ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଇଟିଭିର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 3, 2022, 6:59 PM IST

୧. Akshaya Tritiya: ଆସିଲା ମହାପ୍ରଭୁଙ୍କ ଆଜ୍ଞାମାଳ, ଅନୁକୂଳ ହେଲା ରଥ ନିର୍ମାଣ କାର୍ଯ୍ୟ

ରଥଖଳାରେ ପହଞ୍ଚିଲା ମହାପ୍ରଭୁଙ୍କ ଆଜ୍ଞାମାଳ । ଅନୁକୂଳ ହେଲା ରଥ ନିର୍ମାଣ କାର୍ଯ୍ୟ ।

୨. ରାଜଧାନୀରେ ମାତିଲେ ଲୁଟେରା, ଗୁଳିମାଡ଼ କରି ଦୋକାନରୁ ଲୁଟିନେଲେ ସୁନା ଗହଣା

ରାଜଧାନୀରେ ମାତିଲେ ବନ୍ଧୁକଧାରି ଲୁଟେରା । ଗହଣା ଦୋକାନୀକୁ ଗୁଳିମାଡ କରି ଗହଣା ଲୁଟି ନେଲେ ଦୁର୍ବୃତ୍ତ । ଦୋକାନୀ ଓ ମ୍ୟାନେଜର ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ।

୩. ଗଡ଼ଖୋର୍ଦ୍ଧାରେ ତିଆରି ହେବ ଭେଇକିଲ ଅଣ୍ଡର ପାସ, ଖର୍ଚ୍ଚ ହେବ ୭ କୋଟି

ଗଡ଼ଖୋର୍ଦ୍ଧା ଛକରେ ନିର୍ମାଣ ହେବ ଭେଇକିଲ ଅଣ୍ଡର ପାସ । ଏହା ବାବଦରେ ଖର୍ଚ୍ଚ ହେବ ୭ କୋଟି ।

୪. BrajarajNagar By-poll: ଜିଲ୍ଲା ପ୍ରଶାସନ, ରାଜନୈତିକ ଦଳ ସଭିଏଁ ପ୍ରସ୍ତୁତ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ । ଏନେଇ ରଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଛି ଚଳଚଞ୍ଚଳ । ଜିଲ୍ଲା ପ୍ରଶାସନ ମଧ୍ୟ ଆରମ୍ଭ କରିଛି ପ୍ରସ୍ତୁତି । ଆସନ୍ତା ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପଡିବ ଭୋଟ । ଜୁନ ୩ ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।

୫. IPL-2022: ପ୍ଲେ ଅଫ୍ ମ୍ୟାଚ କାର୍ଯ୍ୟସୂଚୀ ଘୋଷଣା, ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମୁକାବିଲା

TATA IPL-2022 ପ୍ଲେ ଅଫ୍ ମ୍ୟାଚ କାର୍ଯ୍ୟସୂଚୀ ଘୋଷଣା । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମ୍ୟାଚ ।

୬. ଧାରା 370 ହଟିବା ପରେ ପ୍ରଥମ ଘଟଣା, ଅନନ୍ତନାଗରେ ସୁରକ୍ଷା ବଳ ଉପରକୁ ପଥର ମାଡ

ଅନନ୍ତନାଗରେ ସୁରକ୍ଷା ବଳ ଉପରକୁ ପଥର ମାଡ । ଇଦ ଅବସରରେ ନମାଜ ପାଠ ପରେ ଏକତ୍ରିତ ଭିଡ ପଥର ମାଡ କରିଥିବା ସୂଚନା । ସୁରକ୍ଷା ବ୍ୟବସ୍ଥା କଡାକଡି ।

୭. Viral News: କାଠମାଣ୍ଡୁ ନାଇଟ କ୍ଲବରେ ମସ୍ତି କରୁଛନ୍ତି ରାହୁଲ ଗାନ୍ଧୀ ! ଭଡିଓ ସୟାର କଲା BJP, ଜବାବ ଦେଲା କଂଗ୍ରେସ

କାଠମାଣ୍ଡୁ ନାଇଟ କ୍ଲବରେ ନଜର ଆସିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଭିଡିଓ ସେୟାର କରି ସମାଲୋଚନା କଲା ବିଜେପି । କଂଗ୍ରେସ କହିଲା ବାନ୍ଧବୀଙ୍କ ବିବାହରେ ସାମିଲ ହେବା ଅପରାଧ ନୁହେଁ, ମନେ ପକାଇଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାକିସ୍ତାନରେ କେକ କଟା କାର୍ଯ୍ୟକ୍ରମ ।

୮. Weather Update: 96ରୁ 120 ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ! କ୍ରମଶଃ ସ୍ପଷ୍ଟ ହେବ ବାତ୍ୟାର ଚିତ୍ର

ଆସନ୍ତା 6ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । କ୍ରମଶଃ ସ୍ପଷ୍ଟ ହେବ ବାତ୍ୟାର ଚିତ୍ର ।

୯. କଣ୍ଟିଲୋ ପୀଠର ଆବଶ୍ୟକ ବିକାଶକୁ ସରକାରଙ୍କ ଅଣଦେଖା ଅଭିଯୋଗ

ନୟାଗଡ଼ କଣ୍ଟିଲୋ ନୀଳମାଧବ ପୀଠର ଆବଶ୍ୟକ ବିକାଶକୁ ସରକାର ଅଣଦେଖା କରୁଥିବା ଅଭିଯୋଗ ଆଣିଛି ଖଣ୍ଡପଡ଼ା ବିକାଶ ମଞ୍ଚ ।

୧୦. ମହେଶ ବାବୁଙ୍କ Sarkaru Vaari Paata ଟ୍ରେଲର ରିଲିଜ୍‌, ଜବରଦସ୍ତ ଆକ୍ସନ୍ ସହ କମେଡିର ତଡକା

ସାଉଥ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ମହେଶ ବାବୁଙ୍କ Sarkaru Vaari Paata ଟ୍ରେଲର ରିଲିଜ୍‌ ହୋଇଛି । ଯେଉଁଥିରେ ମହେଶ ବାବୁ ଆକ୍ସନ୍ ମୁଡ୍‌ରେ ନଜର ଆସିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.