ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 19, 2021, 7:05 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

1.ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ

ପଞ୍ଜାବ କଂଗ୍ରେସର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚରଣଜିତ ସିଂହ ଚନ୍ନୀ । ସର୍ବସମ୍ମତିକ୍ରମେ ଚନ୍ନୀଙ୍କୁ ବିଧାୟକଦଳ ନେତା ଭାବରେ ଚୟନ କରାଯାଇଛି ।

2.ହାଇକୋର୍ଟଙ୍କ ନିର୍ଦ୍ଦେଶ ଅମାନ୍ୟ: କଳାହାଣ୍ଡି ଏସପିଙ୍କୁ କାରଣ ଦର୍ଶାଅ ନୋଟିସ

ହାଇକୋର୍ଟ କଳାହାଣ୍ଡି ଏସପିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହିତ ଜୟପାଟଣା ଥାନାର ତଦନ୍ତକାରୀ ଅଫିସରଙ୍କ ଉପରେ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି।

3.ଛାତ୍ରୀଙ୍କ ଗାଲ କାମୁଡି ପ୍ରଧାନଶିକ୍ଷକ ଗିରଫ

ଛାତ୍ରୀଙ୍କ ଗାଲ କାମୁଡି ଗିରଫ ହୋଇଛନ୍ତି ପ୍ରଧାନଶିକ୍ଷକ । ବିହାରର କଟିହାର ଜିଲ୍ଲାରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା ।

4.‘ଯୁବପିଢୀ କ୍ରୀଡାରେ ଅଂଶ ଗ୍ରହଣ କଲେ ଜାମ୍ମୁକାଶ୍ମୀରକୁ ଆସିବ ଶାନ୍ତି’

କାଶ୍ମୀର ଡିଜିପିଙ୍କ ବାର୍ତ୍ତା। କାଶ୍ମୀର ଯୁବକଙ୍କ କ୍ରୀଡାରେ ଅଂଶଗ୍ରହଣ ଘାଟିରେ ଶାନ୍ତି ଆଣିବାରେ ହେବ ସହାୟ ।

5.'ଗାନ୍ଧୀ ପରିବାରର ଶାସନରେ ଆମେଠିରେ ପହଞ୍ଚିନି ବିକାଶ'

ଆମେଠିର ସମସ୍ତ ପରିବାର ନିକଟରେ ପହଞ୍ଚିନି ବିକାଶ । ଗାନ୍ଧୀ ପରିବାରର ଦୀର୍ଘ ପାଞ୍ଚ ଦଶନ୍ଧୀ ଧରି ଶାସନ କରିଛନ୍ତି କିନ୍ତୁ ଲୋକଙ୍କ ନିକଟରେ ମୌଳିକ ବିକାଶ ପହଞ୍ଚି ପାରିନାହିଁ ବୋଲି କହିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ।

6.କୋଟିଆରେ ଆନ୍ଧ୍ର ନିର୍ବାଚନର ଫଳାଫଳ ଘୋଷଣା; ଦୁଇ MPTC ସଦସ୍ୟ ନିର୍ବାଚିତ

ଓଡିଶା ଓ ଆନ୍ଧ୍ରପ୍ରଦେଶର ସୀମାନ୍ତରେ ଥିବା କୋରାପୁଟ ଜିଲ୍ଲାର କୋଟିଆରେ ଆନ୍ଧ୍ର ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ଓଡିଶା ମାଟିର ଗଞ୍ଜେଇପଦର , ଫଗୁଣସିନେରୀ ଓ ଫାଟୁସିନେରୀରେ ଆନ୍ଧ୍ରପ୍ରଦେଶ ଏମପିଟିସି ସଦସ୍ୟ ନିର୍ବାଚିତ ହୋଇଛନ୍ତି ।

7.ଡ୍ରେନରେ ପଡ଼ି ଦଶମ ଶ୍ରେଣୀ ଛାତ୍ର ନିଖୋଜ, ଉଦ୍ଧାରକାର୍ଯ୍ୟ ଜାରି

ରାଜଧାନୀରେ ଅଘଟଣ, ଟିଉସନ ଯିବାବେଳେ ଡ୍ରେନ ଭିତରକୁ ଖସି ୧୪ ବର୍ଷର ଜଣେ ଛାତ୍ର ନିଖୋଜ ହୋଇଛନ୍ତି ।

8.ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ

ପଞ୍ଚଭୂତରେ ବିଲୀନ ହେଲେ ବିଶିଷ୍ଟ ସାହିତ୍ୟିକା ମନୋରାମା ମହାପାତ୍ର, ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ଶେଷକୃତ୍ୟ ।

9.IPL 2021: ପଏଣ୍ଟ ଟେବୁଲରେ କିଏ କେଉଁଠି ? ଜାଣନ୍ତୁ...

ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଓ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ସଫଳ ଟିମ ଚେନ୍ନାଇ ସୁପର କିଙ୍ଗ୍ସ ।

10.IPL: ମ୍ୟାଚ୍‌ ଦେଖିବେନି ୧୬ ବର୍ଷରୁ କମ ବୟସ୍କ ଫ୍ୟାନ୍ସ

ଶାରଜାହ କ୍ରିକେଟ ଷ୍ଟାଡିୟମ ଭିତରକୁ ପ୍ରବେଶ ନିୟମରେ ସାମାନ୍ୟ ଭିନ୍ନ ନିୟମ ରହିଛି । ଏହି ଷ୍ଟାଡିୟମରେ ବସି ମ୍ୟାଚ୍‌ ଦେଖିବାକୁ ଚାହୁଁଥିଲେ ଅତିକମରେ ଫ୍ୟାନ୍ସଙ୍କ ବୟସ ୧୬ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.