ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୭PM ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Feb 2, 2022, 7:01 PM IST

1.କୋଭିଡ ସମୟରେ ମାନସିକ ରୋଗୀଙ୍କ ସଂଖ୍ୟା ବଢିଛି: ପ୍ରଫେସର ସାରଦା ପ୍ରସନ୍ନ ସ୍ବାଇଁ

କୋରୋନାକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା ବାର୍ତ୍ତା ଦିଆଯାଇଛି । ମହାମାରୀ ସମୟରେ ମାନସିକ ଦୁଶ୍ଚିନ୍ତା ବଢିଛି ।

2.Budget 2022-23: ଓଡିଶା ପାଇଁ ୯୨୫୪ କୋଟିର ରେଳ ବଜେଟ

ଓଡିଶାକୁ ୯୨୫୪ କୋଟି ଟଙ୍କାର ରେଳ ବଜେଟ ରହିଛି । ତେବେ ଓଡିଶାର ରେଳବାଇର ବିଭିନ୍ନ ପ୍ରକଳ୍ପ ପାଇଁ ମଧ୍ୟ ଅର୍ଥ ବ୍ୟବସ୍ଥା କରାଯାଇଛି ।

3.ବଢିଲା ପାରଦ, ଉତ୍ତର ଓଡିଶାରରେ କୁଆପଥର ବର୍ଷା ସମ୍ଭାବନା

ଆସନ୍ତାକାଲି(ଗୁରୁବାର) ଠାରୁ କୁଆପଥାର ବର୍ଷା ନେଇ ଆଭ୍ୟନ୍ତରୀଣ ଉତ୍ତର ଓଡିଶାର କେତେକ ଜିଲ୍ଲାକୁ ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ ।

4.ଡାକ୍ତରଙ୍କୁ 50ଲକ୍ଷର ବଟି ଧମକ, ବନ୍ଧାହେଲେ ଝାଡଖଣ୍ଡ ଯୁବକ

ଡାକ୍ତରଙ୍କୁ ଧମକ ଦେଇ ବନ୍ଧାହେଲେ ଝାଡଖଣ୍ଡ ଯୁବକ । ଜଣାଶୁଣା ବିଶିଷ୍ଟ ଡାକ୍ତର ସାମି ସଲିମଙ୍କୁ ଗିରଫ ଅଭିଯୁକ୍ତ ଫୋନ କରି 50 ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲେ ।

5.ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରୁ ବ୍ରହ୍ମୋସର ସଫଳ ପରୀକ୍ଷଣ

ଆଣ୍ଡାମାନ ଦ୍ବୀପପୁଞ୍ଜରୁ ବ୍ରହ୍ମୋସର ସଫଳ ପରୀକ୍ଷଣ । ସୂଚନା ଦେଲା ନୌସେନା ।

6.ରାସ୍ତା ନିର୍ମାଣ ଦାବିରେ ରାସ୍ତାରୋକ

ରାସ୍ତା ପାଇଁ ରାସ୍ତା ଅବରୋଧ । ପାଞ୍ଚୋଟି ପଡା ଗାଁର ଲୋକେ ଆଜି ତାରପୁର ଠାରେ କଟକ ଓ ପାରାଦ୍ବୀପ ରାସ୍ତା ଅବରୋଧ କରିଛନ୍ତି ।

7.UP Assembly Poll: ବହୁଚର୍ଚ୍ଚିତ ପତିପତ୍ନୀ ଯୋଡିକୁ ମିଳିଲାନି ଟିକେଟ

ପର୍ଯ୍ୟାୟ ଅନୁସାରେ ପ୍ରାର୍ଥୀପତ୍ର ତାଲିକା ଜାରୀ କରୁଛି ବିଜେପି। ଉତ୍ତରପ୍ରଦେଶ ରାଜନୀତିରେ ବେଶ ଚର୍ଚ୍ଚିତ ସ୍ବାମୀ, ସ୍ତ୍ରୀ ଯୋଡି ହେଉଛନ୍ତି ଦୟାଶଙ୍କର ସିଂହ ଓ ସ୍ବାତୀ ସିଂହ। ତେବେ ଚଳିତ ବିଧାନସଭା ନିର୍ବାଚନରେ ଉଭୟଙ୍କ ମଧ୍ୟରୁ କାହାକୁ ମଧ୍ୟ ପ୍ରାର୍ଥୀ କରିନାହିଁ ବିଜେପି।

8.Uttarakhand polls: ୫୦୦ରେ LPG, ୪ ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ଦେଲା କଂଗ୍ରେସ

ଉତ୍ତରାଖଣ୍ଡ ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କଲା କଂଗ୍ରେସ । ଫୋକସରେ ଚାରି ଲକ୍ଷ ଚାକିରୀ, 5 ଶହ ଟଙ୍କାରେ LPG ଗ୍ୟାସ । ପୋଲିସ ବିଭାଗରେ ମହିଳାଙ୍କ ପାଇଁ 40 ପ୍ରତିଶତ ସଂରକ୍ଷଣ ସହ ଆର୍ଥିକ ପଛୁଆ ବର୍ଗର ପରିବାରକୁ ବାର୍ଷିକ ୪୦ ହଜାର ଟଙ୍କାର ସହାୟତା ପ୍ରତିଶ୍ରୁତି ।

9.ସଲମାନଙ୍କ ପାଇଁ ଭାଲେଣ୍ଟାଇନ୍ସ ଡେ ପାଳିବେନି ଭିକ୍ୟାଟ୍ !

ବିବାହ ପରେ କ୍ୟାଟ୍ରିନା ଏବଂ ଭିକି ସେମାନଙ୍କର ପ୍ରଥମ ଖ୍ରୀଷ୍ଟମାସ ଏବଂ ଲୋହରୀ ଫ୍ୟାନ୍ସଙ୍କ ସହିତ ପାଳନ କରିଥିଲେ । କିନ୍ତୁ ଏବେ ସଲମାନଙ୍କ ପାଇଁ କ୍ୟାଟ୍ରିନା ତାଙ୍କ ସ୍ୱାମୀ ଭିକି କୌଶଲଙ୍କ ସହ ପ୍ରଥମ ଭାଲେଣ୍ଟାଇନ୍ସ ଡେ ପାଳନ କରିପାରିବେ ନାହିଁ ।

10.Laureus World Sports Awards: ନୀରଜ ଚୋପ୍ରାଙ୍କ ସମେତ ବିଶ୍ବର ୬ ଖେଳାଳି ମନୋନୀତ

କ୍ରୀଡା ସମ୍ମାନ ଲୌରିୟସ୍ ୱାର୍ଲ୍ଡ ସ୍ପୋର୍ଟ୍ସ(Laureus World Breakthrough of the Year Award) ଆୱାର୍ଡ ପାଇଁ ନୀରଜ ଚୋପ୍ରା ମନୋନୀତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.