ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୭ ପିଏମ

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : May 29, 2022, 7:00 PM IST

1.Nepal Aircraft Missing: ନିଖୋଜ ୨୨ ଯାତ୍ରୀଙ୍କ ମଧ୍ୟରେ ଅଛନ୍ତି ୪ ଓଡିଆ

ନେପାଳର ଟ୍ବିନ ଇଞ୍ଜିନ 9 NAET ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବିମାନରେ ଥିବା ସମସ୍ତ ୪ ଭାରତୀୟ ଓଡ଼ିଶାର ବୋଲି ଜଣା ପଡ଼ିଛି ।

2.IPL 2022 final: ଷ୍ଟାଡିୟମରେ ଖେଳ ଦେଖିପାରନ୍ତି କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର

ମହାମୁକାବିଲାରେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉପସ୍ଥିତ ରହିବାର ସମ୍ଭାବନା ରହିଛି । ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ IPL ଫାଇନାଲ ମ୍ୟାଚ୍‌ ଖେଳାଯିବ ।

3.Nepal aircraft Missing: ଦୁର୍ଘଟଣାଗ୍ରସ୍ତ ଅବସ୍ଥାରେ ନିଖୋଜ ବିମାନ ଠାବ ! ଘଟଣାସ୍ଥଳକୁ ଗଲା ଉଦ୍ଧାରକାରୀ ଟିମ

ନିଖୋଜ ନେପାଳ ବିମାନ ମୁସ୍ତାଙ୍ଗରେ ଠାବ ସୂଚନା । ଦୁର୍ଘଟଣାଗ୍ରସ୍ତ ହୋଇଥିବା ସନ୍ଦେହ । ଘଟଣାସ୍ଥଳକୁ ଗଲା ଉଦ୍ଧାରକାରୀ ଟିମ ।

4.ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ: ଆସନ୍ତାକାଲି ମୋଦି-ନବୀନ ଭେଟଘାଟ, ରାଷ୍ଟ୍ରପତି ନିର୍ବାଚନ ନେଇ ହୋଇପାରେ ଆଲୋଚନା

ଆଜି(ରବିବାର) ସନ୍ଧ୍ୟାରେ ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି (ସୋମବାର) ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ସାଉଥ ବ୍ଲକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିବେ ସାକ୍ଷାତ ।

5.ଗିରଫ ଆତଙ୍କବାଦୀକୁ 3 ଦିନିଆ NIA ହେପାଜତକୁ ପଠାଇଲେ କୋର୍ଟ

କାଶ୍ମୀର ସଞ୍ଜୁଓ୍ବାନ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଗିରଫ ଆତଙ୍କବାଦୀକୁ 3 ଦିନିଆ NIA ହେପାଜତକୁ ପଠାଇଲେ କୋର୍ଟ ।

6.Rajya Sabha Election: ବିଜେଡି ସୁପ୍ରିମୋଙ୍କୁ ମନୋନୀତ ପ୍ରାର୍ଥୀଙ୍କ କୃତଜ୍ଞତା ଜ୍ଞାପନ

ଭୁବନେଶ୍ବର: 4ଟି ରାଜ୍ୟସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । 4ଟି ଆସନ ପାଇଁ ଦଳର ବରିଷ୍ଠ ନେତ୍ରୀ ତଥା ଦଳୀୟ ମୁଖପାତ୍ର ସୁଲତା ଦେଓ, ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଓ ନିରଞ୍ଜନ ବିଶି ରାଜ୍ୟସଭା ଯିବେ ।

7.PM CARES for Children scheme: ଅସହାୟ ଛାତ୍ରଛାତ୍ରୀଙ୍କୁ ଛାତ୍ର ବୃତ୍ତି ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ରିଲିଜ କରିବେ ଶିଶୁଙ୍କ ପାଇଁ ପିଏମ କେୟାର ଫଣ୍ଡ । ଲାଭାନ୍ବିତ ହେବେ କୋଭିଡରେ ମାତାପିତା ହରାଇଥିବା ଶିଶୁ ।

8.Mann Ki Baat: SHG ଗ୍ରୁପକୁ ସମର୍ଥନ କରିବାକୁ ମୋଦିଙ୍କ ଆହ୍ବାନ

ଆଜି (ରବିବାର) 89ତମ ମନ୍ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାସିକ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ବିଷୟରେ ଆଲୋକପାତ କରିଛନ୍ତି ମୋଦି ।

9.ଆଉ ରହିବନି ଟ୍ରାଫିକ ଚିନ୍ତା, ଦେଶର ପ୍ରଥମ Air Taxi ନିର୍ମାଣ କଲେ ଦିଲ୍ଲୀ ଝିଅ

ଆଗକୁ ଟ୍ରାଫିକ ସମସ୍ୟାରୁ ମିଳିବ ମୁକ୍ତି । କାରଣ ଦେଶର ପ୍ରଥମ ଏୟାର ଟାକ୍ସି ନିର୍ମାଣ କରିଛନ୍ତି ଦିଲ୍ଲୀ ଝିଅ ତଥା ଇଞ୍ଜିନିୟର ଶ୍ରେୟା ରସ୍ତୋଗି । ଏହାର ମଡେଲକୁ ଭାରତୀୟ ଡ୍ରୋନ ମହୋତ୍ସବର ଏକ କମ୍ପାନୀ ଦ୍ବାରା ଉପସ୍ଥାପିତ କରାଯାଇଛି ।

10.IPL 2022: ଭବ୍ୟ ଉଦ୍‌ଯାପନୀ ସମାରୋହ ଆରମ୍ଭ

IPL 2022 15ତମ ସଂସ୍କରଣର ଭବ୍ୟ ସମାରୋହ ନରେନ୍ଦ୍ର ମୋଦି ଷ୍ଟାଡିୟମ ଅହମ୍ମଦାବାଦରେ ଅନୁଷ୍ଠିତ ହେଉଛି । ଉପସ୍ଥିତ ରହିବେ କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କ ସମେତ ବଲିଉଡ ଅଭିନେତା ରଣବୀର ସିଂ ଏବଂ ପ୍ରସିଦ୍ଧ ଗାୟକ ଏ.ଆର ରେହମାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.