ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : May 25, 2022, 7:10 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. Yasin Malik Gets life Imprisonment: ୟାସିନ ମଲ୍ଲିକକୁ ଆଜୀବନ କାରାଦଣ୍ଡ

ୟାସିନ ମଲ୍ଲିକକୁ ଆଜୀବନ କାରାଦଣ୍ଡ । ୟାସିନକୁ ଫାସି ଦଣ୍ଡାଦେଶ ପାଇଁ ଆବେଦନରେ ଦାବି କରିଥିଲା ତଦନ୍ତକାରୀ ସଂସ୍ଥା NIA । ଆଜି ଅପରାହ୍ନରେ କଡା ସୁରକ୍ଷା ବଳୟ ମଧ୍ୟରେ ମଲ୍ଲିକକୁ ଦିଲ୍ଲୀର NIA ସ୍ବତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା ।

2. ଛତିସା ନିଯୋଗରେ ନିଷ୍ପତ୍ତି, ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ 3 ଘଣ୍ଟା ଦର୍ଶନ କରିପାରିବେ ଭକ୍ତ

ସରିଲା ଶ୍ରୀମନ୍ଦିର ଛତିସା ନିଯୋଗ ବୈଠକ । ସ୍ନାନଯାତ୍ରା ପାଇଁ ବୈଠକରେ ନିଆଗଲା ନିଷ୍ପତ୍ତି । ଏଥର ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ ।

3. ୟାସିନ ମଲ୍ଲିକ ଘର ସାମ୍ନାରେ ପ୍ରତିବାଦ, ପଥରମାଡ: ବଢିଲା ସୁରକ୍ଷା ବ୍ୟବସ୍ଥା

ଶ୍ରୀନଗରରେ ୟାସିନ ମଲ୍ଲିକର ଘର ସମ୍ନାରେ ପ୍ରତିବାଦ ଆରମ୍ଭ ହୋଇଛି । ଶତାଧିକ ସ୍ଥାନୀୟ ମହିଳା ଓ ଯୁବକ ପ୍ରତିବାଦ କରିବା ସହ ୟାସିନ ମଲ୍ଲିକ ସପକ୍ଷରେ ନାରାବାଜୀ ଆରମ୍ଭ କରି ଦେଇଛନ୍ତି ।

4. ଘାଟିରୁ ତଳକୁ ଖସିପଡିଲା ବୋଲେରୋ, 6 ପର୍ଯ୍ୟଟକ ମୃତ

ଉତ୍ତରାଖଣ୍ଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘାଟିରୁ ତଳକୁ ଖସିଲା ବୋଲେରୋ । 6 ପର୍ଯ୍ୟଟକ ମୃତ । ସମସ୍ତ ମୃତକ ପଶ୍ଚିମବଙ୍ଗର ହୋଇଥିବା ସୂଚନା ।

5. ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୩ ମୃତ

ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯୁଯୁମରା ଥାନା ଭବାନିପାଲିରେ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି ।

6. କୋର୍ଟରେ ହାଜର ହେଲା ୟାସିନ ମଲ୍ଲିକ: ଫାଶୀ ଦାବି କଲା NIA, କିଛି ସମୟ ପରେ ରାୟ

କୋର୍ଟରେ ହାଜର ହେଲା ଆତଙ୍କବାଦୀ ୟାସିନ ମଲ୍ଲିକ । ଫାଶି ଦଣ୍ଡାଦେଶ ଦାବି କଲା NIA । ଆଉ କିଛି ସମୟ ପରେ ଆସିବ ରାୟ ।

7. HFM Disease: ହାତ, ପାଦ ଏବଂ ପାଟିରେ ଦେଖା ଯାଉଥିବା ରୋଗ ଟମାଟୋ ଫ୍ଲୁ ନୁହେଁ

ରାଜ୍ୟରେ ଟମାଟୋ ଫ୍ଲୁ ଆତଙ୍କ ନେଇ ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ବର୍ତ୍ତମାନ ସୁଦ୍ଧାସ ଟମାଟୋ ଫ୍ଲୁ ଲକ୍ଷଣ ଚିହ୍ନଟ ହୋଇନାହିଁ । ହାତ, ପାଦ ଏବଂ ପାଟିରେ ଦେଖା ଯାଉଥିବା ରୋଗ ଟମାଟୋ ଫ୍ଲୁ ନୁହେଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

8. କଂଗ୍ରେସ ଛାଡିଲେ କପିଲ ଶିବଲ, ସମାଜବାଦୀ ପାର୍ଟି ସମର୍ଥନରେ ଭରିଲେ ରାଜ୍ୟସଭା ନାମାଙ୍କନ

କଂଗ୍ରେସ ଛାଡି ସାରିଛନ୍ତି ବରିଷ୍ଠ ନେତା କପିଲ ଶିବଲ । ଆଜି ସମାଜବାଦୀ ପାର୍ଟି ସମର୍ଥନରେ ସ୍ବାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ପାଇଁ ଭରିଲେ ନାମାଙ୍କନ । ଗତ 16 ତାରିଖରୁ ଇସ୍ତଫା ଦେଇ ସାରିଥିବା ନେଇ ରଖିଲେ ସ୍ପଷ୍ଟୀକରଣ ।

9. IPL 2022: ଆଜି RCB-LSG ଏଲିମିନେଟର ମୁକାବିଲା

ଅନ୍ତିମ ପର୍ଯ୍ୟାୟରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ ଟୁର୍ଣ୍ଣାମେଣ୍ଟ (IPL 2022) । ଆଜି (ବୁଧବାର) ଖେଳାଯିବ ଆଇପିଏଲର ପଞ୍ଚଦଶ ସଂସ୍କରଣର ଏଲିମିନେଟର ମ୍ୟାଚ ।

10. Varsha-Anubhav Marital Discord: ସ୍ୱାମୀଙ୍କ ବିରୋଧରେ ସାଇବର ଥାନାରେ ପହଞ୍ଚିଲେ ବର୍ଷା

ପୁଣି ସ୍ବାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ଥାନାରେ ଦ୍ବାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.