1. ଭାରତ ରଚିଲା ଇତିହାସ: 14 ଥରର ଚାମ୍ପିୟାନ ଇଣ୍ଡୋନେସିଆକୁ ହରାଇ ଜିତିଲା ଥୋମାସ୍ କପ୍
ଭାରତ ବ୍ୟାଡମିଣ୍ଟନ ଇତିହାସରେ ପ୍ରଥମ । ଇଣ୍ଡୋନେସିଆକୁ ହରାଇ 73 ବର୍ଷ ପରେ ଥୋମାସ କପ୍ ହାସଲ କଲା ଭାରତୀୟ ଟିମ୍ ।
2. ଓଡିଶା ଆସିପାରନ୍ତି ପ୍ରିୟଙ୍କା ଗାନ୍ଧୀ
ଖୁବଶୀଘ୍ର ଓଡିଶା ଆସିପାରନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଦଳର ସୁଦୃଢୀକରଣ ନେଇ ହୋଇପାରେ ଆଲୋଚନା ।
3. UAEରେ ପହଞ୍ଚିଲେ ଉପରାଷ୍ଟ୍ରପତି, ଦିବଙ୍ଗତ ରାଷ୍ଟ୍ରପତିଙ୍କୁ ଜଣାଇବେ ଶେଷ ସମ୍ମାନ
4. Brajarajnagar By-Poll: ବିଜେପି ଘୋଷଣା କଲା ଷ୍ଟାର ପ୍ରଚାରକ ତାଲିକା
ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ଘୋଷଣା କରିଛି ଷ୍ଟାର ପ୍ରଚାରକ ତାଲିକା ।
5. B.Ed EXAM: ଜୁଲାଇରେ ପ୍ରବେଶିକା ପରୀକ୍ଷା, ଜୁନ ପହିଲାରୁ ଆବେଦନ
ଆସନ୍ତା ଜୁଲାଇରେ ବିଏଡ଼ ପ୍ରବେଶିକା ପରୀକ୍ଷା ହେବାକୁ ଥିବାବେଳେ ଜୁନ ପହିଲାରୁ ଆବେଦନ ଭରିବେ ପରୀକ୍ଷାର୍ଥୀ ।
6. ଦନ୍ତ ଚିକିତ୍ସକରୁ ମୁଖ୍ୟମନ୍ତ୍ରୀ, ତ୍ରିପୁରାର ଏକାଦଶତମ CM ଭାବେ ଶପଥ ନେଲେ ମାଣିକ ସାହା
7. Rahul Bhat Killing: ମୋଦିଙ୍କ ପାଇଁ ଫିଲ୍ମ ଅଧିକ ଗୁରୁତ୍ବପୂର୍ଣ୍ଣ, କହିଲେ ରାହୁଲ
8. କଂଗ୍ରେସରେ କୋଣଠେସା, ଦଳ ଛାଡିବା ପରେ ମୁଖ୍ୟମନ୍ତ୍ରୀ
9. Andrew Symonds Death: ହରଭଜନଙ୍କ ଶୋକ, ମଙ୍କିଗେଟ ବିବାଦ ପାଇଁ ଦୁହେଁ ଥିଲେ ଚର୍ଚ୍ଚିତ
10. IPL 2022: 133 ରନରେ ଚେନ୍ନାଇକୁ ରୋକିଲା ଗୁଜୁରାଟ