ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Oct 8, 2021, 7:08 PM IST

ନଜର ପକାନ୍ତୁ ବର୍ତ୍ତମାନର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ACF ମୃତ୍ୟୁ ମାମଲାରେ DFOଙ୍କୁ କ୍ଲିନ୍ ଚିଟ, ବିଦ୍ୟାଙ୍କ ନାଁରେ ଚାର୍ଜସିଟ

ACF ସୌମ୍ୟ ମୃତ୍ୟୁ ମାମଲାରେ ଖୁଲାସା କରିଛି କ୍ରାଇମବାଞ୍ଚ । ଆଉ ଏହି ଘଟଣାରେ ସନ୍ଦିଗ୍ଧ ମନ୍ମଥ କୁମ୍ଭ , DFO ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନ ଚିଟ୍ ଦେଇଛି କ୍ରାଇମବ୍ରାଞ୍ଚ ।

2. ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବେଲ୍‌ ଆବେଦନ ଖାରଜ

ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବେଲ୍‌ ଆବେଦନ ଖାରଜ ହୋଇଛି ।

3. ହାର୍ଡକୋର କ୍ରିମିନାଲ ଧନେଶ୍ୱର ଝାଙ୍କର ଗିରଫ, ନାଁରେ ରହିଛି ୪୧ ମାମଲା

ସମ୍ବଲପୁରର କୁଖ୍ୟାତ ଅପରାଧୀ ଟିମା ଓରଫ ଧନେଶ୍ୱର ଝାଙ୍କରକୁ ଗିରଫ କରିଛି ସମ୍ବଲପୁର ପୋଲିସର ସ୍ୱତନ୍ତ୍ର ଟିମ। ସମ୍ବଲପୁର ସଦର ଥାନା ଅନ୍ତର୍ଗତ ରାସନପୁର ଜଙ୍ଗଲରୁ ଟିମା ସହ ତା’ର ଅନ୍ୟ 3 ସହଯୋଗୀ ମଧ୍ୟ ଗିରଫ ହୋଇ କୋର୍ଟଚାଲାଣ ହୋଇଛନ୍ତି।

4. OPSC-2019 ରେଜଲ୍ଟ ଘୋଷଣା, ଅଶ୍ବିନୀ କୁମାର ପଣ୍ଡା ଟପ୍ପର

ଓପିଏସସି(OPSC) ପକ୍ଷରୁ 2019 ପରୀକ୍ଷା ଫଳାଫଳ ଘୋଷଣା କରାଯାଇଛି । OPSC-2019ରେ ଟପ୍ପର ହୋଇଛନ୍ତି ଅଶ୍ବିନୀ କୁମାର ପଣ୍ଡା ।

5. ବାତ୍ୟାର ରୂପ ନେଇପାରେ ଲଘୁଚାପ, ଆସନ୍ତା 24 ଘଣ୍ଟାରେ ବଜ୍ରପାତ ସହ ବର୍ଷା

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶର ବିଭିନ୍ନ ପ୍ରାନ୍ତରୁ ଫେରିବାରେ ଲାଗିଛି । ସେପଟେ ଅକ୍ଟୋବର 10 ତାରିଖ ବେଳକୁ ପଶ୍ଚିମ ଓ ଉତ୍ତର ପଶ୍ଚିମରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।

6. ଆଫଗାନିସ୍ତାନ ମସଜିଦରେ ଭୟଙ୍କର ବିସ୍ଫୋରୋଣ, 50 ମୃତ

ଆଫଗାନିସ୍ତାନର କୁନ୍ଦୁଜ ପ୍ରାନ୍ତ ସ୍ଥିତ ମସଜିଦରେ ଶୁକ୍ରବାର ବିସ୍ଫୋରଣ ହୋଇଛି । ଏଥିରେ ପାଖାପାଖି 50 ଜଣଙ୍କ ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି ।

7. ଓଡ଼ିଶାରେ ଗ୍ରାମସଭା କଲା ଆନ୍ଧ୍ର

ଓଡିଶା ଓ ଆନ୍ଧ୍ରପ୍ରଦେଶର ସୀମାନ୍ତ ଅଞ୍ଚଳରେ ଥିବା କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତରେ ସ୍ୱାସ୍ଥ୍ୟ ଶିବିର, ରାସନ ବଣ୍ଟନ, ଜଙ୍ଗଲ ଜମିପଟ୍ଟା ବଣ୍ଟନ ପ୍ରଭୃତି କାର୍ଯ୍ୟକ୍ରମ କରିଆସୁଥିବା ଆନ୍ଧ୍ର ସରକାର ଆଜି ଆଉ ପାଦେ ଆଗକୁ ବଢି କୋଟିଆର ନାକତଳେ ତଳ ଗଞ୍ଜେଇପଦର ଠାରେ ଆନ୍ଧ୍ରର ଗ୍ରାମସଭା ଅନୁଷ୍ଠିତ କରାଇଛନ୍ତି ।

8. ମୂର୍ତ୍ତିରଙ୍ଗ ବଦଳିଲେ ରାଗନ୍ତି ମା’, ଏମିତି ପ୍ରତ୍ୟକ୍ଷ ଠାକୁରାଣୀ ସୁନହଟର କନକ ଦୁର୍ଗା...

ବାଲେଶ୍ଵର ଜିଲ୍ଲା ସୁନହଟ ଗାଁର ପ୍ରତ୍ୟକ୍ଷ ଦେବୀ ମାଆ କନକ ଦୁର୍ଗା । ହଇଜା ରୋଗରୁ ଗାଁକୁ ମୁକ୍ତ କରି ସେ କନକ ଦୁର୍ଗା ରୂପେ ପୂଜା ପାଉଛନ୍ତି । ବଡ କଥା ହେଉଛି ଏଠାରେ ମା' କେବଳ ସୁନେଲି ରଙ୍ଗର ମୂର୍ତ୍ତିରେ ପୂଜା ପାଆନ୍ତି । ଜାଣନ୍ତୁ କ'ଣ ରହିଛି ଏହି ପୀଠର ବିଶେଷତ୍ବ...

9. ଆର୍ୟନଙ୍କୁ ମିଳିଲାନି ଜାମିନ, ଆବେଦନ ଖାରଜ କଲେ କୋର୍ଟ

ମୁମ୍ବାଇର ଆର୍ଥର ରୋଡ ଜେଲକୁ ଗଲେ ବଲିଉଡ଼ ସୁପରଷ୍ଟାର ଶାହାରୁଖଙ୍କ ପୁଅ ଆର୍ୟନ ଖାନ । ସେପଟେ ତାଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ମୁମ୍ବାଇ ସେସନ କୋର୍ଟରେ ହୋଇଥିବା ବେଳେ ଏହାକୁ ଖାରଜ କରିଛନ୍ତି କୋର୍ଟ ।

10. ଇତିହାସ ରଚିଲେ କୁସ୍ତିଯୋଦ୍ଧା ଅଂଶୁ ମଲିକ

ଇତିହାସ ରଚିଲେ କୁସ୍ତିଯୋଦ୍ଧା ଅଂଶୁ ମଲିକ । ବିଶ୍ବ କୁସ୍ତି ଚମ୍ପିଆନସିପ୍‌ରେ ପ୍ରଥମ ଭାରତୀୟ ମହିଳା ଭାବେ ଜିତିଲେ ରୌପ୍ୟ ପଦକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.