ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ନ୍ୟୁଜ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Feb 1, 2022, 7:13 PM IST

1. ବିଶ୍ବର ପ୍ରଥମ ନେତା: ୧ କୋଟି ଅତିକ୍ରମ କଲା ମୋଦିଙ୍କ ୟୁଟ୍ୟୁବ ସବସ୍କ୍ରିପସନ୍

୧କୋଟି ଅତିକ୍ରମ କଲା ମୋଦିଙ୍କ ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରିପସନ୍ । ଯାହା ବିଶ୍ବର ବଡବଡ ନେତାଙ୍କ ମଧ୍ୟରେ ସର୍ବାଧିକ ରହିଛି ।

2. Budget 2022-23: ଚଳିତ ବଜେଟରେ କୌଣସି ନୂତନତା ନାହିଁ

ଆଗତ ହୋଇଛି ଚଳିତ ୨୦୨୨-୨୩ ର ଆର୍ଥିକ ବଜେଟ । ଏହି ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ।

3. Budget 2022-23: ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ପ୍ରତିକ୍ରିୟା

ଲୋକସଭାରେ ଉପସ୍ଥାପନା ହୋଇଛି ଚଳିତ ଆର୍ଥିକ ବର୍ଷର ବଜେଟ ୨୦୨୨-୨୩ । ବଜେଟକୁ ନେଇ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋଙ୍କ ପ୍ରତିକ୍ରିୟା ରଖିଛନ୍ତି ।

4. School To Reopen: କମୁଛି ସଂକ୍ରମଣ, ଫେବୃଆରୀରେ ଖୋଲିପାରେ ସ୍କୁଲ

ରାଜ୍ୟରେ ସଂକ୍ରମଣ ଧୀରେ ଧୀରେ କମୁଥିବାରୁ ଖୋଲିପାରେ ସ୍କୁଲ । ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅଭିଭାବକ ଏବଂ ଶିକ୍ଷାବିତ୍ ସମସ୍ତେ ସ୍କୁଲ ଖୋଲିବା ସପକ୍ଷରେ ମତ ଦେଇଥିବା ଦେଖିବାକୁ ମିଳିଛି ।

5. ଆସନ୍ତାକାଲି ମହାପ୍ରଭୁ ଜଗନ୍ନାଥଙ୍କର ଦୁର୍ଲ୍ଲଭ ପଦ୍ମବେଶ: ଦର୍ଶନ କରିବେ ଭକ୍ତ

ଆସନ୍ତାକାଲି ମହାପ୍ରଭୁଙ୍କ ଜଗନ୍ନାଥଙ୍କର ଦୁର୍ଲଭ ପଦ୍ମବେଶ । ଶ୍ରୀମନ୍ଦିର ପାରମ୍ପରିକ ବେଶ କାରିଗର ଏହି ବେଶ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି । ପଣ୍ଡୁ ପୁର୍ଣ୍ଣିମାରୁ ମହାପ୍ରଭୁଙ୍କ ପଦ୍ମବେଶ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥାଏ ।

6. PM on Budget 2022: ଲୋକାଭିମୁଖୀ ଓ ପ୍ରଗତିଶୀଳ ବଜେଟ କହିଲେ ମୋଦି

ଆଜି ସଂସଦରେ ଚଳିତ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି ।

7. ପଦ୍ମ ପୋଖରୀରେ ନେତାଙ୍କ ଭିଡ, ଖାଲି ହେଉଛି କଂଗ୍ରେସ କ୍ୟାମ୍ପ

ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । କ୍ଷମତା ଲଢେଇରେ କଳବଳ ଲଗାଉଛନ୍ତି ରାଜନୈତିକ ଦଳ । ହେଲେ ନିର୍ବାଚନ ଦିନ ପାଖେଇବା ସହ ଉତ୍ତରପ୍ରଦେଶ କଂଗ୍ରେସରୁ ଡିଆଁ ମାରୁଛନ୍ତି ନେତା ।

8. Budget 2022: ନଜର ପକାନ୍ତୁ କଣ ରହିଛି କୃଷି କ୍ଷେତ୍ର ପାଇଁ ବଜେଟରେ ବ୍ୟବସ୍ଥା

ଉପସ୍ଥାପିତ ହୋଇଛି ବର୍ଷ ୨୦୨୨ ପାଇଁ ସାଧାରଣ ବଜେଟ । ତେବେ କୃଷି କ୍ଷେତ୍ର ପାଇଁ କଣ ରହିଛି ଅର୍ଥମନ୍ତ୍ରୀ ନିର୍ମଳାଙ୍କ ବଜେଟରେ ପକାନ୍ତୁ ନଜର ।

9. IPL 2022: ଖେଳାଳି ନିଲାମ ତାଲିକା ଘୋଷଣା, ନାହାନ୍ତି କ୍ରିସ୍‌ ଗେଲ୍‌ ଓ ବେନ୍‌ ଷ୍ଟୋକ୍ସ

ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) 2022 ଖେଳାଳି ନିଲାମ ତାଲିକା ଘୋଷଣା ହୋଇଛି । ଭାରତୀୟ କ୍ରିକେଟ ବୋର୍ଡ(BCCI) ମଙ୍ଗଳବାର ନିଲାମ ପ୍ରକ୍ରିୟାରେ ସାମିଲ ହେଉଥିବା ଖେଳାଳିଙ୍କ ସଂପୂର୍ଣ୍ଣ ତାଲିକା ଜାରି କରିଛି ।

10. ବାବୁସାନଙ୍କ ଅଭିନୀତ ଦମନର ଟ୍ରେଲର ରିଲିଜ
ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ବାବୁସାନଙ୍କ ଫିଲ୍ମ ଦମନର ଟ୍ରେଲର ରିଲିଜ ହୋଇଛି । ନିଚ୍ଛକ ଓଡ଼ିଆ କାହାଣୀ ଉପରେ ଏହା ଆଧାରିତ ହୋଇଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.