ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୭ ପିଏମ

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Jun 13, 2022, 7:17 PM IST

1.Cuttack To Host Baliyatra: ଚଳିତ ବର୍ଷ ହେବ ଐତିହାସିକ ବାଲିଯାତ୍ରା

ଚଳିତ ବର୍ଷ ହେବ ଐତିହାସିକ ବାଲିଯାତ୍ରା । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ।

2.ନ୍ୟାସନାଲ ହେରାଲ୍ଡ ମାମଲା କଣ ? ଜାଣନ୍ତୁ କେମିତି ଫସିଲେ ରାହୁଲ-ସୋନିଆ

ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜେରା ଜାରି ରହିଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପୁଅ ରାହୁଲଙ୍କୁ ସମନ ପରେ ଚର୍ଚ୍ଚାରେ ନ୍ୟାସନାଲ ହେରାଲ୍ଡ ମାମଲା । ତେବେ କଣ ଏହି ବହୁଚର୍ଚ୍ଚିତ ମାମଲା ।

3.ନୁପୂର ଶର୍ମାଙ୍କୁ କୋଲକାତା ପୋଲିସର ସମନ

ବିବାଦୀୟ ବୟାନ ମାମଲାରେ ନିଲମ୍ବିତ ବିଜେପି ନେତ୍ରୀ ମୁପୂର ଶର୍ମାଙ୍କୁ ସମନ ପରେ ସମନ। ଆଜି କୋଲକାତା ପୋଲିସ ଜାରି କରିଛି ସମନ । 20 ତାରିଖରେ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ।

4.ଭିତରକନିକାରେ ଜାରି ରହିଛି କୁମ୍ଭୀର ବସା ଚିହ୍ନଟ ପ୍ରକ୍ରିୟା, ୨ ଦିନରେ ଚିହ୍ନଟ ହେଲାଣି ୩୦ ବସା

ଭିତରକନିକା ଜାତୀୟ ଉଦ୍ୟାନରେ ଜାରି ରହିଛି ବଉଳା କୁମ୍ଭୀର ବସା ଚିହ୍ନଟ ପ୍ରକ୍ରିୟା । କାର୍ଯ୍ୟରେ ଲାଗିଛନ୍ତି ବନ ବିଭାଗର ୪ ଟିମ । ଏବେ ସୁଦ୍ଧା ଚିହ୍ନଟ ହେଲାଣି ୩୦ ବସା । ହୋଇଥିବାବେଳେ ଆସନ୍ତା ମାସ ୧୫ ଯାଏଁ ଜାରି ରହିବ ପ୍ରକ୍ରିୟା ।

5.Blood Donation: ୧୧୭ ଥର ରକ୍ତଦାନ କରି ମହିଳାଙ୍କ ଗିନିଜ୍‌ ରେକର୍ଡ

ବେଙ୍ଗାଲୁରୁ: କଥାରେ ଅଛି ରକ୍ତଦାନ ମହାପୁଣ୍ୟ । ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଅତି କମରେ ଏହି ପୁଣ୍ୟ କାମ କରିବା ଉଚିତ । ଆମେ ଦେଉଥିବା ରକ୍ତ ଦ୍ବାରା କୌଣସି ରୋଗୀର ଅମୂଲ୍ୟ ଜୀବନ ବଞ୍ଚିଯାଇଥାଏ । ତେବେ ଏହାର ସଠିକ ମହତ୍ତ୍ବ ବୁଝିଛନ୍ତି କର୍ଣ୍ଣାଟକ ବେଙ୍ଗାଲୁରୁ ନିବାସୀ ମହିଳା ମଧୁରା ଅଶୋକ କୁମାର ।

