ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - NEWS@7PM

ଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 12, 2021, 7:03 PM IST

1. ପୌର ନିର୍ବାଚନ ସଂରକ୍ଷଣ କେଁ, ପ୍ରତାପ ଜେନାଙ୍କ ସ୍ପଷ୍ଟୀକରଣ

ପଞ୍ଚାୟତ ଭଳି ଏହି ନିର୍ବାଚନରେ ମଧ୍ୟ ବିଭିନ୍ନ ପୌରପାଳିକା ଓ ଏନଏସି ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରହିବ । ତେବେ ପୌର ନିର୍ବାଚନରେ ସଂରକ୍ଷଣକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

2. 'ମାନବାଧିକାରକୁ ରାଜନୈତିକ ଚଷମାରେ ଦେଖିବା ଦେଶ ପାଇଁ କ୍ଷତି'

ମାନବାଧିକାର ନାଁରେ କିଛି ଲୋକ ଦେଶର ଛବି ନଷ୍ଟ କରିବାକୁ ପ୍ରୟାସ କରୁଛନ୍ତି । ଆମକୁ ଏହି ଦିଗରେ ସଚେତନ ରହିବାକୁ ପଡିବ । ଜାତୀୟ ମାନବାଧିକାର ଆୟୋଗର ୨୮ତମ ପ୍ରତିଷ୍ଠା ଦିବସରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏହି କହିଛନ୍ତି ପ୍ରଧାନମନ୍ତ୍ରୀ ।

3. UNESCO REPORT: ଓଡ଼ିଶାର 3,197 ବିଦ୍ୟାଳୟରେ କେବଳ ଜଣେ ଶିକ୍ଷକ

ଶିକ୍ଷା ବ୍ୟବସ୍ଥାର ଚିତ୍ର କେମିତି ରହିଛି ଏହାର ଏକ ଝଲକ ଏକ ରିପୋର୍ଟରୁ ଦେଖିବାକୁ ମିଳିଛି। ଦେଶର ପାଖାପାଖି ୧.୧ ଲକ୍ଷ ସ୍କୁଲରେ ଅଛନ୍ତି ମାତ୍ର ଜଣେ ଶିକ୍ଷକ । ଅନ୍ୟପଟେ ଓଡ଼ିଶାରେ 3 ହଜାରରେ ମାତ୍ର ଜଣେ ଶିକ୍ଷକ ରହିଛନ୍ତି, ଯାହା ୟୁନେସ୍କୋ ରିପୋର୍ଟରେ ପ୍ରକାଶ ପାଇଛି ।

4. ମହିଳାଙ୍କ ମର୍ଯ୍ୟାଦା ଭୁଲିଗଲେ ଶିକ୍ଷାମନ୍ତ୍ରୀ !

ଯେଉଁ ସ୍କୁଲରେ ମହିଳା କର୍ମଚାରୀ ଅଧିକ ଅଛନ୍ତି, ସେଠାରେ ଝଗଡା ଅଧିକ ହୁଏ ବୋଲି ବୋଲି ବିବାଦୀୟ ବୟାନ ଦେଇଛନ୍ତି, ରାଜସ୍ଥାନ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ସିଂହ ।

5. ଦଶହରାରେ OTDCର ପିଠା ଅନ୍ ହ୍ୱିଲ୍ କାର୍ଯ୍ୟକ୍ରମ, ‘ନିମନ୍ତ୍ରଣ’ରେ ସ୍ପେଶାଲ ବ୍ୟଞ୍ଜନ

ଶାରଦୀୟ ଦୁର୍ଗା ପୂଜା ଅବସରରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଦ୍ଵାରା ରାଜ୍ୟର ବିଭିନ୍ନ ସହରରେ ପାରମ୍ପରିକ ସୁସ୍ବାଦୁ ଓଡ଼ିଆ ପିଠା ଯୋଗାଇ ଦିଆଯିବ ।

6. ପୌର ନିର୍ବାଚନ ବିଜ୍ଞପ୍ତି ପରେ ସରକାରଙ୍କୁ ଘେରିଲେ ବିରୋଧୀ

ପୌର ନିର୍ବାଚନକୁ ନେଇ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ପାଖାପାଖି ୪ ବର୍ଷ ଧରି ଦୁର୍ଭାଗ୍ୟଜନକ ଭାବେ ରାଜ୍ୟ ସରକାର ପୌର ନିର୍ବାଚନ ବନ୍ଦ କରି ରଖିଛନ୍ତି ।

7. ‘ପାଠ୍ୟ ପୁସ୍ତକରେ ବଜ୍ରକାପ୍ତା ନେଇ ଅନ୍ଧବିଶ୍ବାସ, ତସ୍କରୀକୁ ପ୍ରୋତ୍ସାହନ ଦେଉଛି’

ଚତୁର୍ଥ ଶ୍ରେଣୀର ବିଜ୍ଞାନ ବହିରେ ବଜ୍ରକାପ୍ତାକୁ ନେଇ ଅନ୍ଧବିଶ୍ବାସ ତଥ୍ୟ ପ୍ରସଙ୍ଗ । ଏହା ଶିକ୍ଷା ବିଭାଗର ଏକ ଗୁରୁତର ତ୍ରୁଟି ବୋଲି କହିଲେ ଶିକ୍ଷାବିତ ।

8. କମୁଛି କୋରୋନା ! ଆସନ୍ତା ୧୮ରୁ ବିମାନ ଯାତ୍ରା ଉପରୁ ହଟିବ କଟକଣା

ଖୁବ ଶୀଘ୍ର ବିମାନ ଯାତ୍ରା ଉପରୁ ହଟିବ କଟକଣା । ଏଣିକି ୧୦୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଉଡାଣ ଭରିପାରିବ ଘରୋଇ ବିମାନ ।

9. ବିବାହକୁ ନେଇ ଟ୍ରୋଲ ହେଲେ ଅଭିନେତ୍ରୀ ରିଚା ଚଢା, ହଟାଇଲେ Twitter Profile

ବୟଫ୍ରେଣ୍ଡ ଅଲ୍ଲୀ ଫଜଲଙ୍କୁ ନେଇ ଟ୍ରୋଲ ହେବା ପରେ ଟ୍ବିଟରକୁ ନିଜ ଫୋନରୁ ହଟାଇଲେ ବଲିଉଡ଼ ଅଭିନେତ୍ରୀ ରିଚା ଚଢା ।

10. ସବ୍‌ ଜୁନିଅର ଏକାଡେମୀ ହକି: ପଞ୍ଜାବକୁ ହରାଇ ଫାଇନାଲରେ ଓଡିଶା

ହକି ଇଣ୍ଡିଆ ସବ୍‌ ଜୁନିଅର ପୁରୁଷ ଏକାଡେମୀ ନ୍ୟାସନାଲ ଚମ୍ପିଆନସିପ୍‌ ୨୦୨୧ର ଫାଇନାଲରେ ପ୍ରବେଶ କରିଛି ଓଡିଶା ନାଭାଲ ଟାଟା ହକି ହାଇ ପର୍ଫମାନ୍ସ ସେଣ୍ଟର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.