ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ନ୍ୟୁଜ @7pm

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 4, 2022, 7:02 PM IST

୧. ଶହୀଦ ପରିବାରଙ୍କୁ ସହାୟତା ରାଶି ୧୦ଲକ୍ଷକୁ ବୃଦ୍ଧି

ଶହୀଦ ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ବୀରଗତି ପ୍ରାପ୍ତ ଶହୀଦ ପରିବାରଙ୍କୁ ପ୍ରଦାନ ଅନୁକମ୍ପା ମୂଳକ ସହାୟତା ରାଶିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।

୨. ଛତିଶଗଡରେ ସୁରକ୍ଷାକର୍ମୀ-ନକ୍ସଲ ଗୁଳି ବିନିମୟ, ଜଣେ ଯବାନ ଶହୀଦ

ଛତିଶଗଡର ଦନ୍ତେଓ୍ବାଡା ଓ ନାରାୟଣପୁର ଜଙ୍ଗଲରେ ସୁରକ୍ଷାକର୍ମୀ-ନକ୍ସଲ ଏନକାଉଣ୍ଟର । ଜଣେ ଯବନ ଶହୀଦ ।

୩. ଗୁଜୁରାଟ ଉପକୂଳରୁ ପାକିସ୍ତାନୀ ବୋଟ ଜବତ

ପୁଣି ଭାରତୀୟ ଜଳସୀମାରେ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କ ଅନୁପ୍ରବେଶ । ଗୁଜୁରାଟ ଉପକୂଳର ଭୂଜ ଅଞ୍ଚଳରୁ ପାକିସ୍ତାନୀ ବୋଟ ଜବତ କଲା BSF । ଖସିଗଲେ ପାକିସ୍ତାନୀ ମତ୍ସ୍ୟଜୀବୀ ।

୪. ରାଜ୍ୟରେ ସକ୍ରିୟ କାଳବୈଶାଖୀ, ବାତ୍ୟା ନେଇ ହୋଇନି ସ୍ପଷ୍ଟ ଆକଳନ

ରାଜ୍ୟରେ ସକ୍ରିୟ କାଳବୈଶାଖୀ ପ୍ରଭାବ। ବର୍ଷା ନେଇ 8 ଜିଲ୍ଲାକୁ ଏଲୋ ଓ୍ବାର୍ଣ୍ଣଂ । ଲଘୁଚାପ ସୃଷ୍ଟି ହେଲେ ସ୍ପଷ୍ଟ ହେବ ବାତ୍ୟା ପୂର୍ବାନୁମାନ

୫. ମହାକାଳଙ୍କ ଦର୍ଶନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ: ଉଜ୍ଜୟିନୀରେ ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ

ମଧ୍ୟପ୍ରଦେଶ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି(ବୁଧବାର) ସେ ନିଜ ପରିବାର ସହିତ ବାବ ମହାକାଳଙ୍କୁ ଦର୍ଶନ କରିଛନ୍ତି ।

୬. PCC Race: କଂଗ୍ରେସର ପୋଲ ଖୋଲିଲେ କି ଅଶୋକ ? ଜବାବ ରଖିଲେ ସୁର

ରାଜ୍ୟ କଂଗ୍ରେସର ସାଂଗଠନିକ ପରିବର୍ତ୍ତନ ସହ ନୂଆ ସଭାପତି ଚୟନ ପାଇଁ କଂଗ୍ରେସ ହାଇକମାଣ୍ଡ ଦଳର ସମସ୍ତ ବିଧାୟକଙ୍କୁ ଦିଲ୍ଲୀ ଡାକିଛନ୍ତି । ଆସନ୍ତା 9 ତାରିଖରେ ଦଳୀୟ ବିଧାୟକଙ୍କ ସହ ଆଲୋଚନା କରିବେ କଂଗ୍ରେସ ନେତୃତ୍ବ ।

୭. RBI Hiked Repo Rate: ରେପୋ ରେଟ ୪୦ ବେସିସ୍ ପଏଣ୍ଟ ବୃଦ୍ଧି, ୨୦୧୮ ପରେ ପ୍ରଥମ ଥର ବଢିଲା

ବଢିଲା ରେପୋ ରେଟ । ରେପୋ ରେଟ ୪ ପ୍ରତିଶତ ଥିବା ବେଳେ ବର୍ତ୍ତମାନ ଏହା ୪.୪୦ ପ୍ରତିଶତ ବୃଦ୍ଧି ପାଇଛି ।

୮. ଅବ୍ୟବସ୍ଥାରେ ବଣ୍ଡାଘାଟି ପନୀୟ ଜଳ ବ୍ୟବସ୍ଥା, ପିଇବା ପାଣି ପାଇଁ କଲବଲ ଆଦିମ ଜନଜାତି

ଖରା ଦିନ ଆସିଲେ ଅନେକ ସ୍ଥାନରେ ଦେଖାଦିଏ ଜଳ ଯନ୍ତ୍ରଣା । ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧା ଭୋଗନ୍ତି ଲୋକେ । ଆଉ ଏହି ସମସ୍ୟାର ସମାଧାନ ପାଇଁ ସରକାର ଅର୍ଥ ବ୍ୟୟ କରି ନଳକୂପଠୁ ଆରମ୍ଭ କରି ଜଳ ପ୍ରକଳ୍ପମାନ କରିଥାନ୍ତି । ହେଲେ ତାହା ପ୍ରକୃତର ଲୋକଙ୍କ କାମରେ ଲାଗୁଛି କି ନାହିଁ ତାର ଖବର କିଏ ରଖୁଛି ।

୯. ICC Rankings: T-20ରେ ଶୀର୍ଷରେ ଭାରତ, ଟେଷ୍ଟରେ ଅଷ୍ଟ୍ରେଲିଆ

ବାର୍ଷିକ ଟିମ୍ ରାଙ୍କିଂ ଘୋଷଣା, T-20 ଟୁର୍ଣ୍ଣାମେଣ୍ଟରେ ପ୍ରଥମ ସ୍ଥାନରେ ଭାରତ ।

୧୦. ଇଣ୍ଡଷ୍ଟ୍ରିରେ ଖିଲାଡି କୁମାରଙ୍କ 30 ବର୍ଷ, ପୋଷ୍ଟର ସେୟାର କରି ସରପ୍ରାଇଜ ଦେଲା YRF

ଅଭିନେତା ଅକ୍ଷୟ କୁମାର ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସଫଳତାର ସହ 30 ବର୍ଷ ପୂରଣ କରିଛନ୍ତି । ଏହି ଅବସରରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ପୃଥ୍ବୀରାଜଙ୍କର ଏକ ନୂଆ ପୋଷ୍ଟର ରିଲିଜ୍ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.