ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ବଡ଼ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 24, 2021, 7:15 PM IST

1. ମମିତା ହତ୍ୟାକାଣ୍ଡ: ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିକୁ ଆହୁରି ଶାଣିତ କରିବ ବିଜେପି

ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ପ୍ରତିବାଦକୁ ଆହୁରି ଶାଣିତ କରିବ ରାଜ୍ୟ ବିଜେପି । ରାଜ୍ୟର କୋଣ ଅନୁକୋଣରେ ଜୋରସୋରରେ ପ୍ରତିବାଦ କରାଯିବ ।

2.ଚେନ୍ନାଇରେ ହେଲା ଅମ୍ରିତଙ୍କର ଫୁସଫୁସ ପ୍ରତିରୋପଣ

ବ୍ରହ୍ମପୁର ବାସୁଦେବନଗର ଅଞ୍ଚଳର ଅମ୍ରିତଙ୍କର ଫୁସଫୁସ୍ ପ୍ରତିରୋପଣ କରାଯାଇଛି । ଦୀର୍ଘ ସମୟ ଧରି ଅପରେସନ ଚାଲୁ ରହିଛି ।

3. ଓଡିଶା ଶିଳ୍ପୀ ମହାସଂଘର ମହାନତା: ଟେରାକୋଟା କାରିଗରଙ୍କ ପାଇଁ ନିଶୁଳ୍କ ଭୋଜନ ବ୍ୟବସ୍ଥା

ରାଜଧାନୀର ଏକାମ୍ର ହାଟରେ ଚାଲିଛି ଟେରାକୋଟା ହସ୍ତକଳା ସ୍ବତନ୍ତ୍ର ପ୍ରଦର୍ଶନୀ । ଅଂଶ ଗ୍ରହଣ କରିଥିବା ସମସ୍ତ କାରିଗରଙ୍କ ପାଇଁ ନିଶୁକ୍ଳ ଭୋଜନ ବ୍ୟବସ୍ଥା କଲା ଓଡିଶା ଶିଳ୍ପୀ ମହାସଂଘ ।

4. ମମିତା ମେହେର ହତ୍ୟାକାଣ୍ଡ: ୨୬ରେ ନବୀନ ନିବାସ ଘେରାଉ କରିବ ଛାତ୍ର କଂଗ୍ରେସ

ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ୨୬ରେ ନବୀନ ନିବାସ ଘେରାଉ କରିବ ଛାତ୍ର କଂଗ୍ରେସ । ଏହାସହ ମମିତାର ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛି ଛାତ୍ର କଂଗ୍ରେସ ।

5. ମମିତା ମେହେର ହତ୍ୟାକାଣ୍ଡ, ପରିବାରକୁ ଭେଟିଲେ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ

ବଲାଙ୍ଗୀର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ସାରା ଦେଶରେ ପ୍ରତିକ୍ରିୟା ସୃଷ୍ଟି କରିଛି । ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ନିତା ଡି’ସୁଜା ମମିତାର ପରିବାରକୁ ଭେଟିଛନ୍ତି । ଏଥିରେ ସଂପୃକ୍ତ ଗୃହମନ୍ତ୍ରୀଙ୍କୁ ବହିଷ୍କାର ସହ ଗିରଫ ଦାବି କରିଛନ୍ତି ।

6. ଟ୍ରେନରୁ୍ ବାଚସ୍ପତିଙ୍କ ସାଇକେଲ ଚୋରି

ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତି ଗିରିଶ ଗୌତମ ଦିନ କେଇଟା ପରେ ଆରମ୍ଭ କରିଥାନ୍ତେ ସାଇକେଲ ଯାତ୍ରା । ଏଥିପାଇଁ ଗିରିଶ କିଣିଥିଲେ ଏକ ଦାମୀ ସାଇକେଲ ।

7. ଯୁଦ୍ଧ ଜାହାଜ INS ରଣବିଜୟରେ ଅଗ୍ନିକାଣ୍ଡ, 4 ନୌସୈନିକ ଆହତ

ନୌସେନାର ଯୁଦ୍ଧ ଜାହାଜ INS ରଣବିଜୟରେ ଅଗ୍ନିକାଣ୍ଡ । ଜାହାଜରେ ନିଆଁ ଲାଗି 4 ସୈନିକ ଆହତ ହୋଇଛନ୍ତି ।

8. ଲଦାଖରେ ଚୀନ ସହ ମୁକାବିଲା ପାଇଁ 20 ITBP ଯବାନଙ୍କୁ ପିଏମଜି ପଦକ ପ୍ରଦାନ

୨୦୨୦ ମେ-ଜୁନ ମାସରେ ପୂର୍ବ ଲଦାଖ ସୀମାରେ ହାତାହାତି ହୋଇଥିଲେ ଭାରତ-ଚୀନ ସେନା । ଲଦାଖ ସୀମାରେ ଘଟିଥିବା ଏହି ସଂଘର୍ଷରେ ସାହାସିକତାର ସହ ଡ୍ରାଗନ ସେନାର ମୁକାବିଲା ପାଇଁ ୨୦ ITBP ଯବାନଙ୍କୁ ମିଳିଲା ପୋଲିସ ମେଡାଲ ଫର ଗାଲାଣ୍ଟ୍ରି (ପିଏମଜି) ପଦକ ।

9. ହାଇଦ୍ରାବାଦରେ ଉନ୍ମୋଚିତ ହେଲା ବିଶ୍ବର ସର୍ବବୃହତ ବ୍ୟାଟ

ବିଶ୍ବର ସର୍ବବୃହତ ବ୍ୟାଟ୍‌ ଶନିବାର ହାଇଦ୍ରାବାଦର ଟ୍ୟାଙ୍କ୍‌ ବଣ୍ଡ୍ ଅଞ୍ଚଳରେ ଉନ୍ମୋଚିତ ।

10. T20 WORLD CUP: ଟସ୍‌ ଜିିତିଲା ପାକିସ୍ତାନ, ଭାରତକୁ ବ୍ୟାଟିଂ ଆମନ୍ତ୍ରଣ

ଟସ୍‌ ଜିତି ପାକିସ୍ତାନ କ୍ୟାପଟେନ ବାବର ଆଜମ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ଓ ଟିମ ଇଣ୍ଡିଆକୁ ବ୍ୟାଟିଂ ଆମନ୍ତ୍ରଣ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.