1.ସେନାକୁ ମିଳିବ ବଳ, ସ୍ବଦେଶୀ MPATGM ମିସାଇଲର ସଫଳ ପରୀକ୍ଷଣ
ସ୍ବଦେଶୀ ହାଲୁକା ଫାୟାର ଆଣ୍ଡ ଫର୍ଗେଟ ମ୍ୟାନ-ପୋର୍ଟେବଲ ଆଣ୍ଟି ଟ୍ୟାଙ୍କ ମିସାଇଲ(MPATGM)ର ସଫଳ ପରୀକ୍ଷଣ ।
2.ଦିଦିଙ୍କ ହୁଙ୍କାର, ବିଜେପିକୁ କ୍ଷମତାରୁ ନ ହଟାଇବା ଯାଏଁ ଖେଲା ହେବ
3.ଖୋଲିବ ହଷ୍ଟେଲ, ଜାରି ହେଲା SOP
ଆସନ୍ତା ୨୬ ତାରିଖରୁ ରାଜ୍ୟରେ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ।
4.ନନ୍ଦନକାନନରେ ନୂଆ ଅତିଥି; ମୃତ ଶାବକ ସମେତ 3 ସିଂହ ଛୁଆ ଜନ୍ମ ଦେଲା ବିଜଲି
ଦୀର୍ଘ ଦିନ ପରେ ଏସିଆଟିକ ଲାୟନ (asiatic lion) 3 ଶାବକ ଜନ୍ମ ନେଇଛନ୍ତି । ବିଜଲି ସିଂହୀ 3 ଶାବକଙ୍କୁ ଜନ୍ମ ଦେଇଛି ।
5.ମାରିଦେଲା ମୟୂର, ନିଜେ ମରି ଯୁବକଙ୍କ ନେଇଗଲା ଜୀବନ
ମୟୂର ପାଇଁ ଜଣେ ସ୍କୁଟିଆରୋହୀ ଅକାଳରେ ପ୍ରାଣ ହରାଇଛନ୍ତି ।
6.ଚାଷ ଜମି ଫାଟି ଆଁ: ବିହନ ପରେ ପାଣି ସମସ୍ୟା, ଉପୁଜିଛି ମରୁଡି ସ୍ଥିତି !
କରୋନା କଟକଣାରେ ଜୀବନ ଜୀବିକା ବିପଦରେ ପଡିଥିବା ବେଳେ ଧାନ ଚାଷ ଉପରେ ନିର୍ଭର କରୁଥିବା ଧାନ ଚାଷୀ ହତାଶ ।
7.ନ୍ୟୁ ଜେନେରେସନ ଆକାଶ ମିସାଇଲ ପରୀକ୍ଷଣ
8.ପ୍ରିୟଙ୍କାକୁ ଫେରାର ହେବାକୁ ବାଧ୍ୟ କରିଥିଲା ଜଗନ୍ନାଥ;ପ୍ରେମିକା ପାଇଁ ଆଣିଥିଲା ସିନ୍ଦୁର
ପ୍ରିୟଙ୍କାକୁ ଫେରାର ହେବାକୁ ବାଧ୍ୟ କରିଥିଲା ଜଗନ୍ନାଥ; ଛୁଆର ଚକୋଲେଟ, ପ୍ରେମିକା ପାଇଁ ଆଣିଥିଲା ସିନ୍ଦୁର
9.ପୁଣି ରଥଯାତ୍ରା ବିବାଦ, ରଥ ଉପରେ ସେଲ୍ଫି ନେଇ ଚର୍ଚ୍ଚାରେ ଦୁଇ ଯୁବକ
10. Pornographic Film ସୁଟିଂରେ ଶିଳ୍ପା ଦେଉଥିଲେ ସ୍ବାମୀଙ୍କ ସାଥ୍ !
ସ୍ବାମୀଙ୍କ ଗିରଫଦାରୀ ପରେ ସ୍ତ୍ରୀ ଶିଳ୍ପାଙ୍କ ନିରବତାକୁ ନେଇ ଘନଉଛି ସସପେନ୍ସ ।