ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 31, 2021, 6:58 PM IST

1.ହସ୍ପିଟାଲରୁ ଡିସଚାର୍ଜ ହେଲେ ମନମୋହନ ସିଂ

AIIMSରୁ ଡିସଚାର୍ଜ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂ। ଚଳିତମାସ ପ୍ରଥମ ସପ୍ତାହରେ ଅସୁସ୍ଥତା କାରଣରୁ ହସ୍ପିଟାଲରେ ହୋଇଥିଲେ ଭର୍ତ୍ତି ।

2.T20 World Cup: ବଡ ମ୍ୟାଚ୍‌ ପୂର୍ବରୁ କ'ଣ କହିଲେ ବିରାଟ ?

ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ରେ ପରାଜୟ ପରେ ନ୍ୟୁଜିଲାଣ୍ଡକୁ ହରାଇ କମ୍‌ବ୍ୟାକ କରିପାରିବ କି ଟିମ ଇଣ୍ଡିଆ ?

3.G-20 Summit: ଶେଷ ଅଧିବେଶନରେ ମୋଦି, ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଆଲୋଚନା

ଜି-20 ସମ୍ମିଳନୀର ଦ୍ବିତୀୟ ଅଧିବେଶନ ପାଇଁ ରୋମ ଭେନ୍ୟୁରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜଳବାୟୁ ପରିବର୍ତ୍ତନ ଶୀର୍ଷକ ଆଲୋଚନାରେ କରିବେ ଅଂଶଗ୍ରହଣ ।

4.ଅର୍ଦ୍ଧନଗ୍ନ ମଡେଲଙ୍କ ସହ ମଙ୍ଗଳସୁତ୍ର ବିଜ୍ଞାପନ, ମନ୍ତ୍ରୀଙ୍କ ଚେତାବନୀ ପରେ ଫସିଲେ ସବ୍ୟସାଚୀ

ମଙ୍ଗଳସୂତ୍ର ବିଜ୍ଞାପନକୁ ନେଇ ଅଡୁଆରେ ଫ୍ୟାଶନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ । ବିଜ୍ଞାପନ ନ ହଟାଇଲେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ ।

5.T20 World Cup: ନାମ୍ବିଆ ସାମ୍ନାରେ ୧୬୧ ରନ୍‌ ଟାର୍ଗେଟ ରଖିଲା ଆଫଗାନିସ୍ତାନ

ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୬୦ ରନ୍‌ ସଂଗ୍ରହ କରିଛି ଆଫଗାନିସ୍ତାନ । ଫଳରେ ନାମ୍ବିଆ ସାମ୍ନାରେ ୧୬୧ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

6.ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ, ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ବରକୁ ସ୍ଥାନାନ୍ତର

୪ ଦିନିଆ କନ୍ଧମାଳ ଗସ୍ତରେ ଯାଇଥିବାବେଳେ ଅସୁସ୍ଥ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ।

7.ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ଏତଲା ଦେଲା BJP

ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ଯଶଙ୍କର ମିଶ୍ରଙ୍କ ନାମରେ କ୍ୟାପିଟାଲ ଥାନାରେ ଏତଲା ଦେଲା ବିଜେପି । ଘଟଣାରେ ମନ୍ତ୍ରୀଙ୍କୁ ପକ୍ଷଭୁକ୍ତ କରିବା ପାଇଁ ଏତଲାରେ ଉଲ୍ଲେଖ ।

8.ବିରୂପା ବ୍ୟାରେଜରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ମିଳୁନି ପତ୍ତା

କଟକ ବିରୂପା ବ୍ୟାରେଜ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଯୁବକ ।

9.ଗୃହମନ୍ତ୍ରୀଙ୍କୁ ନେଇ ମୁହାଁମୁହିଁ କଂଗ୍ରେସ-ବିଜେପି, ବହିଷ୍କାର ଦାବି କଲେ ନିରଞ୍ଜନ

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଓ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଭୁବନେଶ୍ବରରେ ଛାତ୍ର କଂଗ୍ରେସର ବିରୋଧକୁ ସମର୍ଥନ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଅଣ୍ଡାମାଡକୁ ବିଜେପିର ବିରୋଧ ।

10.ରୋମରେ ମୋଦି, କେଦାରନାଥରୁ ଧମକ: ‘ମାଟିରେ ପାଦ ରଖିବାକୁ ଦେବୁନି’

ପ୍ରଧାନମନ୍ତ୍ରୀଙ୍କ କେଦାରନାଥ ଯାତ୍ରା ପୂର୍ବରୁ ମନ୍ଦିର ପୁରୋହିତଙ୍କ ଧମକ । ଉପସ୍ଥାନ କରାଯାଇଥିବା ଦାବି ପୂରଣ ନ ହେଲେ ମୋଦିଙ୍କୁ କେଦାରନାଥ ମାଟିରେ ପାଦ ପକାଇ ଦେବୁନି ବୋଲି ଧମକ ଦେଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.