ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - todays top news

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 11, 2021, 7:12 PM IST

୧.ପାର୍ବଣରେ ପୂର୍ବତଟ ରେଳବାଇର ପ୍ରସ୍ତୁତି, ଗଡିବ ୫ ସ୍ବତନ୍ତ୍ର ଟ୍ରେନ

ପାର୍ବଣରେ ଯାତାୟାତ ବ୍ୟବସ୍ଥାକୁ ସୁଗମ ଓ ସହଜ କରିବା ପାଇଁ ଭାରତୀୟ ରେଳବାଇର ପ୍ରସ୍ତୁତି । ପୂର୍ବତଟ ରେଳବାଇ ପକ୍ଷରୁ ଗଡିବ ୫ ସ୍ବତନ୍ତ୍ର ଟ୍ରେନ ।

୨.ରାଜ୍ୟ କ୍ୟାବିନେଟର ବଡ ନିଷ୍ପତ୍ତି: ଖରିଫରେ 63 ଲକ୍ଷ ଟନ୍‍ ଧାନ ସଂଗ୍ରହର ଲକ୍ଷ୍ୟ ରଖିଛି ଓଡିଶା

ଖରିଫ ଓ ରବିଋତୁରେ 63 ଲକ୍ଷ ଓ 14 ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହର ଧାର୍ଯ୍ୟ ଲକ୍ଷ୍ୟ ରହିବ । ଏନେଇ ରାଜ୍ୟ କ୍ୟାବିନେଟ ବୈଠକରେ ନିଆଯାଇଛି ନିଷ୍ପତ୍ତି ।

୩.ସାଉଥ ସିଟିରେ ଲୁଚିଛି ମନୀଷଙ୍କ ମୃତ୍ୟୁ ରହସ୍ୟ: ସିଲ ହେଲା ହୋଟେଲ

ରାଜଧାନୀ ପାତ୍ରପଡ଼ା ପୋଖରୀରୁ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଦାସଙ୍କ ମୃତଦେହ ଭାସିବା ଘଟଣା । ମୃତ୍ୟୁ ପୂର୍ବରୁ ରହିଥିବା ସାଉଥ ସିଟି ହୋଟେଲକୁ ସିଲ କରିଛି ପୋଲିସ ।

୪.ଛତିଶା ନିଯୋଗ ବୈଠକ: ଦଶହରାରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ, କାର୍ତ୍ତିକ ମାସରେ ଆସିବେନି ହବିଷ୍ୟାଳୀ

ଶ୍ରୀମନ୍ଦିର ନିଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଛି ଛତିଶା ନିଯୋଗ ବୈଠକ

୫.ଅନିଶ୍ଚିତତାରେ ଆଇନ କଲେଜ ପରୀକ୍ଷା, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ

ଆଇନ କଲେଜରେ ଲାଗି ରହିଥିବା ପରୀକ୍ଷା ଅନିଶ୍ଚିତତାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ । ଖୁବଶୀଘ୍ର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ସହ ଅନଲାଇନ ମୋଡରେ ପରୀକ୍ଷା କରିବାକୁ କଲେ ଦାବି।

୬.ବଦଳିଲା କଣ୍ଟ୍ରାକ୍ଟଚ୍ୟୁଆଲ ସର୍ଭିସ ରୁଲ, ମିଳିବ 50 ପ୍ରତିଶତରୁ ଊର୍ଦ୍ଧ୍ବ ଦରମା

କ୍ୟାବିନେଟ ବୈଠକରେ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ବଦଳିଲା ସରକାରୀ ଠିକା କର୍ମଚାରୀ ସର୍ଭିସ ରୁଲ । ହେଲା ସରକାରଙ୍କ ପ୍ରାରମ୍ଭିକ ନିଯୁକ୍ତି ।

୭.ଶୋଇଥିବା ସ୍ତ୍ରୀକୁ ସାପ ଚୋଟରେ ହତ୍ୟା କରିଥିଲା ସ୍ବାମୀ, କୋର୍ଟରେ ଦୋଷୀ ସାବ୍ୟସ୍ତ

ସାପ ଦଂଶନ କରାଇ ନିଜ ସ୍ତ୍ରୀର ହତ୍ୟା କରିଥିବା ସ୍ବାମୀକୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । କେରଳରେ ଘଟିଥିଲା ଏଭଳି ଆଶ୍ଚର୍ଯ୍ୟଜନକ ଓ ଚାଞ୍ଚଲ୍ୟକର ହତ୍ୟା ଘଟଣା ।

୮.Lakhimpur Kheri Violence: ୩ ଦିନିଆ ପୋଲିସ ରିମାଣ୍ଡରେ ମନ୍ତ୍ରୀଙ୍କ ପୁଅ

ଗତ ସପ୍ତାହରେ ଲଖିମପୁର ଖେରୀରେ ହୋଇଥିବା ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ତଥା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରା ପୁଅକୁ ସୋମବାର ସିଜେଏମ କୋର୍ଟରୁ ବଡ ଝଟକା।

୯.ଗତି ଶକ୍ତି ଯୋଜନା ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ, ଦେଶକୁ ଦେବେ ୧୦୦ ଲକ୍ଷ କୋଟିର ଭେଟି

ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ ଲାଲକିଲାରୁ 'ଗତି ଶକ୍ତି ଯୋଜନା'ର କରିଥିଲେ ଘୋଷଣା । ୧୦୦ ଲକ୍ଷ କୋଟି ଟଙ୍କାର ଏହି ଯୋଜନାକୁ ଲଞ୍ଚ କରିବାକୁ ତଯାଉଛନ୍ତି ପ୍ରଧାନମନ୍ତ୍ରୀ ।

୧୦. IPL Eliminator: ବାଙ୍ଗାଲୋର-କୋଲକାତା ଟକ୍କର

ଶାରଜାହ କ୍ରିକେଟ ଷ୍ଟାଡିୟମରେ ବିରାଟ କୋହଲିଙ୍କ ନେତୃତାଧୀନ RCB ଓ ଇଆନ ମୋର୍ଗାନଙ୍କ ନେତୃତ୍ବାଧିନ KKR ମଧ୍ୟରେ ଲଢେଇ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.