ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Dec 22, 2021, 7:04 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ଓମିକ୍ରନ ଭୟ: ଫିକା ପଡିବ ବଡ଼ଦିନ, ସତର୍କ ରହିବାକୁ BMCର ନିର୍ଦ୍ଦେଶ

ଦୁଇଦିନ ପରେ ବଡ଼ଦିନ । ଯାହାକୁ ନେଇ ଉତ୍ସବ ପୁରପଲ୍ଲୀ । ହେଲେ ଓମିକ୍ରନ ପାଇଁ ଫିକା ପଡିବ ବଡ଼ଦିନ ।

2.BJP Allegation: ବିଜୁ ପଟ୍ଟନାୟକ ମହିଳା କଲେଜ କୋଠା ବଦଳରେ ତିଆରି ହୋଇଛି ପାଚେରୀ

ସୁବର୍ଣ୍ଣପୁରର ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟକୁ ମିଳିଥିବା ୯୬ ଲକ୍ଷ ଟଙ୍କା ବେଆଇନ ଭାବେ ଖର୍ଚ୍ଚ ହୋଇଥିବା ବିଜେପି ସାଙ୍ଘାତିକ ଅଭିଯୋଗ କରିଛି ।

3.Asian champions trophy: ଚିତ୍‌ପଟାଙ୍ଗ୍‌ ପାକିସ୍ତାନ, ଭାରତ ଜିତିଲା ବ୍ରୋଞ୍ଜ ପଦକ

ଏସିଆନ୍‌ ଚମ୍ପିଆନ୍ସ ଟ୍ରଫିର ରୋମାଞ୍ଚକର ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ପାକିସ୍ତାନକୁ ମାତ୍‌ ଦେଇଛି ଭାରତ । ୪-୩ ଗୋଲ୍‌ରେ ଏହି ମ୍ୟାଚ୍‌ରେ ବିଜୟ ହାସଲ କରିଛି ଭାରତ ।

4.ସମ୍ବଲପୁର ପାନ ମସଲା ଫ୍ୟାକ୍ଟ୍ରି ଅଗ୍ନିକାଣ୍ଡ ଘଟଣା: ମନ୍ତ୍ରୀ ସୁଶାନ୍ତ ସିଂ ରଖିଲେ ପ୍ରତିକ୍ରିୟା

ସମ୍ବଲପୁର ଅଇଁଠାପାଲି ପରଧିଅପାଲିସ୍ଥିତ ପାନ ମସଲା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟଣା । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ।

5.Omicron Fear: ନୂଆ ବର୍ଷରେ ଆସିପାରେ ନୂଆ ଗାଇଡଲାଇନ୍‌, ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ

ରାଜ୍ୟରେ ଦୁଇଜଣ ଓମିକ୍ରନ ଭାରିଆଣ୍ଟ୍‌ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ।

6.Pralay missile new generation: ବ୍ୟବହାରିକ ପରୀକ୍ଷଣ ସଫଳ

ସ୍ବଦେଶୀ ମଇଡେନ ଫ୍ଲାଇଟ କ୍ଷେପଣାସ୍ତ୍ର ‘ପ୍ରଳୟ ’ର ବିକଶିତ ସଂସ୍କରଣର ପରୀକ୍ଷଣ ସଫଳ । ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ । ୧୫୦ ରୁ ୫୦୦ କିମି ମଧ୍ୟରେ କରିପାରବ ଟାର୍ଗେଟକୁ ଧ୍ବଂସ ।

7.BSKY ହିତାଧିକାରୀଙ୍କୁ କୋଭିଡ ସହାୟତା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ଜୀବିକା ପାଇଁ ଏକ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା (CM Naveen Patnaik launches distribution of livelihood assistance) ପ୍ରଦାନ କରିଛନ୍ତି ।

8.Punjab drugs case: ଅକାଳି ନେତା ବିକ୍ରମ ମନଜିଥିଆଙ୍କ ବିରୋଧରେ ଲୁକ-ଆଉଟ ନୋଟିସ

ଅକାଳି ନେତା ବିକ୍ରମ ମନଜିଥିଆଙ୍କ ବିରୋଧରେ ଲୁକ-ଆଉଟ ନୋଟିସ ଜାରି କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ନୋଟିସ ଜାରି ପାଇଁ ସୁପାରିଶ କରିଥିଲା ପଞ୍ଜାବ ପୋଲିସ । ଡ୍ରଗ୍ସ ମାମଲାରେ ତଦନ୍ତ ପରିସରରେ ଅଛନ୍ତି ବିକ୍ରମ ।

9.ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ଫୁ: ଶ୍ରୀମନ୍ଦିରରେ ଭକ୍ତଙ୍କ ଠାରୁ ସେବାୟତ ଆଦାୟ କରୁଛନ୍ତି ଦକ୍ଷିଣା

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ଖୁଲମଖୁଲା ଉଲ୍ଲଂଘନ । ଦାନ ଦକ୍ଷିଣା ଆଦାୟ ଉପରେ କଟକଣା ଥିବା ସତ୍ତ୍ବେ ଶ୍ରୀମନ୍ଦିରରେ ଏହାକୁ ପାଳନ କରାଯାଉନାହିଁ।

10.HDFC ଅନୁଗୋଳ ବ୍ରାଞ୍ଚର ପୂର୍ବତନ ମ୍ୟାନେଜରଙ୍କୁ ଅଟକ ଘଟଣା, ୨ ଅଧିକାରୀ ଦୋଷୀ

ପୋଲିସ ବେଆଇନ ଭାବେ ଅଟକ ଘଟଣା । ଅନୁଗୋଳ ଟାଉନ ଥାନାର ତତ୍କାଳୀନ IIC ଓ ତଦନ୍ତକାରୀ ଅଧିକାରୀ ଦାୟୀ ବୋଲି ଓଡିଶା ମାନବିକ ଅଧିକାର ଆୟୋଗଙ୍କ ତଦନ୍ତକାରୀ ଟିମ ତାଙ୍କ ତଦନ୍ତ ରିପୋର୍ଟରେ ଦର୍ଶାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.