ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jan 31, 2022, 7:11 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1-February Guidelines: ସହରାଞ୍ଚଳରେ ନାଇଟ କର୍ଫ୍ୟୁ କୋହଳ, ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜାକୁ ଅନୁମତି

ଆସିଲା ଫେବୃଆରୀ ମାସ ପାଇଁ ଗାଇଡ଼ଲାଇନ । ସରକାର ସହରାଞ୍ଚଳରେ ନାଇଟ କର୍ଫ୍ୟୁକୁ କୋହଳ କରିଛନ୍ତି ।

2-ଆସନ୍ତାକାଲିଠୁ ଖୋଲୁଛି ଶ୍ରୀମନ୍ଦିର: ସକାଳ ୬ରୁ ରାତି ୯ଟା ଯାଏଁ ଦର୍ଶନ ଜାରି, ରବିବାର ବନ୍ଦ

ଆସନ୍ତାକାଲିଠାରୁ ଭକ୍ତଙ୍କ ପାଇଁ ଖୋଲୁଛି ଶ୍ରୀମନ୍ଦିର । ସକାଳ 6ଟାରୁ ରାତି 9ଟା ପର୍ଯ୍ୟନ୍ତ ଜାରି ରହିବ ଦର୍ଶନ । ପ୍ରତି ରବିବାର ମନ୍ଦିର ସାନିଟାଇଜ ନିମନ୍ତେ ବନ୍ଦ ରହିବ ।

3-ରାଜ୍ୟପାଳ ଜଗଦ୍ବୀପ ଧନକରଙ୍କୁ ଟ୍ବିଟରରେ ବ୍ଲକ୍‌ କଲେ ମମତା

ରାଜ୍ୟପାଳ ଜଗଦ୍ବୀପ ଧନକରଙ୍କୁ ଟ୍ବିଟରରେ ବ୍ଲକ୍‌ କଲେ ମମତା । ଧନକରଙ୍କ ଗ୍ୟାସ ଚାମ୍ବର ମନ୍ତବ୍ୟ ପରେ ଉଷ୍ମ ହେବାରେ ଲାଗିଛି ବଙ୍ଗ ରାଜନୀତି ।

4-Journalist Attack : ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ଥାନା ଆଗରେ ଧାରଣା

ଜଟଣୀରେ ସାମ୍ବାଦିକ ରବୀନ୍ଦ୍ର ନାଥଙ୍କୁ ଆକ୍ରମଣ ଘଟଣା । ଏନେଇ ସୋମବାର ସାମ୍ବାଦିକମାନେ ପ୍ରତିବାଦ କରିଛନ୍ତି ।

5-ବଢିବ ତାପମାତ୍ରା କମିବ ଶୀତ, ୩ରୁ ଭିଜିବ ଓଡ଼ିଶା

୩ରୁ ଭିଜିବ ଓଡ଼ିଶା । ପଶ୍ଚିମା ଝଡର ପ୍ରଭାବରେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବରର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

6-ବିକ୍ରି ହୋଇଗଲା ନୀଳାଚଳ ଇସ୍ପାତ ! 12100 କୋଟିରେ କିଣିଲା TATA

ନିଳାଚଳ ଇସ୍ପାତ ନିଗମକୁ କିଣିଲା ଟାଟା ଷ୍ଟିଲ । ୧୨ ହଜାର ୧୦୦ କୋଟି ଟଙ୍କାରେ ଧରିଲା ନିଲାମ ।

7-Assembly polls: ଫେବୃଆରୀ ୧୧ ଯାଏଁ ବଢିଲା କ୍ୟାମ୍ପେନ କଟକଣା, ହଜାରେ ଲୋକଙ୍କୁ ନେଇ ହୋଇପାରିବ ସଭା

ନିର୍ବାଚନ ପ୍ରଚାର କଟକଣା ଅବଧି ଆସନ୍ତା ମାସ ୧୧ ଯାଏ ବଢାଇଲେ ନିର୍ବାଚନ ଆୟୋଗ । ପୂର୍ବ ସର୍ତ୍ତାବଳୀରେ ସାମାନ୍ୟ ପରିବର୍ତ୍ତନ ।

8-ଆବାସ ଯୋଜନା ଚିଠି ଲେଖା ପ୍ରସଙ୍ଗ: ରାଜ୍ୟ ବିଜେପିର ପ୍ରତିକ୍ରିୟା

ମନ୍ତ୍ରୀ ପ୍ରତାପ ଜେନା ଆଜି କେନ୍ଦ୍ରମନ୍ତ୍ରୀଙ୍କୁ ଆବାସ ଯୋଜନା ପାଇଁ ଚିଠି ଲେଖିଛନ୍ତି। ଏହାକୁ ନେଇ ପ୍ରତିକ୍ରିୟାରେ ବିଜେପି କହିଛି ଚୋର ମୁହଁ ଟାଣ । ବାରମ୍ବାର ଆବାସ ପ୍ଲସ ପୋର୍ଟାଲ ଖୋଲା ଯାଇଥିଲେ ବି ତଥ୍ୟ ଏମାନେ ଭରିଲେ ନାହିଁ ।

9-ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ UNSEEN ଫଟୋ ଭାଇରାଲ

ବଲିଉଡର ସୁନ୍ଦର ଦମ୍ପତି ଆଲିଆ ଭଟ୍ଟ ଏବଂ ରଣବୀର କପୁର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି । ବର୍ତ୍ତମାନ ଏହି ଦମ୍ପତିଙ୍କର ଏକ ଅନସିନ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

10-ପୁଣି ଚର୍ଚ୍ଚାରେ ସାରା ତେନ୍ଦୁଲକର, ସାଥି ଯୁବକଙ୍କୁ ନେଇ ଗୁଜବ

ପୁଣି ଖବର ଶିରୋନାମାରେ କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର । ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ବାହାରେ ତାଙ୍କୁ ଦେଖାଯାଇଛି, ଯାହା ଏବେ ଚର୍ଚ୍ଚାର ବିଷୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.