ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ସଂଧ୍ୟା ସାତର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Apr 21, 2022, 7:00 PM IST

1.UK PM In Gujarat: ସାବରମତି ଆଶ୍ରମରେ ଚରଖା ଚଲାଇଲେ, JCB ଚଢିଲେ

ଅହମ୍ମଦାବାଦର ସାବରମତି ଆଶ୍ରମ ପରିଦର୍ଶନ କଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଜନସନ । ସନ୍ଧ୍ୟାରେ ଦିଲ୍ଲୀ ଅଭିମୁଖେ କରିବେ ଯାତ୍ରା । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ସହ ବୈଠକ ପରେ ଫେରିବେ ବ୍ରିଟେନ ।

2.Blast In Afghanistan: 10 ମୃତ, 50ରୁ ଅଧିକ ଆହତ

ଆଫଗାନିସ୍ତାର ଏକ ମସଜିଦରେ ବିସ୍ଫୋରଣ । 10 ମୃତ ସହ ଅନେକ ଆହତ ଆଶଙ୍କା । ଜାରି ରହିଛି ଉଦ୍ଧାର କାର୍ଯ୍ୟ ।

3.ଆବାସ ଯୋଜନାରେ ମହାଘୋଟାଲା, କୁଡିଆ ଭିତରେ ବିତୁଛି ଗରିବ ଜୀବନ

କଳାହାଣ୍ଡିରେ ଆବାସ ଗୃହ କେଳେଙ୍କାରୀ । ସରକାରୀ ରିପୋର୍ଟରେ ଗରିବ ପକ୍କା ଘର ପାଉଛି, ହେଲେ ବାସ୍ତବରେ ଭଙ୍ଗା ଘରେ ବିତୁଛି ଜୀବନ ।

4.Central Minister Visit: କେନ୍ଦ୍ର ଅନୁଦାନର ବାଟମାରଣା ଅଭିଯୋଗ ଆଣିଲେ ମନ୍ତ୍ରୀ ଶୋଭା କରନ୍ଦାଲାଜେ

ନବରଙ୍ଗପୁର ଜିଲ୍ଲା ଗସ୍ତରେ କେନ୍ଦ୍ର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ରାଷ୍ଟ୍ର ମନ୍ତ୍ରୀ ସୁଶ୍ରୀ ଶୋଭା କରନ୍ଦାଲାଜେ ।

5.ଜନସେବା ଲାଗି ରାଜନୀତିରେ ଅଛି, ଯାହା ଦାଇତ୍ବ ମିଳିବ ତୁଲାଇବି: ପ୍ରଦୀପ ମାଝୀ

ରାଜ୍ୟରେ ଫାଙ୍କା ପଡିଥିବା 4 ରାଜ୍ୟସଭା ପଦ ଲାଗି ସସପେନ୍ସ ଜାରି ରହିଛି । ରେସରେ ଅନେକ ନେତା ଥିବାବେଳେ ସର୍ବାଧିକ ଚର୍ଚ୍ଚାରେ ଅଛନ୍ତି ହେଭିୱେଟ ପ୍ରଦୀପ ମାଝୀ ।

6.Civil Services Day: ଜିଲ୍ଲାଧିକାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ, କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତାକୁ ତ୍ବରାନ୍ବିତ କର

ଆଜି ସିଭିଲ୍‌ ସର୍ଭିସ ଡେ । ଦିଲ୍ଲୀରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସହ ପ୍ରଶାସନିକ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ।

7.ଶ୍ରୀମନ୍ଦିର ନିକଟରେ ଯୁବକଯୁବତୀଙ୍କ ଆପତ୍ତିଜନକ ଭିଡିଓ ଭାଇରଲ, ପବିତ୍ରତା କ୍ଷୂର୍ଣ୍ଣ ହେଉଥିବା ଅଭିଯୋଗ

ଶ୍ରୀମନ୍ଦିର ସମ୍ମୁଖ ମଙ୍ଗୁ ମଠରେ ଆପତ୍ତିଜନକ ଅବସ୍ଥାରେ ଥିବା ଯୁବକଯୁବତୀଙ୍କ ଭିଡିଓ ଭାଇରଲ । ଶ୍ରୀମନ୍ଦିରର ପବିତ୍ରତା କ୍ଷୂର୍ଣ୍ଣ ହେଉଥିବା ଅଭିଯୋଗ ।

8.ମହୁଲ ଫୁଲର ଅଭାବୀ ବିକ୍ରି: ହତାଶ ଆଦିବାସୀ, ମାଲେମାଲ୍ ଦଲାଲ

ପଶ୍ଚିମ ଓଡିଶାରେ ଆଦିବାସୀଙ୍କ ରୋଜଗାର ପନ୍ଥା ହେଉଛି ମହୁଲ ଫୁଲ । ଆଦିବାସୀଙ୍କ ପେଟକୁ ଦାନା ଦେଇଥାଏ ଏହି ବନଜାତ ଦ୍ରବ୍ୟ । ହେଲେ ଏବେ ମହୁଲକୁ ମିଳୁନି ପ୍ରକୃତ ମୂଲ ।

9.Marriage Anniversary: ୧୫ତମ ବିବାହ ବାର୍ଷିକୀରେ ଫଟୋ ସେୟାର କଲେ ଅଭିଷେକ

15ତମ ବିବାହ ବାର୍ଷିକୀରେ ସୁନ୍ଦର ଫଟୋ ସେୟାର କଲେ ଅଭିଷେକ ବଚ୍ଚନ । ଏହି ଫଟୋରେ ମନ୍ତବ୍ୟ ଦେଇ ଅମିତାଭ ବଚ୍ଚନ ଲେଖିଛନ୍ତି- ସବୁଦିନ ପାଇଁ ପ୍ରେମ ଏକାଠି ।

10.Wimbledon: ଋଷୀୟ ଖେଳାଳି ବ୍ୟାନ୍‌ ନିଷ୍ପତିକୁ ନୋଭାକ ଜୋକଭିକଙ୍କ ସମାଲୋଚନା

ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପାଇଁ ଚଳିତ ବର୍ଷର ମେଗା ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟରେ ଋଷିଆ ଓ ବେଲାଋସ ଖେଳାଳି ଅଂଶଗ୍ରହଣ କରିପାରିବେ ନାହିଁ । ବିଶ୍ବ ଟେନିସର ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ(Wimbledon) ବୁଧବାର ଏହି ଘୋଷଣା କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.