ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୭PMର ତାଜା ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Apr 18, 2022, 7:10 PM IST

1.Army Chief: ଜେନେରାଲ ମନୋଜ ପାଣ୍ଡେ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ

ଦେଶର ନୂଆ ସ୍ଥଳସେନା ମୁଖ୍ୟ ହେବେ ଜେନେରାଲ ମନୋଜ ପାଣ୍ଡେ । ଜେନେରାଲ ଏମଏମ ନରଓ୍ବାଣଙ୍କ ଠାରୁ ନେବେ ଦାୟିତ୍ବ । ଇଞ୍ଜିନିୟର ଭାବେ ସ୍ଥଳସେନାର ସର୍ବୋଚ୍ଚ ପଦବୀରେ ପହଞ୍ଚିବାରେ ସେ ହେବେ ପ୍ରଥମ ଅଧିକାରୀ ।

2.ପୂର୍ବତନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ

ପୂର୍ବତନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ମିଳିଲା ସର୍ତ୍ତ ମୂଳକ ଜାମିନ। ସର୍ତ୍ତ ମୂଳକ ଜାମିନ ପ୍ରଦାନ କଲେ କଟକ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ। ୬୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ ନ ହେବାରୁ ମିଳିଛି ଜାମିନ।

3.Summer Vacation: କମିଲା ଉଚ୍ଚ ଶିକ୍ଷାନୁଷ୍ଠାନ ଖରାଛୁଟି, ଏଥର ୧୬ ଦିନ

କମିଲା ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ଖରାଛୁଟି । ଏଥର ୧୬ ଦିନ ମିଳିବ ଖରାଛୁଟି । ଜୁନ ୧ ତାରିଖରୁ ୧୬ ତାରିଖ ହେବ ଖରାଛୁଟି ।

4.Jahangirpuri Violence: ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ସଦସ୍ୟଙ୍କ ନାଁରେ ମାମଲା ରୁଜୁ

ଜାହାଙ୍ଗୀରପୁରୀ ହିଂସାକୁ ନେଇ ଆଉ ଏକ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ ।

5.Khargone violence: 8 ଦିନ ପରେ ସାମ୍ନାକୁ ଆସିଲା ପ୍ରଥମ ମୃତ୍ୟୁ, ପୋଲିସ ଲୁଚାଇ ରଖିଥିବା ପରିବାରର ଅଭିଯୋଗ

ମଧ୍ୟପ୍ରଦେଶ ଖରୋଗନ ହିଂସାକାଣ୍ଡ ଘଟଣାର 8 ଦିନ ପରେ ସାମ୍ନାକୁ ଆସିଲା ପ୍ରଥମ ମୃତ୍ୟୁ । ମୃତ ଯୁବକଙ୍କ ନାମ ଇବାରିଶ ଖାନ । ପୋଲିସ ବିରୋଧରେ ଲୁଚାଇ ରଖିବାର ଅଭିଯୋଗ ଆଣିଲା ମୃତକଙ୍କ ପରିବାର ।

6.Srimandir Parikrama Project: ଖୁବଶୀଘ୍ର ବସିବ ଗୃହ କମିଟି ବୈଠକ କହିଲେ ବାଚସ୍ପତି

ଖୁବଶୀଘ୍ର ବସିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଗଠନ ହୋଇଥିବା କମିଟି ବୈଠକ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବ ବିଧାନସଭା ଗୃହ କମିଟି । ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା ହେବ ।

7.Prafulla Kara Demise: ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ପ୍ରଫୁଲ୍ଲ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସରିଲା ଶେଷକୃତ୍ୟ

ଆଉ ଆମ ଗହଣରେ ନାହାନ୍ତି ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର । ତାଙ୍କର ଆଜି ଦେହାନ୍ତ ହୋଇଥିବା ବେଳେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

8.ରାଜଧାନୀରେ ହାଜତ ମୃତ୍ୟ ପାଇଁ କିଏ ଦାୟୀ ? ରାତିରେ ମାରି ସକାଳେ ଖବର ଦେଲେ: ପତ୍ନୀ

ଭୁବନେଶ୍ବରରେ ବଡଗଡ ଥାନା ହାଜତରେ ଜଣଙ୍କର ମୃ୍ତ୍ୟୁ ହୋଇଥିବା ଅଭିଯୋଗ । ଗତକାଲି ରାତିରେ ଚୋରି କରୁଥିବା ବେଳେ ମୃତକଙ୍କୁ ଉଠାଇ ନେଇଥିଲା ପୋଲିସ ।

9.ଡ୍ରାଇଭର ସଂଘ ଆନ୍ଦୋଳନକୁ କଂଗ୍ରେସର ସମର୍ଥନ, ୫୦ ହଜାର ସହାୟତା ରାଶି ଦାବି

ବିଭିନ୍ନ ଦାବି ନେଇ ଆଜି(ସୋମବାର) ରାଜ୍ୟରେ ଧାରଣା ଦେଇଛି ଓଡ଼ିଶା ଡ୍ରାଇଭର ମହାସଂଘ । ତେବେ ଏହି ଆନ୍ଦୋଳନକୁ କଂଗ୍ରେସ ବିଧାୟକ ସୁର ରାଉତରାୟ ସମର୍ଥନ କରିଛନ୍ତି ।

10.THE LADY KILLER: ମନାଲିରେ ଭୂମି ପେଡନେକର-ଅର୍ଜୁନ କପୁର, ସେୟାର କଲେ ଫଟୋ

ବଲିଉଡ ଅଭିନେତ୍ରୀ ଭୂମି ପେଡନେକର ଏବଂ ଅର୍ଜୁନ କପୁର ହିମାଚଳ ପ୍ରଦେଶର ମନାଲିରେ ଦ ଲେଡି କିଲରର ସୁଟିଂ ପାଇଁ ପହଞ୍ଚିଛନ୍ତି । ଉଭୟ ନିଜ ଇନଷ୍ଟାଗ୍ରାମରେ ଷ୍ଟୋରୀ ସେୟାର କରି ସେମାନଙ୍କ ପ୍ରଶଂସକଙ୍କ ସହ ଏହି ସୂଚନା ସେୟାର କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.