6.Hypersonic Missile: ଆସନ୍ତା 6 ବର୍ଷ ମଧ୍ୟରେ ଭାରତ ପାଇବ ହାଇପରସୋନିକ ମିସାଇଲ

ଆସନ୍ତା 5 ରୁ 6 ବର୍ଷ ମଧ୍ୟରେ ବ୍ରହ୍ମୋସ ଏରୋସ୍ପେସ ନିର୍ମାଣ କରିବ ହାଇପରସେନିକ ମିସାଇଲ । ଜାରି ରହିଛି ଗବେଷଣା । ସୂଚନା ଦେଲେ ବ୍ରହ୍ମୋସ ଏରୋସ୍ପେସ CEO ଅତୁଳ ରାଣେ । ଆସନ୍ତା ବର୍ଷ ସଂସ୍ଥା ପାଳନ କରିବାକୁ ଯାଉଛି ସିଲଭର ଜୁବୁଲି ।

7.ସାବିତ୍ରୀ ପାଇଁ ବାପଘରକୁ ଯାଇ ସ୍ତ୍ରୀ ନିଖୋଜ ! ଭିଡିଓ ଜାରି କରି ନ୍ୟାୟ ମାଗିଲେ ସ୍ୱାମୀ

ବାପ ଘରକୁ ଯାଇ ପତ୍ନୀ ନିଖୋଜ । କେନ୍ଦ୍ରାପଡ଼ା ଜିଲ୍ଲାରେ ଏଭଳି ଏକ ଘଟଣା ଚହଳ ସୃଷ୍ଟି ହୋଇଛି । ମହିଳା ନିଖୋଜ ନେଇ ଶାଶୁଘର ପକ୍ଷରୁ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

8.IPL Media Rights: ୪୪ ହଜାର କୋଟିରୁ ଊର୍ଦ୍ଧ୍ୱରେ ବିକ୍ରିହେଲା TV ଓ Digital ପ୍ରସାରଣ ଅଧିକାର

ଆଇପିଏଲର ଆଗାମୀ ସଂସ୍କରଣଗୁଡିକର ସମସ୍ତ ଖେଳ ଟିଭି କିମ୍ବା ଡିଜିଟାଲ ମିଡିଆରେ ପ୍ରସାରଣ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ(BCCI) ଏହି ଟଙ୍କା ଦେବ ପ୍ରସାରଣ ଅଧିକାର ପାଇଥିବା ସଂସ୍ଥା ।

9.ରାଜ୍ୟସ୍ତରୀୟ କରାଟେ ଚମ୍ପିଆନସିପ୍‌: କଳାହାଣ୍ଡିକୁ ୩ ସ୍ବର୍ଣ୍ଣ ପଦକ

ରାଜ୍ୟସ୍ତରୀୟ କରାଟେ ଚମ୍ପିଆନ୍‌ସିପ୍‌ରେ କଳାହାଣ୍ଡିକୁ ମିଳିଲା ୩ଟି ସ୍ବର୍ଣ୍ଣ ପଦକ । ଭୁବନେଶ୍ବରରେ ଆୟୋଜିତ ଏହି କରାଟେ ଚମ୍ପିଆନ୍‌ସିପ୍‌ରେ ୩୦୦ରୁ ଅଧିକ କ୍ରୀଡ଼ାବିତ୍‌ ଭାଗ ନେଇଥିଲେ ।

10.ଭୁବନେଶ୍ବର ଛାଡ଼ିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି, ବିଶାଖାପାଟନମ୍‌ରେ ପରବର୍ତ୍ତୀ ଲଢ଼େଇ

ଭୁବନେଶ୍ବର: ତୃତୀୟ ଟି-୨୦ ମ୍ୟାଚ୍‌ ପାଇଁ ବିଶାଖାପାଟନମ୍‌ ଅଭିମୁଖେ ବାହାରି ଯାଇଛନ୍ତି ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟର । ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍‌ ସହ ବିସିସିଆଇ ସଭାପତି ଆଜି ଭୁବନେଶ୍ବର ଛାଡ଼ିଛନ୍ତି । ବାରବାଟୀରେ ଦକ୍ଷିଣ ଆଫ୍ରିକାଠାରୁ ୪ ୱିକେଟରେ ପରାଜିତ ହୋଇଥିଲା ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.