ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Mar 8, 2022, 7:07 PM IST

୧. ରାଜ୍ୟରେ ବଢୁଛି ମହିଳା ଡ୍ରାଇଭରଙ୍କ ସଂଖ୍ୟା, ତଥାପି ଜାତୀୟସ୍ତରଠୁ କମ

ଗତ ପାଞ୍ଚ ବର୍ଷରେ ଓଡିଶାରେ 33% ବୃଦ୍ଧି ପାଇଛି ମହିଳା ଡ୍ରାଇଭରଙ୍କ ସଂଖ୍ୟା । 2017 ରେ 25 ହଜାର 86 ଜଣ ମହିଳା ଡ୍ରାଇଭିଂ ଲାଇସେନ୍ସ ପାଇଥିଲେ। 2021 ରେ ଏହା 33 ହଜାର 666 କୁ ବୃଦ୍ଧି ପାଇଛି ।

୨. Women's Day: Best Vaccinator ଭାବେ ଓଡିଶାର 2 ମହିଳା ସ୍ବାସ୍ଥ୍ୟକର୍ମୀ ସମ୍ମାନିତ

ଅନ୍ତର୍ଜାତୀୟ ମହିଳା ଦିବସ (International Women's Day) ଅବସରରେ ପୁଣି ଥରେ ରାଜ୍ୟ ପାଇଁ ଗୌରବ ଆଣିଲେ ଦୁଇ ମହିଳା ସ୍ବାସ୍ଥ୍ୟ କର୍ମୀ । ସାରା ଦେଶରେ ଶ୍ରେଷ୍ଠ କୋଭିଡ ଟିକା ପ୍ରଦାନକାରୀ ଭାବେ ହୋଇଛନ୍ତି ସମ୍ମାନିତ ।

୩. Municipal Election: ନିର୍ବାଚନ ପାଇଁ ବନ୍ଦ ରହିବ ପରୀକ୍ଷା, ଚିଠି ଲେଖିଲା ଉଚ୍ଚଶିକ୍ଷା ବିଭାଗ

ଆଗାମୀ ପୌର ନିର୍ବାଚନ ପାଇଁ ମାର୍ଚ୍ଚ ୨୨ ରୁ ୨୪ ପର୍ଯ୍ୟନ୍ତ ବନ୍ଦ ରହିବ ଯୁକ୍ତ 3 ଏବଂ ବିଶ୍ବବିଦ୍ୟାଳୟ ପରୀକ୍ଷା । ପରୀକ୍ଷା ବନ୍ଦ ପାଇଁ ସବୁ କୁଳପତି, କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲା ଉଚ୍ଚ ଶିକ୍ଷା ବିଭାଗ ।

୪. ବଲାଙ୍ଗୀରରେ ଅଭାବନୀୟ ଦୃଶ୍ଯ, ଟ୍ରଲିରେ ବୁହାହେଲା ମୃତଦେହ

ପୁଣି ମୃତଦେହକୁ ଅସମ୍ମାନ । ବଲାଙ୍ଗୀର ଜିଲ୍ଲାରେ ଟ୍ରଲିରେ ବୁହା ହେଲା ମୃତଦେହ । ତେବେ ଏହି ଅଭାବନୀୟ ଚିତ୍ର ବଲାଙ୍ଗୀରରେ ଦେଖିବାକୁ ମିଳିଛି ।

୫. International Passenger Services: ଆସନ୍ତା ୨୭ରୁ ଅନ୍ତର୍ଜାତୀୟ ପାସେଞ୍ଜର ବିମାନ ସେବା ଆରମ୍ଭ

ଆସନ୍ତା ୨୭ ତାରିଖରୁ ଅନ୍ତର୍ଜାତୀୟ ପାସେଞ୍ଜର ବିମାନ ସେବା ଆରମ୍ଭ ହେବାକୁ ଯାଉଛି ।

୬. ଝାଡଖଣ୍ଡରେ NTPC ନିର୍ମାଣକୁ ନେଇ ସଂଘର୍ଷ, ୨୭ ଆହତ

ଝାଡଖଣ୍ଡରେ ଜାତୀୟ ତାପଜ ଶକ୍ତି ନିଗମ(National Thermal Power Corporation)କୁ ବିରୋଧ କରି ଗଣ୍ଡଗୋଳ । ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଘର୍ଷ ।

୭. International Women's Day: ବିଧାନସଭାକୁ ଘୋଡାରେ ଆସିଲେ ବିଧାୟିକା

ଆଜି ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ । ଏଥିପାଇଁ ସାରା ବିଶ୍ବ ପାଳୁଛି ଅନ୍ତର୍ଜାତୀୟ ମହିଳା ଦିବସ । ଏଥି ସହ ଭାରତରେ ବିଭିନ୍ନ ସ୍ଥାନରେ ଧୁମଧାମ୍‌ରେ ପାଳନ ହେଉଛି ଏହି ମହାନ ଦିବସ ।

୮. Ukraine War: ଯୁଦ୍ଧରେ ସାମିଲ ହେଲେ ମହିଳା ଫୋର୍ସ, ଜେଲେନସ୍କି କହିଲେ ମୁଁ କିଭରେ ଅଛି

୧୩ ଦିନରେ ପହଞ୍ଚିଛି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ । ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଦେଶ ସୁରକ୍ଷା ପାଇଁ ସମସ୍ତଙ୍କୁ ଅସ୍ତ୍ର ଧରିବାକୁ ଆହ୍ବାନ କରିଛନ୍ତି ।

୯. Ukraine War: ଋଷ ବିରୋଧରେ ଲଢୁଛନ୍ତି ଭାରତୀୟ ଯୁବକ, ୟୁକ୍ରେନ ସେନାରେ ହେଲେ ସାମିଲ

ୟୁକ୍ରେନ ସେନାରେ ସାମିଲ ହୋଇ ଋଷ ବିରୋଧରେ ଯୁଦ୍ଧ ଲଢୁଛନ୍ତି ତାମିଲନାଡୁର ଛାତ୍ର । ଇଞ୍ଜିନିୟରିଂ ଶିକ୍ଷା ପାଇଁ ଯାଇଥିଲେ ୟୁକ୍ରେନ । ଗୁଇନ୍ଦା ସୂତ୍ରରୁ ସୂଚନା ମିଳିବା ପରେ ପରିବାର ଆତଙ୍କିତ ।

୧୦. ମୁହଁ ଖୋଲିଲେ ସୋନାକ୍ଷୀ ସିହ୍ନା, କହିଲେ- ମୋତେ ଫସା ଯାଉଛି

ଅତୀତରୁ ତାଙ୍କ ବିରୋଧରେ ଏକ ଠକେଇ ମାମଲା ରୁଜୁ ହୋଇଥିବାର ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିଷୟରେ ଏକ ଖବର ଆସିଛି। ସୋନାକ୍ଷୀ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଦିଲ୍ଲୀର ଏକ ଇଭେଣ୍ଟରେ ଯୋଗଦେବାର ଥିଲା, କିନ୍ତୁ ତାହା ହୋଇ ନଥିଲା। ବର୍ତ୍ତମାନ ଏହାକୁ ନେଇ ମୁହଁ ଖୋଲିଛନ୍ତି ସୋନାକ୍ଷୀ ସିହ୍ନା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.