ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ବଡ଼ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Dec 23, 2021, 7:10 PM IST

୧. Cricket Controversy 2021: କ୍ରିକେଟରେ ଛାଇଗଲା ବିବାଦ, ପଦ ପାଇଁ ଫାଟ

ବର୍ଷ 2021ରେ କ୍ରୀଡା ଜଗତର ପିଛା ଛାଡିନଥିଲା ବିବାଦ । ବିଶ୍ବ କପ୍ ଟି-୨୦ (T-20 World Cup) ରେ ପାକିସ୍ତାନ ଠୁ ଭାରତୀୟ କ୍ରିକେଟ ଟିମର ପରାଜୟ ଏବଂ ବିଭାଜିତ ନେତୃତ୍ବ ଖବରର ଶିରୋନାମା ପାଲଟିଥିଲା ।

୨. Covid Assistance For Newspaper Hawkers: ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଅନନ୍ୟ ଓ ଯୁଗାନ୍ତକାରୀ କହିଲେ ମାନସ ମଙ୍ଗରାଜ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବାଦପତ୍ର ହକର୍ସମାନଙ୍କୁ କୋଭିଡ ସ୍ବତନ୍ତ୍ର ସହାୟତା ରାଶି ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ।

୩. Mamita Case In HighCourt: ଷ୍ଟାଟସ ରିପୋର୍ଟ ଦାଖଲ କଲା ତଦନ୍ତକାରୀ ଟିମ

ହାଇକୋର୍ଟରେ ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା । ତଦନ୍ତକାରୀ ଟିମ କୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲା କରିଛି ।

୪. ଓମିକ୍ରନ ସଂକ୍ରମିତ ନାବାଳିକାଙ୍କ ବାପା-ମା'ଙ୍କ ରିପୋର୍ଟ ନେଗେଟିଭ: ନିରଞ୍ଜନ ମିଶ୍ର

କାୟା ବିସ୍ତାର କରିଚାଲିଛି ଓମିକ୍ରନ(Omicron Odisha Update) । ପୁଣି ରାଜ୍ୟରୁ ୨ ଓମିକ୍ରନ ପଜିଟିଭ ଚିହ୍ନଟ, ୪ ରେ ପହଞ୍ଚିଲା ଆକ୍ରାନ୍ତ ସଂଖ୍ୟା ।

୫. ବିଜୁ ପକ୍କା ଘର ମରାମତି ପାଇଁ ମିଳିବ ଟଙ୍କା, ନିଷ୍ପତ୍ତିକୁ ସ୍ବାଗତ କଲେ ଖଣି ଅଞ୍ଚଳବାସୀ

ହିତାଧିକାରୀଙ୍କୁ ବିଜୁ ପକ୍କା ଘର ମରାମତି ପାଇଁ ଅର୍ଥ ଯୋଗାଇ ଦେବେ ସରକାର । ଏହାକୁ ସ୍ବାଗତ କରିଛନ୍ତି ଝାରସୁଗୁଡ଼ା ଖଣି ଅଞ୍ଚଳ ଅଧିକାରୀ ।

୬. OMICRON: ସଂକ୍ରମଣ ରୋକିବା ଲକ୍ଷ୍ୟ, ବିନା ମାସ୍କରେ ଷ୍ଟେସନରେ ବୁଲିଲେ ମିଳିବ ଦଣ୍ଡ

ରାଜ୍ୟରେ ବଢୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ରୋକିବା ଲାଗି ଷ୍ଟେସନରେ ନିଆଯାଇଛି ଦୃଢ ପଦକ୍ଷେପ ।

୭. Engineering School Building Collapsed: ରାତିରେ ଭୁଶୁଡିଲା କୋଠା, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଭୁଶୁଡିଲା ବ୍ରହ୍ମପୁର ସହରର UCP ଇଞ୍ଜିନିୟରିଂ ସ୍କୁଲ୍ କୋଠା(UCP Engineering School Berhampur building Collapsed ) । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ ।

୮. Man flying with kite: ଗୁଡି ସହ ଆକାଶକୁ ଉଡ଼ିଗଲେ ବ୍ୟକ୍ତି, ଭିଡ଼ିଓ ଭାଇରାଲ

ଜଣେ ବ୍ୟକ୍ତି ଆକାଶରେ ଉଡୁଥିବା ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ବ୍ୟକ୍ତିଙ୍କୁ ଦେଖି ଆଶ୍ଚର୍ଯ୍ୟଚକିତ ହୋଇପଡିଛନ୍ତି ୟୁଜର୍ସ ।

୯. ଓମିକ୍ରନ ଆଣିବ କୋରୋନାର ତୃତୀୟ ଲହର, ଫେବୃୟାରୀରେ ଛୁଇଁବ ଶିଖର: IIT Professor

ନୂଆ ଭାରିଆଣ୍ଟ ଓମିକ୍ରନ(omicron) ଦେଶରେ ଆଣିବ କୋରୋନର ତୃତୀୟ ଲହର(third wave) ।

୧୦. IPL 2022: ଆସନ୍ତାବର୍ଷ ଫେବ୍ରୁଆରୀରେ ମେଗା ନିଲାମ

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ୨୦୨୨ ପୂର୍ବରୁ ଆସନ୍ତାବର୍ଷ ଫେବ୍ରୁଆରୀ ମାସର ଦ୍ବିତୀୟ ସପ୍ତାହରେ ଦୁଇଦିନିଆ ମେଗା ନିଲାମ(IPL mega auction) କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା କରୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.