ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ୭ ପିଏମ

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

author img

By

Published : Jul 17, 2021, 7:05 PM IST

1.ସରିଲା ରାଜ୍ୟ କ୍ୟାବିନେଟ ବୈଠକ, ୧୫ ଟି ପ୍ରସ୍ତାବକୁ ମୋହର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଲା କ୍ୟାବନେଟ ବୈଠକ । ଭିସି ଯୋଗେ ଅଧ୍ୟକ୍ଷତା କରୁଥିଲେ ମୁଖ୍ୟମନ୍ତ୍ରୀ ।

2.ଜୁଲାଇ ୨୬ରୁ ଖୋଲିବ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ

ରାଜ୍ୟରେ ମହାମାରୀ ନିୟନ୍ତ୍ରଣକୁ ଆସିବା ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

3.ପ୍ରେମିକାକୁ ନେଇ ଫେରାର ମାଓନେତା, ଦଳରୁ ବହିଷ୍କୃତ କଲା ସଙ୍ଗଠନ

ଦଳରୁ ବହିଷ୍କୃତ ହେଲେ ମାଓବାଦୀ ସଙ୍ଗଠନର ଏରିଆ କମିଟି ସମ୍ପାଦକ ସୁଧୀର ଓରଫ ଚିନ୍ନା ରାଓ ।

4.ସୋମବାର ଠୁ ୧୬ଟି ରୁଟରେ ଗଡିବ ମୋ ବସ

୧୯ ଜୁଲାଇ ଠାରୁ ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏଁ ଚଳାଚଳ କରିବ ମୋ ବସ । କ୍ରୁଟ୍ ମହାପ୍ରବନ୍ଧକ ଦିପ୍ତୀ ମହାପାତ୍ରଙ୍କ ସୂଚନା ।

5.ରାଜଧାନୀର ୪୨୦ ଶଳା ଭିଣୋଇ, ରେଲଓ୍ବେରେ ଚାକିରି ନାଁରେ ବଡ ଠକେଇ

ଖୋଲିଲା ରାଜଧାନୀର ୪୨୦ ଶଳା ଭିଣୋଇଙ୍କ ଠକେଇ ଗୁମର । ରେଲୱେରେ ଚାକିରି ଦେବା ନାଁରେ ଠକୁଥିଲେ ଲକ୍ଷ ଲକ୍ଷ ଟଙ୍କା ।

6.CORONA 3RD WAVE: ବିମାନଯାତ୍ରୀଙ୍କ ପାଇଁ ୪୮ ଘଣ୍ଟାର RT-PCR ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ

ସାମ୍ଭାବ୍ୟ ତୃତୀୟ ଲହରକୁ ମାତ୍ ଦେବାକୁ ଜୋରଦାର ପ୍ରସ୍ତୁତି କରୁଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱର ବିମାନବନ୍ଦର ମାଧ୍ୟମରେ ବିଭିନ୍ନ ରାଜ୍ୟକୁ ଯାତ୍ରା କରିବା ଏବଂ କୋଭିଡ ନିୟମ ଉପରେ ନଜର ରଖାଯିବ ।

7.ସୁରଙ୍କ ଧୁମଧଡାକ ଡ୍ୟାନ୍ସ, ଦୁଲୁକିଲା ରାସ୍ତା

ବରଯାତ୍ରୀରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ଧମାକାଦାର ଡ୍ୟାନ୍ସ ଦେଖିବାକୁ ମିଳିଛି । ଗୀତର ତାଳେ ତାଳେ ସୁର ନାଚିବାର ଦେଖିବାକୁ ମିଳିଛି । ଯାହା ଏବେ ବେଶ ଭାଇରଲ ହେବାର ଲାଗିଛି ।

8.ଭାରତୀୟ ସାମ୍ବାଦିକଙ୍କ ହତ୍ୟାକୁ ଖଣ୍ଡନ କଲା ତାଲିବାନ

ପୁଲିଜର ଆଓ୍ବାର୍ଡ ବିଜେତା ଭାରତୀୟ ଫଟୋ ସାମ୍ବାଦିକଙ୍କ ହତ୍ୟାକୁ ଖଣ୍ଡନ କରିଛି ତାଲିବାନ । ଦୁଃଖ ପ୍ରକାଶ କରିବା ସହ ସ୍ପଷ୍ଟୀକରଣ ରଖିଲେ ତାଲିବାନ ପ୍ରବକ୍ତା ।

9.ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ NCP ମୁଖ୍ୟ ଶରଦ ପାଓ୍ବାର, ଜୋର ଧରିଲା ରାଷ୍ଟ୍ରପତି ପ୍ରାର୍ଥୀ ଚର୍ଚ୍ଚା

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ନ୍ୟାସନାଲ କଂଗ୍ରେସ ପାର୍ଟି (NCP)ମୁଖ୍ୟ ଶରଦ ପାଓ୍ବାର । ଶରଦଙ୍କୁ ରାଷ୍ଟ୍ରପତି ପ୍ରାର୍ଥାୀ କରିପାରେ ଏନଡିଏ । ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ।

10.ଅଞ୍ଜୁମଙ୍କୁ ସାତଜନ୍ମର ସାଥୀ କଲେ ଶିବମ ଦୁବେ

ବିବାହ କଲେ ଭାରତୀୟ କ୍ରିକେଟର ତଥା ରାଜସ୍ଥାନ ରୟାଲ ଖେଳାଳୀ ଶିବମ ଦୁବେ । ଦୀର୍ଘଦିନ ହେବ ପ୍ରେମ କରୁଥିବା ନିଜ ବାନ୍ଧବୀଙ୍କୁ ବିବାହ କରିଛନ୍ତି ଶିବମ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.