ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୭ ପିଏମ

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Jun 20, 2022, 7:08 PM IST

1.ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନିଆ

ହସ୍ପିଟାଲରୁ ଡିସଚାର୍ଜ ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।

2.CM Foreign Tour: ଇଟାଲୀରେ ନବୀନ, ସ୍ୱାଗତ କଲେ ଭାରତୀୟ ରାଷ୍ଟ୍ରଦୂତ

ଇଟାଲୀର ରୋମରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik Reache Rome) । ରୋମରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କଲେ ଭାରତୀୟ ରାଷ୍ଟ୍ରଦୂତ ନୀନା ମାଲହୋତ୍ରା ।

3.ହାଇକୋର୍ଟଙ୍କ ନିର୍ଦ୍ଦେଶ, ସୂଚନା ଅଧିକାର ଆଇନ ପରିସରକୁ ଆସିଲା ଭିଜିଲାନ୍ସ

ସୂଚନା ଅଧିକାର ଆଇନ(Right to Information) ପରିସରକୁ ଆସିଲା ଭିଜିଲାନ୍ସ । ଗୋପନୀୟ ଓ ସମ୍ବେଦନଶୀଳ ମାମଲାକୁ ଛାଡ଼ି ଅନ୍ୟ ସମସ୍ତରେ RTI ଆବେଦନ ହୋଇ ପାରିବ ।

4.ଦେଶମୁଖ ଓ ନଓ୍ବାବଙ୍କ ଅସ୍ଥାୟୀ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ସର୍ବୋଚ୍ଚ କୋର୍ଟରୁ ନିରାଶ ହେଲେ ଅନିଲ ଦେଶମୁଖ ଓ ନଓ୍ବାବ ମଲ୍ଲିକ । ବିଧାନ ପରିଷଦ ନିର୍ବାଚନରେ ମତଦାନ ପାଇଁ ଅସ୍ଥାୟୀ ଜାମିନ ପାଇଁ କରିଥିଲେ ଆବେଦନ ।

5.ମହାପ୍ରଭୁଙ୍କ ବ୍ୟଙ୍ଗଚିତ୍ର ସୋସିଆଲ ମିଡିଆରେ ଭାଇରାଲ, ବୁଦ୍ଧିଜୀବୀଙ୍କ ଉଦବେଗ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ସୋସିଆଲ ମିଡିଆରେ ବ୍ୟଙ୍ଗ ଚିତ୍ର ଭାଇରାଲ ହୋଇଛି । ଏହାକୁ ନେଇ ପୁରୀ ସେବାୟତ ଓ ବୁଦ୍ଧିଜୀବୀ ଉଦବେଗ ପ୍ରକାଶ କରିଛନ୍ତି ।

6.ପ୍ରିକସନ ଡୋଜ୍‌ ନେଇନାହାନ୍ତି 40 ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ, ଟିକା ନେବାକୁ ଅପିଲ୍‌

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦ୍ୱିତୀୟ ଡୋଜ ଟୀକା ନେଇନାହାନ୍ତି 29 ଲକ୍ଷ ଲୋକ। ପ୍ରିକସନ ଡୋଜ ଟୀକା ନେଇନାହାନ୍ତି ରାଜ୍ୟର 40 ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ । ତେବେ 90 ପ୍ରତିଶତ ଫ୍ରଣ୍ଟଲାଇନ ୱାର୍କର ପ୍ରିକସନ ଡୋଜ ଟୀକା ନେଇ ସାରିଛନ୍ତି ।

7.BMC କମିଶନର ଭାବରେ ଦାୟିତ୍ବ ନେଲେ IAS ବିଜୟ ଅମୃତା କୁଲାଙ୍ଗେ

BMC କମିଶନର ଭାବରେ ଦାୟିତ୍ବ ଗ୍ରହଣ କଲେ IAS ଅଧିକାରୀ ବିଜୟ ଅମୃତା କୁଲାଙ୍ଗେ । ପୂର୍ବତନ କମିଶନର ସଞ୍ଜୟ କୁମାର ସିଂ BMC କାର୍ଯ୍ଯାଳୟରେ ତାଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି ।

8.ମଧ୍ୟ ପ୍ରଦେଶରେ ଏନକାଉଣ୍ଟର: ଟଳିଲେ 3 ହାର୍ଡକୋର ନକ୍ସଲ

ମଧ୍ୟ ପ୍ରଦେଶରେ ନକ୍ସଲ ବିରୋଧୀ ଅପରେସନରେ ସୁରକ୍ଷାବଳକୁ ସଫଳତା । ବାଲାଘାଟ ଜଙ୍ଗଲରେ କମ୍ବିଂ ବେଳେ ଏନକାଉଣ୍ଟର । 3 ହାର୍ଡକୋର ନକ୍ସଲ ମୃତ ।

9.Whatsapp ୟୁଜର୍ସଙ୍କ ପାଇଁ ଖୁସି ଖବର, ନିର୍ଦ୍ଦିଷ୍ଟ ୟୁଜର୍ସଙ୍କ ପାଇଁ ଲୁଚାଇପାରିବେ Last Seen

ୟୁଜର୍ସଙ୍କ ପାଇଁ ଗୋଟିଏ ପରେ ଗୋଟିଏ ନୂଆ ଫିଚର ଆଣୁଛି ହ୍ବାଟ୍ସଆପ୍‌ । ଏଣିକି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଇଁ ଲୁଚାଇ ହେବ ଲାଷ୍ଟସିନ୍‌ ।

10.ମହାରାଷ୍ଟ୍ରରେ ଚାଞ୍ଚଲ୍ୟ: ଗୋଟିଏ ପରିବାରର 9 ସଦସ୍ୟଙ୍କ ସମୂହ ଆତ୍ମହତ୍ୟା ସନ୍ଦେହ

ମହାରାଷ୍ଟ୍ରରେ ଗୋଟିଏ ପରିବାରର 9 ସଦସ୍ୟଙ୍କ ସମୂହ ଆତ୍ମହତ୍ୟା ସନ୍ଦେହ । ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ । ପୋଲିସ ତଦନ୍ତ ଆରମ୍ଭ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.