ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୭ ପିଏମ

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Jun 17, 2022, 7:02 PM IST

1.Agnipath Scheme: ୨୪ ଘଣ୍ଟା ପର୍ଯ୍ୟନ୍ତ ହରିୟାଣାରେ ଇଣ୍ଟରନେଟ ସେବା ବନ୍ଦ

ଅଗ୍ନିପଥ ଯୋଜନା ବିରୋଧରେ ହରିୟାଣାରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ କଲେ ହରିୟାଣା ସରକାର ।

2.Agnipath Protest: ରେଲୱେ ରାଷ୍ଟ୍ରୀୟ ସମ୍ପତ୍ତି, ନିଆଁ ନଲଗାଇବାକୁ ଅପିଲ କଲେ ରେଳମନ୍ତ୍ରୀ

ଭାରତ ସରକାରଙ୍କ ନୂଆ ଯୋଜନା ଅଗ୍ନିପଥ (Agneepath Scheme)କୁ ନେଇ ସାରା ଦେଶରେ ହଙ୍ଗମା ଜାରି ରହିଛି । ଆଶାୟୀ ଛାତ୍ର 4 ବର୍ଷ ନିଯୁକ୍ତି ସମୟସୀମାକୁ ନେଇ ଆନ୍ଦୋଳନ ପ୍ରତିବାଦ ତୀବ୍ର କରିଛନ୍ତି । ଏହାସହ ଦେଶର ବିଭିନ୍ନ ପ୍ରାନ୍ତରେ ପୋଡାଜଳା ଲାଗିରହିଛି ।

3.72 ଗିଗାହର୍ଜରୁ ଅଧିକ ସ୍ପେକ୍ଟ୍ରମ 20 ବର୍ଷ ପାଇଁ ନିଲାମ ହେବ

ଦେଶରେ ଯେଉଁ ସଫଳ 4G ପରିବେଶ ସୃଷ୍ଟି ହୋଇଥିଲା ତାହା ୫ଜିକୁ ଯିବା ପାଇଁ ପଥ ପରିଷ୍କାର କରିଛି । ସ୍ବଦେଶୀ ଜ୍ଞାନକୌଶଳ ଓ ପ୍ରଯୁକ୍ତି ଦ୍ବାରା ଭାରତ ୪ଜିରୁ 5Gକୁ ପ୍ରବେଶ କରିବାକୁ ଯାଉଛି । ଦେଶରେ ଘରୋଇ ୫ଜି ଟେକ୍ନୋଲୋଜି ସେବା ଆରମ୍ଭ କରିବାକୁ ସରକାର ଦେଶର ଆଠଟି ଶ୍ରେଷ୍ଠ ଟେକ୍ନୋଲୋଜି ପ୍ରତିଷ୍ଠାନରେ ୫ଜି ଟେଷ୍ଟ ବେଡ ସେଟଅପ୍‌ ସ୍ଥାପନ କରିଛନ୍ତି ।

4.Agnipath Scheme Protest: ୨୦୦ ଟ୍ରେନ ପ୍ରଭାବିତ, ୩୫ ବାତିଲ

ଭାରତୀୟ ସେନାରେ ଭର୍ତ୍ତି ହେବା ଲାଗି କେନ୍ଦ୍ର ସରକାରଙ୍କ ନୂଆ ଅଗ୍ନିପଥ ଯୋଜନା ବିରୋଧରେ ଉଗ୍ରରୂପ ନେଉଛି ଆନ୍ଦୋଳନ । ଏଥିଲାଗି ଟ୍ରେନ ସେବା ଗଭୀର ମାତ୍ରାରେ ପ୍ରଭାବିତ ହୋଇଛି ।

5.ଅଣସରର ତୃତୀୟ ଦିନରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା

ଅଣସରର ତୃତୀୟ ଦିନରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା । ପଞ୍ଚମୀରେ ଫୁଲୁରି ତେଲ ଲାଗି ପରେ ସୁସ୍ଥ ହେବେ ।

6.Gurmeet Ramrahim Got Parole: ମାସେ ପାରୋଲରେ ରାମ ରହିମ

ପୁଣି ପାରୋଲରେ ଆସିଛନ୍ତି ଡେରାସଚ୍ଚା ସୌଦାର ଆତ୍ମଘୋଷିତ ବାବା ଗୁରମିତ୍‌ ରାମ ରହିମ ସିଂ । କଡା ସୁରକ୍ଷା ବଳୟ ମଧ୍ୟରେ ଆଜି ତାଙ୍କୁ ପାରୋଲରେ ଅଣାଯାଇଛି ।

7.ରାଜ୍ୟରେ 250ଟି ଆଦର୍ଶ ବିଦ୍ୟାଳୟ ଉଦଘାଟିତ

ରାଜ୍ୟରେ 314ଟି ଆଦର୍ଶ ବିଦ୍ୟାଳୟ ମଧ୍ୟରୁ ବର୍ତ୍ତମାନ ସୁଧା 250ଟି ଓଡିଶା ଆଦର୍ଶ ବିଦ୍ୟାଳୟ ଉଦଘାଟିତ ହୋଇ କାର୍ଯ୍ୟକ୍ଷମ ହୋଇଛି । ଯେଉଁଠାରେ ଛାତ୍ରଛାତ୍ରୀଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା । ଆଜି ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ (Mass and Education Minister Samir Ranjan Dash) ।

8.ଜୁନରୁ ଅକ୍ଟୋବର ମାସ ଗୁରୁତ୍ବପୂର୍ଣ୍ଣ, ଏହି ସମୟ ଉପରେ ନଜର ରଖ: ମୁଖ୍ୟମନ୍ତ୍ରୀ

ଆଜି ଅନୁଷ୍ଠିତ ହୋଇଛି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ । ପ୍ରତ୍ୟେକ ଜୀବନ ମୂଲ୍ୟବାନ । ଏହି ନୀତିରେ ସବୁ ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଜୁନରୁ ଅକ୍ଟୋବର ମାସ ଗୁରୁତ୍ବପୂର୍ଣ୍ଣ । ଏହି ସମୟ ଉପରେ ନଜର ରଖ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

9.Money Laundering Case: ସତ୍ୟେନ୍ଦ୍ରଙ୍କ ବିଭିନ୍ନ ଠିକଣା ଉପରେ EDର ଚଢାଉ

ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମନି ଲଣ୍ଡରିଂ ମାମଲା । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀର ଏକାଧିକ ସ୍ଥାନରେ କରିଛି ଚଢାଉ ।

10.Ind vs SA 4th T20: ରାଜକୋଟ୍‌ରେ ବି ଟସ୍‌ ହାରିଲେ ପନ୍ତ, ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି ଚତୁର୍ଥ ଟି-୨୦ ମ୍ୟାଚ୍‌ । ଟସ୍‌ ଜିତି ପୁଣି ବୋଲିଂ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.