ୍କ ସାର୍ଟ କଲର ଧରି କଲେ ଆକ୍ରମଣ

ଉପଜିଲ୍ଲାପାଳଙ୍କ ଉପରେ ଦମ୍ପତିଙ୍କ ଆକ୍ରମଣ । ଉତ୍ତରପ୍ରଦେଶର ମନ୍ଦସୌର ଜିଲ୍ଲାରେ ଏଭିଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

10. 68th National Film Award: ଅଜୟ ଦେବଗନ୍ ଏବଂ ସୁରିଆ ଶ୍ରେଷ୍ଠ ଅଭିନେତା

68 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ଘୋଷଣା ଆଜି କରାଯାଇଛି । ଅଜୟ ଦେବଗନ୍ ଏବଂ ସୁରିଆଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା ପୁରସ୍କାର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.