1-February Guidelines: ସହରାଞ୍ଚଳରେ ନାଇଟ କର୍ଫ୍ୟୁ କୋହଳ, ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜାକୁ ଅନୁମତି
ଆସିଲା ଫେବୃଆରୀ ମାସ ପାଇଁ ଗାଇଡ଼ଲାଇନ । ସରକାର ସହରାଞ୍ଚଳରେ ନାଇଟ କର୍ଫ୍ୟୁକୁ କୋହଳ କରିଛନ୍ତି ।
2-ଆସନ୍ତାକାଲିଠୁ ଖୋଲୁଛି ଶ୍ରୀମନ୍ଦିର: ସକାଳ ୬ରୁ ରାତି ୯ଟା ଯାଏଁ ଦର୍ଶନ ଜାରି, ରବିବାର ବନ୍ଦ
3-ରାଜ୍ୟପାଳ ଜଗଦ୍ବୀପ ଧନକରଙ୍କୁ ଟ୍ବିଟରରେ ବ୍ଲକ୍ କଲେ ମମତା
4-Journalist Attack : ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ଥାନା ଆଗରେ ଧାରଣା
ଜଟଣୀରେ ସାମ୍ବାଦିକ ରବୀନ୍ଦ୍ର ନାଥଙ୍କୁ ଆକ୍ରମଣ ଘଟଣା । ଏନେଇ ସୋମବାର ସାମ୍ବାଦିକମାନେ ପ୍ରତିବାଦ କରିଛନ୍ତି ।
5-ବଢିବ ତାପମାତ୍ରା କମିବ ଶୀତ, ୩ରୁ ଭିଜିବ ଓଡ଼ିଶା
6-ବିକ୍ରି ହୋଇଗଲା ନୀଳାଚଳ ଇସ୍ପାତ ! 12100 କୋଟିରେ କିଣିଲା TATA
ନିଳାଚଳ ଇସ୍ପାତ ନିଗମକୁ କିଣିଲା ଟାଟା ଷ୍ଟିଲ । ୧୨ ହଜାର ୧୦୦ କୋଟି ଟଙ୍କାରେ ଧରିଲା ନିଲାମ ।
7-Assembly polls: ଫେବୃଆରୀ ୧୧ ଯାଏଁ ବଢିଲା କ୍ୟାମ୍ପେନ କଟକଣା, ହଜାରେ ଲୋକଙ୍କୁ ନେଇ ହୋଇପାରିବ ସଭା
8-ଆବାସ ଯୋଜନା ଚିଠି ଲେଖା ପ୍ରସଙ୍ଗ: ରାଜ୍ୟ ବିଜେପିର ପ୍ରତିକ୍ରିୟା
9-ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ UNSEEN ଫଟୋ ଭାଇରାଲ
10-ପୁଣି ଚର୍ଚ୍ଚାରେ ସାରା ତେନ୍ଦୁଲକର, ସାଥି ଯୁବକଙ୍କୁ ନେଇ ଗୁଜବ